ସୁନ୍ଦରୀ ଝିଅମାନେ ଦେହ ଦେଖାଇ କରୁଥିଲେ ବ୍ଲାକମେଲ..ଦିଲ୍ଲୀରୁ ପୋଲିସ ଆସି ଆପାର୍ଟମେଣ୍ଟରୁ ଉଠାଇନେଲେ…

ଭିଡିଓ କଲ୍ ରେ ଦେହ ଦେଖାଇ କରୁଥିଲେ ବ୍ଲାକମେଲ୍ ! ଉଠାଇ ନେଇଗଲା ପୋଲିସ ! ତେବେ ଖବର ଅନୁଯାଇ ନ୍ୟୁଡ କଲ୍ ର ମାଷ୍ଟରମାଇଣ୍ଡ ପୋଲିସ ହାତରେ ଧରା ପଡିଛି । ଦିଲ୍ଲୀରୁ ପୋଲିସ ଆସି ଆପାର୍ଟମେଣ୍ଟରୁ ଉଠାଇ ନେଇ ଚାଲିଗଲା । ସୁନ୍ଦରୀ ସୁନ୍ଦରୀ ଝିଅ ମାନଙ୍କୁ ରଖି ସାଧାରଣ ଲୋକ ମାନଙ୍କୁ ନ୍ୟୁଡ କଲ କରୁଥିଲା । ସୁନ୍ଦରୀ ଝିଅ ମାନେ ଭିଡିଓ କଲ କରି ନିଜର ଦେହ ଦେଖାଉଥିଲେ । ତାପରେ ଏହାରି ଭିତରେ ସାଧାରଣ ମଣିଷ ଗୁଡାକ ଫସି ଯାଉଥିଲେ ।

ସୁନ୍ଦରୀ ଝିଅ ମାନେ ଯେତେବେଳେ ଉଲଗ୍ନ ହୋଇ ଭିଡିଓ କଲ କରୁଥିଲେ । ତାପରେ ସେହି ଭିଡିଓ କଲର ସ୍କ୍ରିନସଟ ରଖି ସୌରଭ ଦେଉରୀ ଟଙ୍କା ମାଗୁଥିଲା । ତାପରେ ସାଧାରଣ ଲୋକଙ୍କୁ ବ୍ଲାକମେଲ କରୁଥିଲା । ତାପରେ ଏକ ଆପର୍ଟମେଣ୍ଟରୁ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ତାକୁ ଉଠାଇ ନେଇଛି । କଳା ଦୁନିଆର ମୁଖ୍ୟ ଚେହେରା ସୌରଭ ଦେଉରୀ ପୋଲିସ ହାତରେ ଧରା ପଡିଛି । ସେହି ଆପାର୍ଟମେଣ୍ଟରେ ସୌରଭ ଦେଉରୀ ସମେତ ଆଉ 3 ଜଣ ସୁନ୍ଦରୀ ଝିଅ ଭଡାରେ ରହୁଥିଲେ ।

ସୌରଭ ଏଠାରେ ଝିଅ ମାନଙ୍କୁ ରଖି ଏହି ଆପାର୍ଟମେଣ୍ଟରୁ ଲୋକ ମାନଙ୍କୁ ନ୍ୟୁଡ କଲ କରୁଥିଲା । ଯେତେବେଳେ ଭିଡିଓ କଲ ଯାଉଥିଲା । ସେହି ଭିଡିଓ କଲକୁ ଯେଉଁ ଲୋକ ବି ରିସିଭ କରୁଥିଲା । ସେହି ଲୋକ ଏହି ରାମ ଭ୍ରମର ଆପାର୍ଟମେଣ୍ଟରେ ରହୁଥିବା ଝିଅ ମାନେ ନିଜର ଉଲଗ୍ନ ଶରୀର ଦେଖାଉଥିଲେ । ତାପରେ ସେହି ସମୟରେ ତାହାର ଏକ ସ୍କ୍ରିନ ସତ ମଧ୍ୟ ଚାଲାକ କରି ରଖି ଦେଉଥିଲେ ।

ତାପରେ ଏହାକୁ ସବୁ ଆଧାର କରି ଏହି ଗେମ୍ ର ଯିଏ ମାଷ୍ଟର ପ୍ଳାନ ସାଜିଛି ସୌରଭ ଦେଉରୀ । ସେହି ସୌରଭ ଦେଉରୀ ଜଣଙ୍କ ଲୋକଙ୍କୁ ବ୍ଲାକମେଲ୍ କରୁଥିଲା । ବ୍ଲାକମେଲ୍ କରିବା ସହ କଡା କଡା ଧମକ ମଧ୍ୟ ଦିଆଯାଉଥିଲା । ବହୁ ସମୟରେ ଏଭଳି କିଛି ଅଭିଯୋଗ ହେଳା ପରେ ଦିଲ୍ଲୀ ସାଇବର ପୋଲିସ ସୌରଭ ଦେଉରୀକୁ ଗିରଫ କରିଛି । ତେବେ ସୌରଭ ଦେଉରୀଙ୍କ ରୁମ୍ ରୁ ବହୁତ ଗୁରୁତ୍ଵପୂର୍ଣ୍ଣ ଡାଟା ମଧ୍ୟ ପୋଲିସ ହାତରେ ପଡିଛି । ତେବେ ପୋଲିସର ତଦନ୍ତ ପରେ ଆଉ କେଉଁ ଖବର ସବୁ ସାମ୍ନାକୁ ଆସିବ ଦେଖିବାକୁ ଅପେକ୍ଷା ରହିଲା । ଖବରର ଅପଡେଟ ପାଇବା ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *