ନୂଆ ବର୍ଷ 2022 ରେ ଏହି 5 ଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ଓ 7 ଟି ରାଶି ରୁହନ୍ତୁ ସାବଧାନ ! (Astrology)

ବନ୍ଧୁଗଣ ମାତ୍ର ଆଉ କିଛି ଦିନ ପରେ ନବବର୍ଷ ୨୦୨୧ ଆସିବାକୁ ଯାଉଛି । ନବବର୍ଷ ୨୦୨୧ରେ କିଛି ରାଶି ମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ଗ୍ରହ ଓ ନକ୍ଷେତ୍ର ମାନଙ୍କ ମଧ୍ୟରେ ହେଉଥିବା ବିଶେଷ ପରିବର୍ତ୍ତନ ହେତୁ ଏହା ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହାଫଳରେ ମଣିଷ ଜୀବନରେ ଉଭୟ ଦୁଃଖ ସୁଖ ଆସିଥାଏ । ତେବେ ଆସନ୍ତା ନବବର୍ଷରେ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

ମେଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମେଷ ରାଶିର ବ୍ୟକ୍ତି ବିଶେଷ ମାନେ । ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନବବର୍ଷ ବହୁତ ଶୁଭମୟ ରହିବ । ଆପଣ ମାନେ ନବବର୍ଷରେ ନିଶ୍ଚୟ ଏକ ବଡ ଖୁସି ଖବର ପାଇବେ । ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ଆପଣ ମାନଙ୍କୁ ପ୍ରାପ୍ତ ହେବ । ଆପଣ ଯେଉଁ କାର୍ଯ୍ୟ ବି ହାତକୁ ନେବେ ସେଥିରେ ସଫଳତା ନିଶ୍ଚୟ ପାଇବେ । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସମ୍ପତ୍ତି ପର୍ଯ୍ୟନ୍ତ ସବୁଥିରେ ଆପଣଙ୍କ ଉନ୍ନତି ହେବ ।

ବୃଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ । ଆପଣ ମାନଙ୍କ ପାଇଁ ଆସୁଥିବା ନବବର୍ଷ ବେସ ଭଲରେ କଟିବ । ଏହି ନବବର୍ଷ ଆପଣ ମାନଙ୍କ ପାଇଁ ଅନେକ ସଫଳତା ଓ ଅନେକ ନୂଆ ନୂଆ ଅନୁଭୃତି ନେଇ ଆସିବ । ନବବର୍ଷ ଆରମ୍ଭରେ ବୃଷରାଜର ସ୍ଵାମୀ ଶୁକ୍ର ଭାଗ୍ୟ ରେଖାରେ ବିରାଜିତ ହେଉଛନ୍ତି । ଏହା ଦ୍ଵାରା ଆପଣ ମାନଙ୍କ ପାଇଁ ଏହି ନବବର୍ଷ ଉଜ୍ଵଳ ଓ ଉନ୍ନତିମୟ ରହିବ ।


ସିଂହ ରାଶି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ । ଆପଣ ମାନଙ୍କ ପାଇଁ ଏହି ନବବର୍ଷ ମାନ ସମ୍ମାନ ଓ ଅନେକ ଉନ୍ନତି ନେଇ ଆସୁ ଅଛି । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଅନେକ ଲୋକଙ୍କ ପାଇଁ ଆପଣ ଆଦର୍ଶ ହେବେ । କାରିୟର କ୍ଷେତ୍ରରେ ଆପଣ ବେସ ଉନ୍ନତି କରିବେ । ଅବିବାହିତଙ୍କ ପାଇଁ ବିବାହର ଯୋଗ ବନୁ ଅଛି । ବିବାହିତ ଦମ୍ପତ୍ତି ମାନଙ୍କ ପାରିବାରିକ ଜୀବନ ବେସ ସୁଖମୟ ରହିବ ।

ତୁଳା ରାଶି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ । ଆପଣ ମାନଙ୍କ ପାଇଁ ଏହି ନବବର୍ଷ ସୁଖ ସମୃଦ୍ଧି ନେଇ ଆସିବ । ପାରିବାରିକ କଳହ ଦୂର ହେବ ଓ ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ । ଯାନବାହାନ ଓ ଭୂମି ଆଦି କିଣିବାର ଯୋଗ ବନୁ ଅଛି । ଏହି ସଂପୂର୍ଣ୍ଣ ବର୍ଷରେ ଆପଣ ରୋମାଣ୍ଟିକ ସ୍ଵଭାବରେ ରହିବେ ।

ଧନୁ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଧନୁ ରାଶିର ବ୍ୟକ୍ତି ବିଶେଷ ମାନେ । ଆପଣ ମାନଙ୍କ ପାଇଁ ଏହି ନବବର୍ଷ ଶୁଭ ଫଳ ନେଇ ଆସୁଛି । ଆପଣ ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଆସୁଥିବା ନବବର୍ଷରେ ଆପଣଙ୍କୁ ନିଶ୍ଚୟ ଏକ ବଡ ଖୁସି ଖବର ମିଳିବ । ଏହା ସହିତ ଆପଣଙ୍କ ନବବର୍ଷଟି ସୁଖ ସମୃଦ୍ଧିରେ ଭରିଯିବ ।

ବାକି 7 ଟି ରାଶିଙ୍କୁ ଏହି ବର୍ଷ ଟିକେ ସାବଧାନ ରହିବା ପାଇଁ ପଡିବ । ଅଚାନକ କୌଣସି ସଙ୍କଟ ଆସିପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ସ୍ଵାସ୍ଥ୍ୟକୁ ନେଇ ଆପଣଙ୍କୁ ବିଶେଷ ସତର୍କ ରହିବାକୁ ପଡିବ ।  ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *