ଓଡିଶାର ନୂଆ ସ୍ୱର Stage ରେ ଗୀତ ସାଙ୍ଗକୁ ହେଲା କମେଡି କିଂଗ Papu Pom Pom ଙ୍କ ଜବରଦସ୍ତ Comedy ବାଲା ଡ୍ୟାନ୍ସ, ଦେଖିଲେ ହସି ହସି ଗଡିଯିବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ ପମ ପମ । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମ ଓ ଟିଭି ସିରିଏଲରେ ପପୁ ପମ ପମଙ୍କ ଜବରଦସ୍ତ କମେଡି ତ ନିଶ୍ଚୟ ଦେଖିଥିବେ । ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ସେ ନିଜ କମେଡି ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତି ଛନ୍ତି । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ପପୁ ନିଜ ନୂଆ ଫିଲ୍ମ ‘ମିଷ୍ଟାର କହ୍ନେଇଆ’ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ରହିଛନ୍ତି ।

ବନ୍ଧୁଗଣ ଏହି ଫିଲ୍ମର କାହାଣୀଟି ବହୁତ ଭିନ୍ନ ଓ ଏହି ଫିଲ୍ମରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ତେବେ ଏହି ଫିଲ୍ମର ମୁଖ୍ୟ ଅଭିନେତା ଭୂମିକାରେ ପପୁ ପମ ପମ ନଜର ଆସିଛନ୍ତି ଓ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଓଡିଆ ଲୋକପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ନଜର ଆସିଛନ୍ତି । ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବା ପରେ ଦର୍ଶକ ମାନେ ଫିଲ୍ମକୁ ଦେଖି ବହୁତ ଭଲ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ପପୁଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ପପୁଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପପୁ ଓଡିଆ ଟିଭି ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର ଷ୍ଟେଜ’ରେ ନଜର ଆସିଛନ୍ତି । ଏହି ଭିଡିଓରେ ପପୁ ନିଜ ନୂଆ ଫିଲ୍ମ ମିଷ୍ଟାର କହ୍ନେଇଆର କାହାଣୀ ବିଷୟରେ କହିବା ସହ ବହୁତ କମେଡି କରିଛନ୍ତି । ଏହା ସହିତ ପପୁ ଷ୍ଟେଜରେ ଛୋଟ ଛୋଟ ଝିଅଙ୍କ ସହ ଡ୍ୟାନ୍ସ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *