ନୂଆ ନୂଆ ବାହା ହୋଇଥିବା ଓଡିଆ ହିରୋଇନ ମାନଙ୍କ ଶାଶୁ ମାନେ ଦେଖିବାକୁ କେମିତି ? ଆଗରୁ କେବେ ଦେଖି ନଥିବେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆପଣ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଧାରାବାହିକ ତଥା ଚଳଚିତ୍ର ମାନ ଦେଖିବାକୁ ଭଲ ପାଆନ୍ତି । ସେମାନଙ୍କ ଅଭିନୟ ଦ୍ଵାରା ଆପଣ ମାନେ ବେଶ ପ୍ରଭାବିତ ହୋଇଥାନ୍ତି । ଦର୍ଶକ ମାନଙ୍କ ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରି ମଧ୍ୟ ଭିନ୍ନ ଭିନ୍ନ ହୋଇଥାନ୍ତି । ବନ୍ଧୁଗଣ କେତେକ ଅଭିନେତ୍ରୀ ବର୍ତ୍ତମାନ ନୂତନ କରି ବିବାହ କରିଛନ୍ତି ।

ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ମାନଙ୍କ ବିବାହ ପରେ ସେମାନେ କିପରି ରହୁଛନ୍ତି ଏବଂ ତାଙ୍କ ଶାଶୂ ଏବଂ ସ୍ୱାମୀ କଣ କରୁଛନ୍ତି ଏବଂ କିଏ ଆସନ୍ତୁ ଜାଣିନେବା। ୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ଆପଣ ମାନେ ଅର୍ଚ୍ଚିତା ଏବଂ ତାଙ୍କ ସ୍ଵାମୀ ସବ୍ୟସାଚୀ ଙ୍କ ସହିତ ବେଶ ଭଲ ଭାବେ ପରିଚିତ। ଏହି ଦୁହି ଜଣ କଳାକାର ପରସ୍ପରକୁ ଭଲ ପାଇଆସୁଥିଲେ । ଚଳିତ ବର୍ଷ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସବ୍ୟସାଚୀ ଜଣେ ଅଭିନେତା ସହିତ ଜଣେ ସମାଜସେବୀ ମଧ୍ୟ ଅଟନ୍ତି ।

ତାଙ୍କର ଏହି ମହତ କାର୍ଯ୍ୟ ରେ ବର୍ତ୍ତମାନ ତାଙ୍କ ପତ୍ନୀ ଅର୍ଚ୍ଚିତା ମଧ୍ୟ ଯୋଗଦାନ କରୁଛନ୍ତି ।ତେବେ ଅର୍ଚ୍ଚିତା ନିଜର ଶାଶୂ ଘରେ ଖୁବ ଭଲ ରେ ରହୁଛନ୍ତି। ତେବେ ତାଙ୍କ ଶାଶୂ ମଧ୍ୟ ଅର୍ଚ୍ଚିତା ଙ୍କୁ ଖୁବ ଭଲ ପାଇବା ଦେଉଛନ୍ତି ତେବେ ଏହି ଫୋଟୋ ରେ ଆପଣ ତାଙ୍କ ଶାଶୂ କୁ ଦେଖି ପାରିବେ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସୋନାଲି। ସୋନାଲି ଙ୍କୁ ଆପଣ ସିନେମା ତଥା ଅନେକ ଧାରାବାହିକ ରେ ଦେଖିଥିବେ ସେ ସ୍ୱାଭିମାନ ଧାରାବାହିକ ରେ ମଧ୍ୟ ନଜର ଆସିଥିଲେ ତେବେ ସେ ଜଣେ ଧାରାବାହିକ ଇଞ୍ଜିନିୟର ଙ୍କୁ ବିବାହ କରିଛନ୍ତି ଯାହା ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ।ତେବେ ତାଙ୍କ ଶାଶୂ ମଧ୍ୟ ସୋନାଲି ଙ୍କୁ ଖୁବ ଭଲ ପାଆନ୍ତି ଆପଣ ଏହି ଫୋଟୋ ମାଧ୍ୟମରେ ତାଙ୍କୁ ଦେଖି ପାରୁଥିବେ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଦୀପ୍ତିରେଖା। ଦୀପ୍ତିରେଖା ଙ୍କୁ ଆପଣ ସମସ୍ତେ ଜାଣିଥିବେ । ସେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ଅଟନ୍ତି ତା ସହ ସେ ଜଣେ ଅଭିନେତ୍ରୀ ମଧ୍ୟ। ତେବେ ଗତ କିଛିଦିନ ତଳେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କ ସ୍ଵାମୀ ଭୁବନେଶ୍ଵରର ଜଣେ ବିଖ୍ୟାତ ଶିଳ୍ପପତୀ ଅଟନ୍ତି। ତେବେ ସେ ମଧ୍ୟ ନିଜ ଶାଶୂ ଘରେ ଖୁବ ଭଲରେ ରହୁଛନ୍ତି ଆପଣ ଏହି ଫୋଟୋ ରେ ତାଙ୍କ ପରିବାର କୁ ଦେଖି ପାରୁଥିବେ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଜାଜ୍ଞସେନି। ଆପଣ ଜାଜ୍ଞାସେନି ଙ୍କୁ ଅନେକ ଧାରାବାହିକ ରେ କାମ କରୁଥିବାର ଦେଖିଥିବେ ତେବେ ସେ ନିଜର ଅଭିନୟ ରେ ଲୋକପ୍ରିୟ ମଧ୍ୟ ହୋଇ ପାରିଥିଲେ। ତେବେ ଗତ କିଛି ଦିନ ଆଗରୁ ସେ କୁଆଁରୀ ବୋହୁ ଧାରାବାହିକ ରେ ଅଭିନୟ କରିଥିବା ଅଭିନେତା ସିଂବା ଯାହାଙ୍କ ନାମ ହେଉଛି ରାକେଶ ତାଙ୍କୁ ବିବାହ କରିଥିଲେ। ତେବେ ଜାଜ୍ଞାସେନି ନିଜ ପରିବାର ରେ ଖୁବ ଖୁସି ଅଛନ୍ତି ଆପଣ ଏହି ଫୋଟୋ ରେ ତାଙ୍କ ଶାଶୂ ଙ୍କୁ ଦେଖି ପାରୁଥିବେ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *