ନୂଆ ନୂଆ ବିବାହ କରିଥିବା Ollywood Couples ମାନଙ୍କ ମଧ୍ୟରେ ଥିବା ବୟସ ଅନ୍ତର ! ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ବାହାଘରର ସିଜିନ ଚାଲିଛି । ଏମିତିରେ କେବଳ ସାଧାରଣ ଲୋକ ନୁହନ୍ତି ଓଲିଉଡର ଷ୍ଟାରମାନେ ଏହି ସମୟରେ ବିବାହ କରୁଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରିର କଳାକାରମାନେ ଜଣକ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । କହିବାକୁ ଗଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟତଃ କଳାକାର ଶୁଟିଙ୍ଗ ସେଟରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ବିବାହ କରିଥାନ୍ତି । କିନ୍ତୁ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଅନ୍ୟ ଝିଅମାନଙ୍କୁ ବିବାହ କରନ୍ତି ।

ଯେଉଁମାନଙ୍କ ସମ୍ପର୍କ ଏହି ଦୁନିଆ ସହ ଣ ଥାଏ । କିନ୍ତୁ କଣ ଆପଣ ଏହି ଯୋଡିମାନଙ୍କର ବୟସ କେତେ ଜାଣିଛନ୍ତି । ]ଏମାନଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ଅଛି । ଆଜି ଆମେ ଆପଣମାନଙ୍କୁ ଓଲିଉଡର କିଛି ଚର୍ଚିତ ଯୋଡିମାନଙ୍କ ବିଷୟରେ ଓ ତାଙ୍କ ବୟସ ବିଷୟରେ କହିବୁ ।

ହରିହର ଓ ସ୍ଥିତି ପ୍ରଜ୍ଞା- ହରିହର ଓ ସ୍ଥିତି ପ୍ରଜ୍ଞାଙ୍କୁ ଆପଣ ସମସ୍ତେ ଜାଣିଛନ୍ତି । କହିଦେଉଛୁ କି ହରିହର ସ୍ଥିତିଙ୍କ ଠାରୁ ୪ ବର୍ଷର ବଡ ଅଟନ୍ତି । ଏହି ଯୋଡି ଦେଖିବାକୁ ଯେତିକି ସୁନ୍ଦର ଏମାନଙ୍କ ମଧ୍ୟରେ ଭଲ ପାଇବା ତାହା ଠାରୁ ବହୁତ ଅଧିକ ଅଟେ ।

ଗୁନଗୁନ ଓ ଅଭିସ୍ମିତ- ଗୁନଗୁନ ଓ ଅଭିସ୍ମିତ କିଛି ଦିନ ତଳେ ହିଁ ବିବାହ କରିଛନ୍ତି । ଯଦି ତାଙ୍କର ବୟସ ବିଷୟରେ କହିବା ତେବେ ଗୁନଗୁନଙ୍କ ବୟସ ୨୮ ବର୍ଷ ଓ ଅଭିସ୍ମିତଙ୍କ ୩୪ ବର୍ଷ । ଅଭିସ୍ମିତ ଗୁନଗୁନଙ୍କ ଠାରୁ ୬ ବର୍ଷ ବଡ ଅଟନ୍ତି ।

ଇପ୍ସିତା ଓ କୁଲଦୀପ- କୁଳଦୀପଙ୍କୁ ଆପଣମାନେ ଭଲ ଭାବରେ ଜାଣିଛନ୍ତି । ଯାହାଙ୍କର ସବୁ ଗୀତ ହିଟ ହୋଇଥାଏ । କିଛି ଦିନ ତଳେ ହିଁ କୁଳଦୀପ କଟକରେ ଇପ୍ସିତାଙ୍କୁ ବିବାହ କରିଛନ୍ତି । ଯଦି ତାଙ୍କର ବୟସ ବିଷୟରେ କହିବା ତେବେ କୁଲଦୀପ ଇପ୍ସିତାଙ୍କ ଠାରୁ ବର୍ଷେ ବଡ ଅଟନ୍ତି ।

ପ୍ରଜ୍ଞା ଓ ସୁନନ୍ଦା- କହିବାକୁ ଗଲେ ଏହି ମାସରେ ବିବାହ କରିଥିବା ପ୍ରଜ୍ଞା ଓ ସୁନନ୍ଦା ନିଜର ବିବାହକୁ ନେଇ ବହୁତ ଚର୍ଚାରେ ଥିଲେ । କହିଦେଉଛୁ କି ପ୍ରଜ୍ଞା ସୁନନ୍ଦାଙ୍କ ଠାରୁ ୩ ବର୍ଷ ବଡ ଅଟନ୍ତି ।

ବିଶ୍ବଭୂଷଣ ଓ ରୂପାଲୀ- ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ବିଶ୍ଵଭୂଷଣ । ବିଶ୍ବଭୂଷଣ ଓ ରୂପାଲୀ କିଛି ଦିନ ତଳେ ବିବାହ କରିଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ କେବଳ ୪ ବର୍ଷର ପାର୍ଥକ୍ୟ ଅଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *