ବାବା Venga ଙ୍କ 2022 ପାଇଁ ଭବିଷ୍ୟବାଣୀ, ଶୁଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଦେବ, କଣ କରୋନା ପରେ ଆସିବ ନୂଆ ଭାଇରସ ?

ବନ୍ଧୁଗଣ, ବର୍ଷ ୨୦୨୧ ସମାପ୍ତ ହୋଇଗଲା ଏବଂ ନୂଆ ବର୍ଷ ୨୦୨୨ ଆରମ୍ଭ ହୋଇଗଲା । ଯେପରି ନୂଆବର୍ଷ ର ଆରମ୍ଭ ହେଲା, ପ୍ରାଏ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ତାଙ୍କର ନୂଆ ବର୍ଷ କିପରି କଟିବ ? ଯେତେବେଳେ ଭବିଷ୍ୟ ସମ୍ବନ୍ଧରେ ଜାଣିବାର କଥା ହେଉଅଛି ତେବେ ବାବା Venga ର ଆଲୋଚନା ହେବା ସୁନିଶ୍ଚିତ । ଯାହାର ମୃ-ତ୍ୟୁ ୨୫ ବର୍ଷ ପୂର୍ବରୁ ହୋଇଗଲା କିନ୍ତୁ ରେ ବର୍ଷ ୫୦୦୦ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି କରି ଚାଲିଗଲେ ।

ଅଲକାଏଦା ର ଆକ୍ରମଣ ଠାରୁ ଆରମ୍ଭ କରି ସୁନାମୀ ର ଆତଙ୍କ ପର୍ଯ୍ୟନ୍ତ ବୁଲଗାରିଆ ର ଭବିଷ୍ୟବକ୍ତା ବାବା Venga, ୨୦୨୨ କୁ ନେଇ ମଧ୍ୟ ବହୁତ କିଛି କହିଛନ୍ତି । ବାବା Venga କଣ କହିଛନ୍ତି ୨୦୨୨ ସମ୍ବନ୍ଧରେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ସେ କହିଯାଇଛନ୍ତି ଯେ ୨୦୨୨ ରେ କରୋନା ଠାରୁ ମଧ୍ୟ ଘାତକ ଭାଇରସ ଆସିବ । ସେ ଏହା ମଧ୍ୟ କହିଛନ୍ତି ଯେ ନୂଆ ବର୍ଷ ରେ ଏଲିଏନ ମାନେ ପୃଥିବୀ ଉପରେ ଆକ୍ରମଣ କରି ପାରନ୍ତି ।

କଙ୍କି ଙ୍କର ଆକ୍ରମଣ ହେତୁ ମରୁଡି ମଧ୍ୟ ପଡିପାରେ । ବାବା Venga ଙ୍କର ୪୬୫ ବର୍ଷ ପୁରୁଣା ଭବିଷ୍ୟବାଣୀ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରୁଛି । ନାଶର୍ଦମ ବହୁ ବର୍ଷ ପୂର୍ବେ ଲେସ ପ୍ରୋପୋଟିସ ନାମକ ପୁସ୍ତକକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ । ଏହି ପୁସ୍ତକ ର ପ୍ରଥମ ଏଡିସନ ୧୫୫୫ ରେ ଆସିଥିଲା । ଏହି ପୁସ୍ତକ ରେ ସମୁଦାୟ ୬ ହଜାର ୩୩୮ ଭବିଷ୍ୟ ବାଣୀ ରହିଅଛି ।

ଯେଉଁଥିରେ ୭୦ ପ୍ରତିଶତ ସତ ସାବ୍ୟସ୍ତ ହୋଇଥିଲା । ନାସିର୍ଦମ ର ଭବିଷ୍ୟବାଣୀ କିଛି ଚନ୍ଦ ରେ ପରିଭାଷିତ ହୋଇଅଛି । ଏହାପରେ ବାବା Venga ଙ୍କର ୨୦୨୨ ର ଭବିଷ୍ୟବାଣୀ ସମ୍ବନ୍ଧରେ ଜାଣିବା ପୂର୍ବ ରୁ ଜାଣି ନିଅନ୍ତୁ ଯେ ସେ କିଏ ? ବାବା Venga ଙ୍କର ପ୍ରକୃତ ନାମ ବେଙ୍ଗେଲିଆ ଗୁସ୍ତେରୱା ଅଟେ । ଏବଂ ତାଙ୍କର ମୃ-ତ୍ୟୁ ୧୯୯୬ ରେ ହୋଇଥିଲା । ବାବା Venga ର ଜନ୍ମ ବର୍ଷ ୧୯୧୧ ରେ ହୋଇଥିଲା । ଯେଉଁଥିରେ ସେ କହିଥିଲେ ଯେ ଇଶ୍ଵର ତାଙ୍କୁ ଭବିଷ୍ୟ କୁ ଦେଖିବା ନିମନ୍ତେ ଦୁର୍ଲଭ ଉପହାର ଦେଇଛନ୍ତି ।

୧୨ ବର୍ଷ ର ବୟସ ରେ ଭୀଷଣ ଝଡ ରେ ବାବା Venga ଙ୍କର ଦୁଇଟି ଆଖିର ଆଲୋକ ଚାଲିଗଲା । ସେ ସ୍ଵୟଂ ନିଜ ମୃ-ତ୍ୟୁ ର ସଠିକ ଭବିଷ୍ୟବାଣୀ କରିଥିଲେ । ସେ ୧୯୯୬ ରେ ଦେହତ୍ୟାଗ କରିବା ପୂର୍ବ ରୁ ବର୍ଷ ୫ ହଜାର ପର୍ଯ୍ୟନ୍ତ ନିଜର ଭବିଷ୍ୟବାଣୀ କହିଦେଇଥିଲେ । ତାଙ୍କ କହିବା ଅନୁସାରେ ବର୍ଷ ୫ ହଜାରରେ ଦୁନିଆର ଅନ୍ତ ହୋଇଯିବ । ବାବା ଦେହତ୍ୟାଗ କରିବା ପୂର୍ବ ରୁ ୨୦୨୧ ର ଅନେକ ଭବିଷ୍ୟ ବାଣୀ କରିଥିଲେ ଯାହା ସତ ମଧ୍ୟ ସାବ୍ୟସ୍ତ ହୋଇଅଛି ।

ବର୍ତ୍ତମାନ ୨୦୨୨ ର ଭବିଷ୍ୟବାଣୀ ସାମ୍ନା କୁ ଆସିଅଛି । ସୂଚନା ଅନୁଯାୟୀ ବାବା Venga କହିଥିଲେ ଯେ ୨୦୨୨ ରେ ପ୍ରାକୃତିକ ବିପର୍ଜ୍ଯାୟ ଆସିବ । ଏବଂ ଅନେକ ଏସିୟା ଦେଶ ରେ ଭୀଷଣ ଝଡ ତଥା ବାତ୍ୟା ପରିସ୍ଥିଟି ଉପୁଜିବ । କରୋନା ଠାରୁ ମଧ୍ୟ ଖତରନାକ ଭାଇରସ ବର୍ଷ ୨୦୨୨ ରେ ନିଜର ଆତଙ୍କ ରଚାଇ ପାରେ । ଏଣୁ ଆପଣ ମାନେ ସାବଧାନ ରୁହନ୍ତୁ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *