ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ଜାଣିଥିବେ ଏବେ ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଆପଣ ମାନେ କଣ ଜାଣିଛନ୍ତି ଏହି ଓଡିଆ ଅଭିନେତ୍ରୀ ମାନେ କାହାକୁ ବିବାହ କରିଛନ୍ତି ଆଉ ତାଙ୍କ ସ୍ଵାମୀ ମାନେ ପ୍ରକୃତ ଜୀବନରେ କଣ କାମ କରନ୍ତି । ଯଦି ଆପଣ ଜାଣି ନାହାନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଦର୍ଶକ ବନ୍ଧୁ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ରିୟା ଦେ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ରିୟା ଦେ । ଆପଣ ମାନେ ରିୟାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଗତ କିଛି ଦିନ ତଳେ ରିୟା ସୁନୀଲ ନାମକ ଏକ ଯୁବକଙ୍କ ସହ ପ୍ରେମ ବିବାହ କରିଥିଲେ । ତେବେ ସୁନୀଲ ହେଉଛନ୍ତି ଜଣେ ବିଜନେସ ମ୍ୟାନ ।
ସ୍ବେତାଲିନା ଭଟ୍ଟାଚାର୍ଜ୍ୟ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୁନ୍ଦରୀ ଅଭିନେତ୍ରୀ ସ୍ବେତାଲିନା ଭଟ୍ଟାଚାର୍ଜ୍ୟ । ଆପଣ ମାନେ ସ୍ବେତାଲିନାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ଗତ କିଛି ଦିନ ତଳେ ସ୍ବେତାଲିନା ନିଜ ବୟଫ୍ରେଣ୍ଡ ସିବାଙ୍କୁ ବିବାହ କରିଛନ୍ତି । ସିବା ହେଉଛନ୍ତି ଜଣେ ସଫ୍ଟୱର ଇଞ୍ଜିନିୟର ।
ପ୍ରେରଣା- ଦର୍ଶକ ବନ୍ଧୁ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ତଥା ଏଙ୍କର ପ୍ରେରଣା । ଆପଣ ମାନେ ସମସ୍ତେ ପ୍ରେରଣାଙ୍କୁ ନିଶ୍ଚୟ ଦେଖିଥିବେ । ସେ ଅନେକ ଆଲବମ ଗୀତରେ ଅଭିନୟ କରିବା ସହ ଅନେକ ସ୍ଟେଜ ସୋ ମଧ୍ୟ କରନ୍ତି । ତେବେ ଗତ କିଛି ଦିନ ତଳେ ପ୍ରେରଣା ଅଶ୍ଵିନଙ୍କ ସହ ବିବାହ କରିଛନ୍ତି । ଅଶ୍ଵିନୀ ଜଣେ ଅଭିନେତା ତଥା ଏଙ୍କର ଅଟନ୍ତି ।
ଜାଗୃତି ରଥ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜାଗୃତି ରଥ । ଆପଣ ମାନେ ଜାଗୃତିଙ୍କ ସୁନ୍ଦରତା ଆଉ ତାଙ୍କ ଅଭିନୟ ତ ନିଶ୍ଚୟ ଦେଖିଥିବେ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଜାଗୃତି ବିବାହ କରିଛନ୍ତି ସ୍ଵରାଜ ରାଜପୁତଙ୍କୁ ଯିଏ କି ପ୍ରଫେସନରେ ଜଣେ ଗାୟକ ଅଟନ୍ତି ।
ରାଜଲକ୍ଷ୍ମୀ- ଦର୍ଶକ ବନ୍ଧୁ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରାଜଲକ୍ଷ୍ମୀ । ଆପଣ ମାନେ ସମସ୍ତେ ରାଜଲକ୍ଷ୍ମୀଙ୍କୁ ଅନେକ ସାରା ସିରିଏଲରେ ନିଶ୍ଚୟ ଦେଖିଥିବେ । ଏ ହେଉଛନ୍ତି ରାଜଲକ୍ଷ୍ମୀଙ୍କର ସ୍ଵାମୀ ସେ ଜଣେ ଓଡିଆ ଅଭିନେତା ଅଟନ୍ତି ।