କଣ ସତ ହେଇଯିବ Nostradamus ଙ୍କ ଭବିଷ୍ୟବାଣୀ, କଣ ବଦଳିଯିବ ପୁରା ବିଶ୍ଵର ରୂପ, ଦେଖନ୍ତୁ 2022 କୁ ନେଇ କଣ ଭବିଷ୍ୟବାଣୀ କରିଥିଲେ Nostradamus…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସାରା ବିଶ୍ଵ ପାଇଁ ଆସିଛି ବଡ ଖବର । ନୂଆବର୍ଷ ଆସୁଥିଲେ ମଧ୍ୟ ଭବିଷ୍ୟବାଣୀକୁ ନେଇ ଆତଙ୍କ ଖେଳି ଯାଇଛି । ସାରା ପୃଥିବୀରେ ସୃଷ୍ଟି ହୋଇଛି ଭୟ । ଏବେ ଆସନ୍ତୁ ଜାଣିବା ଏହି ଭବିଷ୍ୟବାଣୀ କିଏ କରିଛନ୍ତି ଓ କଣ ଓ କେଉଁଠି କରିଛନ୍ତି । ଥାର୍ମ୍ସର ପ୍ରସିଦ୍ଧ ଜ୍ଯୋତିଷ ମାଇକେଲ ଡି ନୋଷ୍ଟାଡଦାମସ ଅନେକ ଭବିଷ୍ୟବାଣୀ କରିଛନ୍ତି । ତାଙ୍କର ଦ୍ଵାରା ଲିକିତ ଦି ପ୍ରୋଫେଷିଶର ୭୦ ପ୍ରତିଷ୍ଟ ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି ।


ତେବେ ସେ ଲେଖିଥିଲେ ବିଶ୍ବରେ ମହାମାରୀ ଆସି କାଳରେ ଅନେକ ଲୋକଙ୍କର ଜୀବନ ନେଇଯିବ ଯାହା ବର୍ତ୍ତମାନ କୋରୋନା ଭାଇରସ ଭାବେ ପ୍ରମାଣ ହୋଇ ସାରିଛି । ୨୦୨୨ରେ ଏମିତି ଏକ ଭବିଷ୍ୟବାଣୀ କରିଛନ୍ତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ତାଙ୍କ କହିବା ମୁଠାକ ୨୦୨୨ରେ ସବୁ ଜିନିଷର ଦର ଦାମର ବୃଦ୍ଧି ହୋଇଯିବ । ତେବେ ଏମିତିକି ଆମେରିକୀୟ ଡଲାରର ମୂଲ୍ୟ ହ୍ରାସ ପାଇବ ।

ଏହା ସହ ସୁନା, ରୂପା ବିଟ କଏନକୁ ସମ୍ପତି ଭାବରେ ବିବେଚନା କରାଯିବ । ଏଥିରେ ଲୋକ ମାନେ ଅଧିକ ଟଙ୍କା ବିନିନୋଯୋଗ କରିବେ ବୋଲି ପୁସ୍ତକରେ ଲେଖା ଯାଇଛି । ୨୦୨୨ ଭବିଷ୍ୟବାଣୀ ଅନୁସାରେ ନୋଷ୍ଟୋଡଦାମସ ଯୋଗୁ ପୃଥିବୀରେ ଅନେକ କ୍ଷତି ହେବ । ତେବେ ଏହା ସହ ଏକ ବଡ ପଥର ସମୁଦ୍ରରେ ପଡିବା କାରଣରୁ ପ୍ରବଳ ଜୁଆର ଆସିବ ଯାହା କି ପୃଥିବୀକୁ ଚାରିଆଡୁ ଘେରି ରହିବ ।

ଏହା ସହ ସମୁଦ୍ରର ଜଳ ବୃଦ୍ଧି ହେତୁ ଅନେକ କ୍ଷୟ କ୍ଷତି କରିପାରେ । ଆସନ୍ତା ୨୦୨୨ରେ ବିନାଶକାରୀ ପରମାଣୁ ବୋମା ବିସ୍ଫୋରଣ ହେବ । ଯାହା ଦ୍ଵାରା ଅନେକ ବାୟୁ ପରିବର୍ତ୍ତନ ହେବ ଯାହା ଦ୍ଵାରା ପୃଥିବୀର ଅବସ୍ଥା ବଦଳି ଯାଇପାରେ ବୋଲି ନୋଷ୍ଟଡଦାମସ ପୂର୍ବ ଅନୁମାନ କରିଛନ୍ତି । ୨୦୨୨ରେ ପୃଥିବୀରେ ପ୍ରଳୟ ଆସିବା ପରେ ଶାନ୍ତି ଆସିବ । ଏହା ପରେ ପୃଥିବୀରେ ଦୀର୍ଘ ୭୨ ଘଣ୍ଟା ପାଇଁ ଅନ୍ଧାକାର ରହିବ ନୋଷ୍ଟଡଦାମସ ।

ପାରାବତ ଉପରେ ତୁଷାରପାତ ହୋଇପାରେ । ତେବେ ଅନେକ ଦେଶରେ ଯୁଦ୍ଧ ଆରମ୍ଭ ହେବା ପରେ ଶେଷ ହୋଇପାରେ । ଏକ ପ୍ରାକୃତିକ ଘଟଣା ଯୁଦ୍ଧକୁ ଶେଷ କରିବ । ୨୦୨୨ରେ ଫ୍ରାନ୍ସରେ ଏକେ ବଡ ଧରଣର ଝଡ ଆସିବ ଯାହା ଦ୍ଵାରା ବିଶ୍ଵର ଅନେକ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ, ମରୁଡି ଓ ବନ୍ୟା ସ୍ଥିତି ସୃଷ୍ଟି ହେବ । ୨୦୨୨ରର ପର୍ଶନାଲ କମ୍ପୁଟର ମଣିଷର ମସ୍ତିସ୍କକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ ।

ଆସନ୍ତା ବର୍ଷ ଆର୍ଟିଫିସିୟାଲ ଲିଜିନେନ୍ସ ମାନବ ଇଣ୍ଟରଫେସର କୃତିମ ଇଣ୍ଟର ଲିଜିନେସର ହେବ । ଏହା ସହ ରୋବଟ ମାନବ ଜାତିକୁ ଧ୍ଵଂସ କରିବ ବୋଲି ନୋଷ୍ଟାଡଦାମସ କହିଛନ୍ତି । ଭୂମଧ୍ୟସାଗରରେ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ମେନାର ଦ୍ଵିପ ନିକଟରେ ଏକ ଅଞ୍ଚଳରେ ବଡ ଧରଣର ବିସ୍ଫୋରଣ ହେବ । ତେବେ ଫ୍ରାନ୍ସରେ ଜନ୍ମିତ ନୋଷ୍ଟାଡଦାମସ ଏକ ଇହୁଟି ପରିବାରରେ ଜନମହୋଇ କ୍ଯାଥଲିକ ଧର୍ମ ଆପଣେଇଥିଲେ । କବିତା ଜରିଆରେ ସେ ଯେଉଁ ଭବିଷ୍ୟବାଣୀ କରିଥିଲେ ସେଥି ମଧ୍ୟରୂ ଅର୍ଦ୍ଧାଧିକ କଥା ସତ ହେବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *