ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନୋରା ଫତେହୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନୋରା ଫତେହୀଙ୍କ ଜବରଦସ୍ତ ଡ୍ୟାନ୍ସ ତ ନିଶ୍ଚୟ ଦେଖିଥିବେ । ନୋରା ଅନେକ ସୁପର ହିଟ ଫିଲ୍ମରେ ଆଇଟମ ଗାର୍ଲ ଭାବରେ ଡ୍ୟାନ୍ସ କରିଛନ୍ତି । କେବଳ ଏତିକି ନୁହେଁ ସେ କେତେକ ବଲିଉଡ ଫିଲ୍ମରେ ଅଭିନେତ୍ରୀ ରୂପେ ମଧ୍ୟ ନଜର ଆସିଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ନୋରା ଅଧିକାଂଶ ସମୟ ଆକ୍ଟିଭ ରୁହନ୍ତି ।
ନୋରା ନିଜ ଜବରଦସ୍ତ ଡ୍ୟାନ୍ସ ପାଇଁ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆସିବା ଦିନରୁ ନୋରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ଅପଲୋଡ କରନ୍ତି ଯାହା ଦେଖୁ ଦେଖି ଭାଇରାଲ ହୋଇଯାଏ । ନୋରାଙ୍କ ଡ୍ୟାନ୍ସ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।
ବନ୍ଧୁଗଣ ଗତ କିଛି ସମୟ ହେବ ନୋରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ନୋରାଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓଟିକୁ ଦେଖିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓରେ ନୋରା ହିନ୍ଦୀ ଟେଲିଭିଜନ ରିଆଲିଟି ଡ୍ୟାନ୍ସ ସୋ ‘ଇଣ୍ଡିଆ ବେସ୍ଟ ଡ୍ୟାନ୍ସର’ ସ୍ଟେଜରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ନୋରା ନିଜ ଆଇଟମ ଗୀତ ‘ସାକି ସାକି’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ଓ ତାଙ୍କ ସହ ଡ୍ୟାନ୍ସ କରୁଛନ୍ତି ଏହି ସୋର ପ୍ରତିଯୋଗୀ ସୋମ୍ୟା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନୋରା ଓ ସୋମ୍ୟାଙ୍କ ‘ସାକି ସାକି’ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।