ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ଲୋକପ୍ରିୟ ୟୁଟ୍ୟୁବର ମିଷ୍ଟର ଗୁଲୁଆଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । ଗୁଲୁଆ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ଓ ସେ ନିଜର ସମସ୍ତ ଭିଡିଓକୁ ମଜାଦାର କରିବା ସହ ସମାଜ ପ୍ରତି କିଛି ଶିଖିବା ବିଷୟ ରଖନ୍ତି । ମିଷ୍ଟର ଗୁଲୁଆ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ମିଷ୍ଟର ଗୁଲୁଆଙ୍କ ଦମଦାର ଅଭିନୟ ତ ନିଶ୍ଚୟ ଦେଖିଥିବେ । ମିଷ୍ଟର ଗୁଲୁଆଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ଯାହାର ନାମ ହେଉଛି ମିଷ୍ଟର ଗୁଲୁଆ କମେଡି । ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅନେକ ମଜାଦାର ଭିଡିଓ ଅପଲୋଡ କରିଛନ୍ତି । ବନ୍ଧୁଗଣ ଗୁଲୁଆଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧ ମିଲିୟନରୁ ଅଧିକ ଲୋକ ସସ୍କ୍ରାଇବ କରିଛନ୍ତି ।
ଗୁଲୁଆ ହେଉଛନ୍ତି ଜଣେ ସଫଳ ଅଭିନେତା । ସାରା ଓଡିଶା ବାସୀ ତାଙ୍କୁ ବହୁତ ଅଧିକ ଭଲ ପାନ୍ତି ଓ ସେ ଘରେ ଘରେ ପରିଚିତ ମଧ୍ୟ ଅଛନ୍ତି । ଆପଣ ମାନେ ସମସ୍ତେ ମଧ୍ୟ ମିଷ୍ଟର ଗୁଲୁଆଙ୍କ ଅନେକ କମେଡି ଭିଡିଓ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମିଷ୍ଟର ଗୁଲୁଆ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଗତ କାଲି ଠାରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏମିତିରେ ତ ସେ ନିଜ କମେଡି ଭିଡିଓ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ହେଲେ ଏବେ କିଛି ଅଲଗା କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ମିଷ୍ଟର ଗୁଲୁଆ ଏବେ ନିର୍ବନ୍ଧ କରିସାରିଛନ୍ତି ଓ ସେ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଗତ କାଲି ତାଙ୍କ ନିର୍ବନ୍ଧ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗୁଲୁଆ ଯେଉଁ ଝିଅକୁ ନିଜ ଜୀବନ ସାଥି ରୂପେ ବାଛି ଛନ୍ତି ସେ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ନାମ ହେଉଛି ବର୍ଷା ।
ଆପଣ ମାନେ ମିଷ୍ଟର ଗୁଲୁଆଙ୍କ ଅନେକ ୟୁଟ୍ୟୁବ ଭିଡିଓରେ ବର୍ଷାଙ୍କ ଦମଦାର ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ବହୁତ ଶୀଘ୍ର ଗୁଲୁଆ ଓ ବର୍ଷା ବିବାହ କରିବାକୁ ଯାଉଛନ୍ତି । ବନ୍ଧୁଗଣ ନିର୍ବନ୍ଧ ଭିଡିଓ ପରେ ଏବେ ଗୁଲୁଆ ଓ ବର୍ଷାଙ୍କ ରୋମାଣ୍ଟିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ରୋମାଣ୍ଟିକ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।