ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଅ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଅ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଖବର ଭାଇରାଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଏବେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନର ମାହୋଲ ଚାଲିଛି ।
ପଞ୍ଚାୟତ ନିର୍ବାଚନ ପାଇଁ ତିନୋଟି ପ୍ରମୁଖ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ନିଜ ପ୍ରାର୍ଥୀ ମାନଙ୍କୁ ଛିଡା କରେଇ ଗାଁ ଗାଁରେ ପ୍ରସାର ପ୍ରଚାର କରୁଛନ୍ତି । ତେବେ ବନ୍ଧୁଗଣ ଏଥର ନିର୍ବାଚନ ପ୍ରସାର ପାଇଁ କିଛି ଅଲଗା ଉପାୟ ବାଛି ଛନ୍ତି ପ୍ରାର୍ଥୀ ମାନେ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏବେ ନିର୍ବାଚନ ପ୍ରସାର ପ୍ରଚାର ପାଇଁ ପ୍ରାର୍ଥୀ ମାନେ ଆଲବମ ଗୀତର ସାହାରା ନେଇଛନ୍ତି ।
ବନ୍ଧୁଗଣ ପ୍ରାର୍ଥୀ ମାନେ ଏବେ ନିର୍ବାଚନ ଜିତିବା ପାଇଁ କିଛି ଅଲଗା ଯୋଜନା କରିଛନ୍ତି । ବର୍ତ୍ତମାନ ମାର୍କେଟରେ ସବୁଠାରୁ ଟ୍ରେଣ୍ଡରେ ଥିବା ଆଲବମ ଗୀତକୁ ନେଇ ସେମାନେ ନିଜ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନ ସମସ୍ତ ଗାଁ ଗହଳିରେ କେବଳ ଗୋଟିଏ ଗୀତ ଟ୍ରେଣ୍ଡ ହେଇ ରହିଛି ସେହି ଗୀତଟି ହେଉଛି ଗୁଆ ଘିଅ ଗୀତ ।
ଆପଣ ମାନେ ବି ଏହି ଗୀତଟି ନିଶ୍ଚୟ ଶୁଣିଥିବେ । ତେବେ ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ଏହି ଗୀତକୁ ବ୍ୟବହାର କରି ପ୍ରଚାର କରୁଛନ୍ତି । କରୋନା କଟକଣାକୁ ଆଖି ଆଗରେ ରଖି ପ୍ରାର୍ଥୀ ମାନେ ଏପରି ଡିଜିଟାଲ ପ୍ରଚାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।