ନିର୍ବାଚନ ବେଳେ ଏହି ସୁନ୍ଦରୀ ଯୁବତୀଙ୍କୁ ଦେଖି ଚମକି ପଡିଲେ ଲୋକେ… ତେବେ କିଏ ଇଏ…

ନିର୍ବାଚନ ବେଳେ କିଏ ଏହି ସୁନ୍ଦରୀ ଯୁବତୀ ! ହଁ ଆଜ୍ଞା ଆଜି ଠାରୁ ଆରମ୍ଭ ହୋଇସାରିଛି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ । ଏହାକୁ ନେଇ ସହର ଠାରୁ ଗ୍ରାମ ସବୁ ସବୁଆଡେ ସରଗରମ ଲାଗି ରହିଛି । ତେବେ ଏହାରି ମଧ୍ୟରେ କିନ୍ତୁ ଜଣେ ଯୁବତୀଙ୍କର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାଙ୍କୁ ନେଇ ୟୁଜର୍ସ ମାନେ ନିଜର ଭିନ୍ନ ଭିନ୍ନ ପ୍ରକାରର ମତ ଦେଛନ୍ତି । ତେବେ ବର୍ତ୍ତମାନ ନିର୍ବାଚନ ମାହୋଲରେ କାହିଁକି ତାଙ୍କୁ ନେଇ ଏତେ ସାରା ଚର୍ଚା ହେବାରେ ଲାଗିଛି ।

ଏପରିକି ୟୁଜର୍ସ ମାନେ ତାଙ୍କ ସୁନ୍ଦର ଲୁକ୍ ଦେଖି ତାଙ୍କ ଉପରେ ଉପରେ ଫିଦା ହୋଇଯାଉଛନ୍ତି । ବର୍ତ୍ତମାନ ସୋସିଆଲ ଏମଆଇଡ଼ିଆଇ ରେ ତାଙ୍କର ଫୋଟ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ କିଏ ସେହି ଯୁବତୀ ? ଯାହାଙ୍କୁ ନେଇ ଏତେ ଚର୍ଚା ଜୋର ଧରିବାରେ ଲାଗିଛି । ତେବେ ସୂଚନା ଅନୁସାରେ ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ପୋଲିଙ୍ଗ ଅଫିସର ।

ତେବେ ଏହି ଯୁବତୀ ଅଫିସର ଜଣଙ୍କୁ ଦେଖି ଲୋକ ମାନେ ତାଙ୍କ ଲୁକ୍ ଉପରେ ଉପରେ ଫିଦା ହୋଇଯାଇଛନ୍ତି । ଯାହା ପରେ ତାଙ୍କର ଫୋଟ ଓ ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଦେଉଛନ୍ତି । ତେବେ ଯୁବତୀଙ୍କର ସୁନ୍ଦରୀ ଲୁକ୍ ପାଇଁ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ମଧ୍ୟ ହୋଇଯାଉଛନ୍ତି । ତେବେ ଯୁବତୀ ଜଣଙ୍କୁ ଦେଖି ଅନେକ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ତାଙ୍କୁ ନେଇ ରଖୁଛନ୍ତି ।

ଯୁବତୀ ଜଣଙ୍କୁ ଗ୍ଲାମର ଛାଡି ନିରପେକ୍ଷ ନିର୍ବାଚନ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆଉ କିଏ କିଏ କହୁଛନ୍ତି । ଏବେ ଯାହା ବି ହେଇଯାଉ ପଛେ ଆମେ ତ ଏଥର ଭୋଟ ଦେବାକୁ ଯିବୁ । ତେବେ ଆଜି ମଧ୍ୟପ୍ରଦେଶ ର କିଛି ସଂସଦୀୟ ଅଞ୍ଚଳରେ ମତଦାନ ଆରମ୍ଭ ହୋଇଛି । ଏହି ସମୟରେ ଛୀଣ୍ଡୁଆଲା ଲୋକସଭା ନିର୍ବାଚନ ମଣ୍ଡଳୀର ପୋଲିଙ୍ଗ ଅଫିସରର ଫୋଟ ଉଠାଇ କିଏ ଭାଇରାଲ କରିଦେଇଛି । ତେବେ ଭାଇରାଲ ହେଉଥିବା ପୋଲିଙ୍ଗ ଅଫିସରଙ୍କ ନାମ ହେଉଛି ଶୁଶିଳା କନେଶ । ସେ ବୁଥ ଆଡେ ଆସୁଥିବା ବେଳେ ତାଙ୍କର କିଏ ଫୋଟ ଉଠାଇ ତାକୁ ସୋସିଆଲ ମିଡିଆରେ ଶେୟାର କରିଦେଇଛି । ଖବରର ଅପଡେଟ ପାଇବା ଲାଗି ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *