“ନିର୍ବନ୍ଧ ସରୁ ସରୁ ସେ ମୋ ଇଜ୍ଜତ ସହ ଖେଳିଲା ଏବେ କହୁଛି 10 ହଜାର ନେଇ ପଳା.. !” ଝିଅଟି ଯାହା କହୁଛି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ଜଣେ ଯୁବତୀ ଜଣେ ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ଯୁବତୀ ଜଣକ କହୁଛନ୍ତି-‘ମୋ ଜିଲ୍ଲା ହେଉଛି ରାୟଗଡା ଆଉ ମୋ ଘର ହେଉଛି ଗୋଡାରି । ମୋର ବାହାଘର ଏକ ଯୁବକଙ୍କ ସହ ଠିକ ହୋଇଥିଲା । ତାଙ୍କ ମାଆ ଥିବା ସମୟରେ ସେମାନେ ଆସିଥିଲେ ଆଉ ନିର୍ବନ୍ଧ ହୋଇଥିଲା । ସେମାନେ ଏହି ବିବାହ ପାଇଁ ରାଜି ଥିଲେ । ଏବେ ସେ ମୋତେ ଆଣିବା ପରେ କହୁଛନ୍ତି ସେ ମୋତେ ରଖିବେ ନାହିଁ କି ବାହା ହେବେନି ।

ସେ ମୋତେ 10 ହଜାର ଟଙ୍କା ଦେଇ ଯିବା ପାଇଁ ଧମକ ଦେଉଛନ୍ତି । ଯଦି ତୁ ଯିବୁନି ତୋତେ ମୁଁ ମାରିଦେବି ବୋଲି ସେମାନେ ମୋତେ ଧମକ ଦେଉଛନ୍ତି । ଦେଖନ୍ତୁ ସେ ମୋର ଇଜ୍ଜତ ଲୁଟି ଛନ୍ତି ଆଉ ମୋର ଇଜ୍ଜତ ସହ ଖେଳି ଛନ୍ତି । ସେହି କଥା ମୁଁ କହିବାରୁ ସେ ମୋତେ କହୁଛନ୍ତି ମୁଁ ସେତିକି ଦେବି ତୁ ଯାଅ । ସେ ମୋର ଇଜ୍ଜତ ସହ ଖେଳିଛି ସେ 10 ହଜାର ସହ ମୋର କିଛି ନବା ଦେବା ନାହିଁ ।

ସେ ମୋତେ ଆଣିକି ରଖିବି ନାହିଁ ବୋଲି ଧମକ ଦେଉଛନ୍ତି ସେ ମୋତେ ମାରିଦେଇ ପାରେ । ମୁଁ ମହିଳା ପୋଲିସ ଷ୍ଟେସନ ଯିବି ଆଉ ଅଭିଯୋଗ କରିବି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଯୁବତୀ ଜଣକ ଏକ ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଯୁବତୀଙ୍କ କହିବା କଥା, ନିର୍ବନ୍ଧ ଶେଷ ହେବା ପରେ ଯୁବକ ତାଙ୍କୁ ଶୋଇବା ପାଇଁ ଡାକିଲେ ଆଉ ଯୁବତୀ ବି ତାଙ୍କୁ ଶାରୀରିକ ସୁଖ ଦେଲେ । ହେଲେ ଏବେ ଯୁବକ ଜଣକ ତାଙ୍କୁ ରଖିବା ପାଇଁ ମନା କରି ଦେଇଛନ୍ତି । ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *