ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତ୍ୟାକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ଏକ ଭିଡିଓ ସାମ୍ନାକୁ ଆସୁଛି ଓ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଶର୍ମୀଷ୍ଠା ରାଉତ ଓ ନିରଞ୍ଜନ ସେଠିଙ୍କ ସମେତ ଅନ୍ୟ ୪ ଜଣ କ୍ରାଇମବ୍ରାଞ୍ଚର ରିମାଣ୍ଡରେ ଏବେ ଅଛନ୍ତି ।
କ୍ରାଇମବ୍ରାଞ୍ଚ ରିମାଣ୍ଡକୁ ଯିବା ପରେ ନିରଞ୍ଜନ ସେଠିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପୁରୀ ବେଳାଭୂମିରେ ଭଜନ କରୁଥିବାର ନଜର ଆସିଥିଲେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ନିରଞ୍ଜନ ସେଠିଙ୍କ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସୁଛି ।
ଦିନକୁ ଦିନ ବୟସ ଯେତେ ଗଡୁ ଥିଲା ବାବୁ ନିରଞ୍ଜନ ସେତେ ରଷିକିୟା ହୋଇ ଉଠୁ ଥିଲେ । ନିରଞ୍ଜନ ପ୍ରେମଭରା କବିତା ଲେଖୁଥିଲେ ଓ ଶର୍ମୀଷ୍ଠାଙ୍କ ସିନେମାରେ ହିରୋ ହେବାକୁ ଚାହୁଁ ଥିଲେ । ସବୁ ଠାରୁ ବଡ କଥା ଯେଉଁ ସିନେମାରେ ଅଧିକ ରେଏପ୍ ସିନ୍ ଥିଲା ସେହି ସିନେମା କରିବାକୁ ବାବୁ ନିରଞ୍ଜନଙ୍କ ଆଗ୍ରହ ଟିକେ ଅଧିକ ରହୁଥିଲା ।
ଆଉ ଯଦି ଚରିତ୍ରକୁ ବୟସ ଖାପ ଖାଉନଥିଲା ତେବେ ନିରଞ୍ଜନ ସାଙ୍ଗେ ସାଙ୍ଗେ କହୁଥିଲେ ଯେ, ସିନେମାରେ କେତେ ଟଙ୍କା ଖର୍ଚ୍ଚ ହେବ କୁହ ମୁଁ କରିବି କିନ୍ତୁ ତୁମେ ଟିକେ ବୟସକୁ କମ୍ପରମାଇଜ କର ମୁଁ ହିରୋ ହେବି ଆଉ ରେଏପ୍ ସିନ୍ କରିବି । ତମେ ଯାହା ଚାହିଁବ ମୁଁ କରିବି କିନ୍ତୁ ମୁଁ ହିରୋ ହେବି । ଏମିତି କି ସିନେମାରେ ଯେତେ ଟଙ୍କା ଖର୍ଚ୍ଚ ହେବ ମୁଁ ଦେବି ମୋ ପାଖରେ ପଇସାର ଅଭାବ ନାହିଁ ।
ଏବେ ତ ମୁଁ ଚାକିରିରୁ ଅବସର ନେଲି ଖୁବ ପଇସା ପାଇଛି । ମୋତେ ଖାଲି କୁହ ଯେଉଁ ସିନେମା କରିବା କଥା କହୁଛ ସେହି ସିନେମାରେ କେତୋଟି ରେଏପ୍ ସିନ୍ ଅଛି । ନିରଞ୍ଜନର ଏହି ଅକୁହା କଥାକୁ କେହି ପଢି ପାରୁ ନଥିଲେ ମଧ୍ୟ କେବଳ ପଢୁ ଥିଲା ଶର୍ମୀଷ୍ଠା । ସେଥିପାଇଁ ୮ଟି ସିନେମା ମଧ୍ୟରୁ ୩ଟି ସିନେମାରେ ବାବୁ ନିରଞ୍ଜନଙ୍କୁ ହିରୋ କରିଥିଲା ଶର୍ମୀଷ୍ଠା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।