ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତୟଆକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ତେବେ ଏହି ମାମଲାର ପାଞ୍ଚ ଜଣ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖିଛି ଓ ଏବେ ତଦନ୍ତ ଜାରି ରଖିଛି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତା ହେଉଛନ୍ତି ଶର୍ମୀଷ୍ଠା ରାଉତ । ବନ୍ଧୁଗଣ ମାନସ ହତୟଆକାଣ୍ଡରେ ଶର୍ମିଷ୍ଠାଙ୍କର ବଡ ଭୂମିକା ରହିଛି ସିଧା ଭାଷାରେ କହିବାକୁ ଗଲେ ମାନସଙ୍କ ହତୟଆ ଶର୍ମିଷ୍ଠା କରିଛନ୍ତି ।
ତେବେ ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭାଇରାଲ ଭିଡିଓ ପଛରେ ଅନେକ ସତ୍ୟତା ଲୁଚି ରହିଥିଲା ଯାହା ପୂର୍ବରୁ ସାମ୍ନାକୁ ଆସି ନଥିଲା । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକାରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଏହି ଭିଡିଓଟି ମାନସ ହତୟଆକାଣ୍ଡ ପୂର୍ବରୁ ସୁଟିଙ୍ଗ କରାଯାଇଥିଲା । ପୁରୀ ବେଳାଭୂମିରେ ନିରଞ୍ଜନ ଏହି ଭିଡିଓଟି ସୁଟିଙ୍ଗ କରଯାଇଥିଲା । ଭିଡିଓରେ ନିରଞ୍ଜନ ସେଠି ଏକ କୁନି ଝିଅକୁ ବେଳାଭୂମିରୁ ଚାଲି ଚାଲି ଆସୁଥିବାର ନଜର ଆସୁଛନ୍ତି । ତାଙ୍କ ସହ ଅନ୍ୟ କିଛି ମହିଳା ଓ ଯୁବକ ମାନେ ମଧ୍ୟ ନଜର ଆସୁଛନ୍ତି ।
ଏହା ପର ଦୃଶ୍ୟରେ ନିରଞ୍ଜନ ସେଠି ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ମାନସ ସ୍ଵାଇଁଙ୍କ ସାଙ୍ଗ ମଧ୍ୟ ପୂର୍ବରୁ ଏହି ଭିଡିଓର ଖୁଲାସା କରିଥିଲେ ଏହି ଭିଡିଓଟି ଏବେ ସାମ୍ନାକୁ ଆସିଲା । ମାନସଙ୍କ ସାଙ୍ଗ କହିଥିଲେ, ଏହି ଭିଡିଓକୁ ନିଜେ ମାନସ ସୁଟିଙ୍ଗ କରିଥିଲେ ଆଉ ଏହି ଭିଡିଓ ସୁଟିଙ୍ଗ ପରେ ବିବାଦ ସୃଷ୍ଟି ହୋଇଥିଲା ।
ଶର୍ମିଷ୍ଠା ଏହି ଭିଡିଓ ସୁଟିଙ୍ଗ ପରେ ମାନସ ସ୍ଵାଇଁଙ୍କୁ ଚିପ୍ ମାଗିଥିଲେ ଯାହାକୁ ମାନସ ନଦେବାରୁ ତାଙ୍କର ହତୟଆ କରଯାଇଥିଲା । ତେବେ ବନ୍ଧୁଗଣ ବର୍ତ୍ତମାନ ଶର୍ମିଷ୍ଠାଙ୍କ ସହ 4 ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି ଓ ନିରଞ୍ଜନ ସେଠିଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରି ପଚରା ଉଚରା କରୁଛି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।