ନିମାପଡାରେ ବ୍ରିଜ ଉପରେ ସନ୍ଧ୍ୟା ହେଲେ ବାଟ ଜଗୁଛି ପ୍ରେମିକର ଆତ୍ମା ! ଆଉ ଲୋକଙ୍କୁ କହୁଛି ଏମିତି, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଗ୍ରାମବାସୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ଘଟଣା ବର୍ଷେ ତଳର, ପୁରୀ ଜିଲ୍ଲା ନିମାପଡା ପୌର ପରିଷଦ ର ଦକ୍ଷିଣା ସାହି ୨ ନମ୍ବର ୱାର୍ଡ ର ବଳରାମ ଭୁଇଁ ଙ୍କ ପୁଅ ବିସ୍ତୁ ଭୁଇଁ, ନିମାପଡା ଥାନା ଦହିଜଙ୍ଗ ଗ୍ରାମର ଏକ ଯୁବତୀ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମାତ୍ର ଦୁହି ଙ୍କ ସମ୍ପର୍କ କୁ ଗ୍ରହଣ କରୁ ନଥିଲେ ଯୁବତୀ ଙ୍କ ପରିବାର ଲୋକେ । ସେମାନେ ଯୋଜନା କରୁଥିଲେ ଯେ କିପରି ନିଜ ଝିଅ କୁ ବିଷ୍ଣୁ କୁ ଅଲଗା କରିବେ ।

ଝିଅ କୁ ଏ ନେଇ ଅନେକ ଥର ତାଗିତ ମଧ୍ୟ କରିଥିଲେ । ମାତ୍ର ଝିଅ କିନ୍ତୁ ନିଜ ପ୍ରେମିକ ବିଷ୍ଣୁ ଙ୍କୁ ମନଦେଇ ଭଲ ପାଉଥିଲେ । ସେଥିପାଇଁ କିଛି ଉପାୟ ନ ପାଇ ବିଷ୍ଣୁ ଙ୍କୁ ବିବାହ କରିବା ନିମନ୍ତେ ଘରଛାଡି ପଳାଇ ଆସିଥିଲେ ଦକ୍ଷିଣ ସାହି କୁ । ଏହାପରେ ଯୁବତୀ ଙ୍କ ପରିବାର ଲୋକେ ତାତିକି ନିଆଁ ହୋଇଯାଇଥିଲେ । ଆଉ ଯୋଜନା କରି ପହଞ୍ଚିଥିଲେ ଦକ୍ଷିଣ ସାହି ରେ ।

ଏହା ପରେ ନିଜର ରଙ୍ଗ ବଦଳାଇ ଝିଅ କୁ କହିଲେ ଯେ ଆମ୍ଭେ ତୋର ରୀତିନୀତି ରେ ବିବାହ କରିବୁ । ଏବଂ ଦୁହେଁ ଖୁସିରେ ଘର ସଂସାର କରିବ । ଏହି କଥା ଶୁଣି ଉଭୟ ପ୍ରେମୀ ଯୁଗଳ ଖୁସି ହୋଇଯାଇଥିଲେ । ଝିଅ ନିଜ ପରିବାର ଲୋକ ଙ୍କ ଉପରେ ଭରୋଷା କରି ନିଜ ଘରକୁ ଆସିଥିଲେ । କିଛିଦିନ ବିଷ୍ଣୁ ଏବଂ ଯୁବତୀ ଙ୍କ ସମ୍ପର୍କ ଭଲରେ ରହିଥିଲା । କିଛିଦିନ ପରେ ସବୁକିଛି ବଦଳିଯାଇଥିଲା ।

ବିଷ୍ଣୁ ମଧ୍ୟ ନିଜ ପ୍ରେମିକା ବ୍ୟବହାରରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଥିଲେ ଏବଂ ବଞ୍ଚିଥାଇ ମରିଗଲା ପରି ଅନୁଭବ ମଧ୍ୟ କରୁଥିଲେ । କିଛି ଦିନ ପରେ ବିଷ୍ଣୁ ମୋବାଇଲ କୁ କଲ ଆସିଥିଲା ପ୍ରେମିକର । ଏହାପରେ ପ୍ରେମିକ ଖୁସିରେ ଦଉଡି ଯାଇଥିଲେ ପ୍ରେମିକା ପାଖକୁ । ମାତ୍ର ପ୍ରେମିକ ଆଉ ଫେରିଲେନି ଏବଂ ଫେରିଲେ ତ କେବଳ ଶବ ହୋଇ । ବିଷ୍ଣୁ ଙ୍କ ମୃ-ତଦେହ ୧୧ ଅଗଷ୍ଟ ୨୦୨୧ ରେ ନିମାପଡା ଦହିଜଙ୍ଗ ନିର୍ମାଣଧୀନ ପୋଲ ତଳୁ ଉଧାର କରାଗଲା ।

ତେବେ ବର୍ତ୍ତମାନ ସେହି ପୋଲ ଦେଇ ଯିଏ ମଧ୍ୟ ଯାଉଛି ତାକୁ ହାତ ଠାରି ଡାକୁଛି ଏବଂ କହୁଛି ଯେ ମତେ ନ୍ୟାୟ ଦିଅ । ଏହା ସହିତ ବିଷ୍ଣୁ ଙ୍କ ଆତ୍ମା କହୁଛି ଯେ ପ୍ରେମ କରୁଥିଲେ ସାବଧାନ ହୋଇଯାଅ । ବିଷ୍ଣୁ ପରିବାର ଙ୍କ କହିବା କଥା ଯେ ଆମ୍ଭେ ଆମ୍ଭ ପୁଅ କୁ ହରାଇଲୁ କିନ୍ତୁ ନ୍ୟାୟ ପାଇ ପାରିଲୁ ନାହିଁ । ମାତ୍ର ପ୍ରେମ ପାଇଁ ଏଭଳି କେତେ ଜୀବନ ଗଲେ ପରିବାର ଲୋକଙ୍କ ମୁଣ୍ଡରେ ବୁଦ୍ଧି ପଶିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *