ନୀଳଚକ୍ର ଉପରେ ଉଡ଼ିଲେ ଚିଲ ! କଣ ଏହା ଦେଉଛି କିଛି ବିପଦର ସଙ୍କେତ ? ଦେଖନ୍ତୁ Video

ବନ୍ଧୁଗଣ, ବର୍ତ୍ତମାନ ଏକ ଦୃଶ୍ୟ ନଜର ଆସିଛି ତାହା ହେଉଛି ଶ୍ରୀ ମନ୍ଦିର ଉପରେ ଅନେକ ସଂଖ୍ୟାରେ ଚିଲ ଉଡୁଛନ୍ତି । ଚିଲ ପ୍ରାୟ ଅନେକ ସମୟ ଧରି ଉଡୁଛନ୍ତି । ଏବଂ ଏହା ହେଉଛି ଆଜିର ଘଟଣା । ଆଜି ୫.୨୦ ମିନିଟ ରେ ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଅନେକ ସମୟ ଧରି ଚିଲାମାନେ ଉଡି ରହିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା ତେବେ ଏହାର କାରଣ କ’ଣ ହୋଇପାରେ ? ଏଭଳି ଦୃଶ୍ୟ ଅନେକ ଜଗନ୍ନାଥ ପ୍ରେମୀ ଙ୍କୁ ବ୍ୟତୀତ କରୁଅଛି ।

ସାଧାରଣତ ଚିଲ କୁ ଏକ ଅପଛାୟା ଏବଂ ଏକ ନକାରାତ୍ମକ ଶକ୍ତି ରୂପେ ବିବେଚିତ କରାଯାଏ । ଚିଲ ଉଡିବାର ଅର୍ଥ ଅନେକ ନକରାତ୍ମକ ଦିଗ ଆଡେ ନିଅନ୍ତି । ତେବେ କଣ ଏଭଳି କିଛି ନକରାତ୍ମକ ଜିନିଷ ମାଡି ଆସୁଛି କି ? ଏବଂ ଏହାର ପ୍ରଭାବ ପଡିବ କି ଓଡିଶା ତଥା ଦେଶ ଉପରେ ? ଏହା କିଛି ନକାରାତ୍ମକ ସଙ୍କେତ ବୋଲି ମତ ଦେଉଛନ୍ତି ଅନେକ । ଏହା ପଛର କାରଣ କଣ ହୋଇପାରେ ?

ଅନ୍ୟପଟେ ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଏଭଳି ଚିଲ ଉଡିବାର ଘଟଣା ଆଗରୁ ବହୁତ ବିରଳ ହିଁ ଦେଖାଦେଇଅଛି । ତେବେ ଏତେ ସଂଖ୍ୟକ ଚିଲ କାହିଁକି ନୀଳଚକ୍ର ଉପରେ ଉଡି ବୁଲୁଛନ୍ତି ? ସୂଚନା ଅନୁଯାୟୀ ୨ ଦିନ ପୂର୍ବ ରୁ ବାତ୍ୟା ଯିବା ପରେ ପରେ ପୁରୀ ର ଆକାଶ ଲୋହିତ ରଙ୍ଗ ଧାରଣ କରିଥିଲା । ତେବେ ଅନେକ ଏହାକୁ ଜଗନ୍ନାଥ ଙ୍କ ଲୀଳା କହୁଥିବା ସମୟରେ, ଅନେକ ଏହାକୁ ପ୍ରକୃତିର ପରିବର୍ତ୍ତନ ବୋଲି କହୁଛନ୍ତି ।

ଆକାଶ ର ରଙ୍ଗ ବଦଳିବା, ଶ୍ରୀ ମନ୍ଦିର ଉପରେ ଚିଲ ଉଡିବା, କଣ ସଙ୍କେତ ରହିପାରେ ଏହା ଉପରେ ସ୍ପଷ୍ଟ ଦୃଷ୍ଟି ଦେବାର ଆବଶ୍ୟକତା ରହିଅଛି, ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ବ୍ୟକ୍ତି ବିଶେଷ ଙ୍କର । ତେବେ ବାସ୍ତବିକତା ରେ ଏହା କେବଳ ଏକ ସଂଯୋଗ ନା ଏହା ପଛରେ କିଛି ସଙ୍କେତ ରହିଅଛି ତାହା ମଧ୍ୟ କଳନା କରିବାର ଆବଶ୍ୟକତା ରହିଅଛି ।

କିନ୍ତୁ ଏତେ ସଂଖ୍ୟାରେ ଚିଲ ଜଗନ୍ନାଥ ମନ୍ଦିର ଉପରେ ଉଡିବା ପଛର କାରଣ କଣ ହୋଇପାରେ ? ବର୍ତ୍ତମାନ ଏହିଭଳି ଘଟଣା ଅନେକଙ୍କୁ ଏବେ ଚିନ୍ତା ରେ ପକାଇ ଦେଇଛି । ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *