ଓଡିଆ ସିରିଏଲ Jhilli ର ହିରୋଇନ Nikita Mishra ଙ୍କ ରିଅଲ ଲାଇଫ ପରିବାର, ଆଗରୁ କେବେ ବି ଦେଖିନଥିବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ ଝିଲି ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଧାରାବାହିକ ର ସମସ୍ତ କଳାକାର ଖୁବ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି । ଏହି ଧାରାବାହିକ ର ନାୟିକା ଭୂମିକା ରେ ଝିଲ୍ଲୀ ଓରଫ ନିକିତା ଅଭିନୟ କରୁଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ଖୁବ ମାତ୍ରାରେ ପସନ୍ଦ ମଧ୍ୟ ହେଉଛି ।

ତେବେ ଆପଣ ମାନେ କଣ ଝିଲ୍ଲୀ ଙ୍କ ରିଅଲ ଲାଇଫ ପରିବାର ସମ୍ବନ୍ଧରେ ଜାଣିଛନ୍ତି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଟେଲିଭିଜନ ଇଣ୍ଡଷ୍ଟ୍ରୀ ର ସୁନ୍ଦରୀ ଅଭିନେତ୍ରୀ ଝିଲି ଙ୍କ ପ୍ରକୃତ ନାମ ହେଉଛି ନିକିତା ମିଶ୍ର । ନିକିତା ଙ୍କ ପ୍ରକୃତ ଘର କଟକ ରେ ଅବସ୍ଥିତ ।

ଛୋଟବେଳୁ ହିଁ ନିକିତା ଙ୍କ ପାଠପଢ଼ା ସହିତ ଅଭିନୟ କ୍ଷେତ୍ରରେ ଗଭୀର ରୁଚି ରହିଥିଲା । ନିକିତା ନିଜ ଅଭିନୟ ଜୀବନ ର ଆରମ୍ଭ ୨୦୨୦ ମସିହାରୁ ସିଂହଦ୍ଵାର ଧାରାବାହିକ ରୁ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ଛୋଟ ବେଳେ କିଛି ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ସେ ଚମତ୍କାର ଅଭିନୟ ଦ୍ଵାରା ଖୁବ କମ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।

ଯଦି ନିକିତା ଙ୍କ ପରିବାର ସମ୍ବନ୍ଧରେ କହିବା ତେବେ ତାଙ୍କ ମାଆ ଓ ବାପା ଙ୍କୁ ଆପଣ ମାନେ ଏହି ଫଟୋ ମାଧ୍ୟମରେ ନିଶ୍ଚିତ ଭାବରେ ଦେଖି ପାରୁଥିବେ । ଏହା ବ୍ୟତୀତ ନିକିତା ଙ୍କ ଜଣେ ଛୋଟ ଭାଇ ମଧ୍ୟ ଅଛନ୍ତି । ତାଙ୍କ ଭାଇ ଙ୍କ ପ୍ରକୃତ ନାମ ହେଉଛି ବୁଲୁ ।

ନିକିତା ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ମଧ୍ୟ ଡେଟ କରୁ ନାହାନ୍ତି । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ନିକିତା ମିଶ୍ର ନିଜ କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି । ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *