ନିଜର 2 ପିଲାଙ୍କୁ ବାହାରେ ଛାଡିଦେଇ କାର ଭିତରେ ପ୍ରେମିକ ସହ ମା’ ରଖିଲା ଶାରୀରକ ସମ୍ପର୍କ, ଆଉ ତା’ ପରେ ଯାହା ହେଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ମହିଳାଙ୍କ ପାଇଁ ମା ହେବା ଏକ ଶୋଭାଗ୍ୟ ହୋଇଥାଏ । ମହିଳା ମାନେ ମା ହେବା ପରେ ବହୁତ ଖୁସିରେ ରୁହନ୍ତି । ଗୋଟେ ମା ସବୁବେଳେ ନିଜ ପିଲା ପାଇଁ ସମସ୍ତ ଦୁଃଖ କଷ୍ଟ ସହିବାକୁ ପ୍ରସ୍ତୁତ ରହିଥାଏ । ହେଲେ ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଏଭଳି ଘଟଣା ଭାଇରାଲ ହେଉଛି ଯାହା ବିଷୟରେ କେହିବି କଳ୍ପନା କରିପାରିବେ ନାହିନ ।

ମିଡିଆ ରିପୋର୍ଟସ ଅନୁସାରେ ଜଣେ ମହିଳା ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ନିଜର ଦୁଇ ପିଲାଙ୍କୁ କାରରୁ ବାହାରେ କରିଦେଇଥିଲା । ଏଭଳି ଲଜ୍ୟା ଜନକ ଘଟଣା ଆର୍ଜେଣ୍ଟିନାର ଲାପ୍ଲାଟାର ପେରେରା ଇଲୋଲା ପାର୍କରେ ଘଟିଥିଲା । ସୂଚନା ମୁତାବକ, ମହିଳା ଜଣକ ନିଜ ପ୍ରେମିକଙ୍କ ସହ କାରରେ ବୁଲିବାକୁ ବାହାରିଥିଲେ ସେହି କାରରେ ମହିଳା ନିଜର ଦୁଇ ପିଲାଙ୍କୁ ମଧ୍ୟ ନେଇ ଯାଇତ୍ୟହିଲେ ।


ହେଲେ ଯେତେବେଳେ ମହିଳା ପାର୍କରେ ପହଞ୍ଚି ଥିଲେ ସେତେବେଳେ ସେ ଯୋଡ଼ା ଜବରଦସ୍ତି ନିଜ ଦୁଇ ପିଲାଙ୍କୁ ଗାଡିରୁ ବାହାର କରି ନିଜ ପ୍ରେମିକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ।ଏମିତିକି ମହିଳା ଜଣକ କାରକୁ ଭିତର ପଟୁ ଲକ୍ କରିଦେଇଥିଲେ । କାର ବାହାରେ ଦୁଇ ପିଲା ନିଜ ମାକୁ ଡାକୁ ଥିବା ବେଳେ ମହିଳା ଜଣକ ନିଜ ପ୍ରେମିକଙ୍କ ସହ କାର ପଛ ସିଟରେ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଥିଲେ ।

ବନ୍ଧୁଗଣ ସେହି ପାର୍କରେ ଅନ୍ୟ ଲୋକମାନେ ବି ଉପସ୍ଥିତ ଥିଲେ ଯେତେବେଳେ ଲୋକମାନେ ଦୁଇ ପିଲା କାନ୍ଦୁ ଥିବାର ଦେଖିଲେ ସେତେବେଳେ ଲୋକମାନେ ପିଲାଙ୍କ ପାଖକୁ ଯାଇ କାନ୍ଦିବାର କାରଣ ବିଷୟରେ ପଚାରିଥିଲେ । ସେତେବେଳେ ପିଲାମାନେ କହିଥିଲେ, ତାଙ୍କ ମା କାର ଲକ୍ କରିଦେଇଛନ୍ତି । ସେହି ସମୟରେ ଲୋକମାନେ କାର ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ପରେ ଲୋକମାନେ ଏହି ଘଟଣାକୁ ନେଇ ପୋଲିସ ପ୍ରଶାସନକୁ ଖବର ଦେଇଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଲା ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲା । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆଶିକ ଖବର ପଢିବା ପାଇଁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *