ନିଜକୁ Amitabh Bacchan ଙ୍କ ଝିଅ ବୋଲି କହିଲେ ଏହି ମହିଳା, ସତ ଜାଣିଲା ପରେ ପୋଲିସର ହୋସ ଉଡିଗଲା !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ଥର ଅନେକ ଅଜବ ଖବର ଶୁଣିଥିବେ। ତେବେ ଅଧିକାଂଶ ଖବର ବଲିଉଡ କୁ ନେଇ ରହିଥାଏ। ତେବେ ବର୍ତ୍ତମାନ ଆଉ ଏକ ଅଜବ ଖବର ଶୁଣିବାକୁ ମିଳୁଛି। ତେବେ ଜଣେ ମହିଳା ପୋଲିସ ଥାନାରେ ଆସି କାନ୍ଦି କାନ୍ଦି କହିଛି କି ସେ ହେଉଛି ବଲିଉଡ ଅଭିନେତା ଅମିତାଭ ଵଚନ ଙ୍କ ଝିଅ ଏବଂ ହରିବଂଶ ରାୟ ଵଚନ ହେଉଛନ୍ତି ତାଙ୍କ ଜେଜେବାପା। ତେବେ ଏହା ଶୁଣି ପୋଲିସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଗଲେ।


ତେବେ ଏହି ଘଟଣା ଟି ହେଉଛି ଭୋଜପୁର ଜିଲ୍ଲା ର ଆରା ରୁ ତେବେ ଜଣେ ମହିଳା ଠିକ ୩ଟା ବେଳେ ପୋଲିସ ଥାନା କୁ ଆସି ଜୋରରେ କାନ୍ଦିବାକୁ ଲାଗିଲା। ତେବେ ତାକୁ କାରଣ ପଚାରିବାରୁ ସେ କହିଥିଲା କି ତାଙ୍କ ଘରେ ଇଂରେଜ ଶାସନ ଚାଲିଛି ଏବଂ ସେ ହେଉଛି ଅମିତାଭ ଵଚନ ଙ୍କ ଝିଅ।

ତେବେ ପୋଲିସ ମାନେ ଆଶ୍ଚର୍ଯ୍ୟ ହୋଇ ପଚାରି ଥିଲେ କେଉଁ ଅମିତାଭ ତେବେ ସେହି ମହିଳା ଜଣଙ୍କ କହିଥିଲେ କି କୋନ ବନେଗା କରୋଡ଼ପତି ର ଅମିତାଭ ଵଚନ ହେଉଛନ୍ତି ତାଙ୍କ ବାପା ଏବଂ ହରିବଂଶ ରାୟ ଵଚନ ହେଉଛନ୍ତି ତାଙ୍କ ଜେଜେବାପା। ତେବେ ମହିଳା ଜଣଙ୍କ କାନ୍ଦି କହିଲେ କି ମୋତେ ବସିବା ପାଇଁ ଚଉକି ବି ଦେଉନ। ତେବେ ପୋଲିସ ଅଧ ଘଂଟା ସେହି ମହିଳା ଜଣଙ୍କ ସହ କଥାବାର୍ତ୍ତା ହୋଇ ଏବଂ ପଚରାଉଚରା କରିବା ପରେ ଜାଣି ପାରିଥିଲା କି ଏ ହେଉଛି ଜଣେ ମାନସିକ ବିକୃତ ମହିଳା।


ତେବେ ତାପରେ ପୋଲିସ ତାଙ୍କୁ ବୁଝାସୁଝା କରେଇ ଚୁପ କରେଇଥିଲା। ତେବେ ଆଉ ଥରେ ଏହି ଭଳି ଜଣେ ୨୯ ବର୍ଷୀୟ ଯୁବକ ବଲିଉଡ ଅଭିନେତ୍ରୀ ଏବଂ ଅମିତାଭ ଵଚନ ଙ୍କ ବୋହୁ ଐଶ୍ଵର୍ଯ୍ୟା ରାୟ ଙ୍କ ପୁଅ ବୋଲି କହୁଥିଲା। ତେବେ ସେ ଦାବି କରିଥିଲା କି ୧୯୮୮ ମସିହାରେ ଆଇଭିଏଫ ଜରିଆରେ ସେ ତାଙ୍କୁ ଜନ୍ମ ଦେଇଥିଲେ।


ତେବେ ୧୯୮୮ ମସିହାରେ ଐଶ୍ଵର୍ଯ୍ୟା ମାତ୍ର ୧୪ ବର୍ଷର ବାଳିକା ଥିଲେ। ତେବେ ଏହା ପରେ ଜଣା ପଡିଥିଲା କି ଏହି ଯୁବକ ଜଣଙ୍କ ଜଣେ ମାନିସିକ ରୋଗୀ। ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *