‘Pramila ଥାର୍ଡ ପାର୍ଟି ସେ କାଇଁ ମୁଣ୍ଡ ପୁରାଉଛି ? ଆଉ Tapaswini ସେ ତ ଭିକ୍ଟିମ କାର୍ଡ ଖେଳୁଛି, ମତେ…’ ନିଜ Video ଛାଡି Sumit ଯାହା କହିଲେ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏହି ମାମଲାରେ ଜନସାଧାରଣ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି ଓ ଏହାର ପରିଣାମ ସୁମିତଙ୍କ ଘର ଲୋକଙ୍କୁ ସହିବାକୁ ପଡିଛି । ଗତ କାଲି ରାତିରେ କିଛି ମହିଳା ମାନେ ଜୋର ଜବରଦସ୍ତ ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ପଶି ଯାଇଥିଲେ । ଗେଟ ଭାଙ୍ଗିବା ପରେ ପ୍ରମୋଦ ସାହୁ ଏକ ଅଡିଓ କଲ୍ ରେ ନିଜର ପ୍ରତିକ୍ରିୟା ଦେଇଥିଲେ ତେବେ ବର୍ତ୍ତମାନ ସୁମିତ ସାହୁ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ବନ୍ଧୁଗଣ ଏହା ପରେ ସୁମିତ ମଧ୍ୟ ଏକ ଅଡିଓ କଲ୍ ରେ ଏହି ଘଟଣା ବିଷୟରେ କହିଥିଲେ । ହେଲେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ସୁମିତ ଲୋକ ମାନଙ୍କ ସାମ୍ନାକୁ ଆସିବା ପାଇଁ ବାଧ୍ୟ ହୋଇଛନ୍ତି । ସୁମିତ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି ଓ ଏହି ଭିଡିଓରେ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ସୁମିତଙ୍କ ଏହି ବୟାନ ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସମସ୍ତ ସ୍ଥାନରେ ଏହି ଭିଡିଓର ଚର୍ଚା ଚାଲିଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସୁମିତଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ସୁମତ କହୁଛନ୍ତି’କୋର୍ଟରେ ସବୁ ସବଜୁଡିସ ଥିବା ସତ୍ବେ ତପସ୍ଵିନୀ କାହିଁକି ଏ ସବୁ ଜିନିଷ କରୁଛନ୍ତି । ଦୁଇଜଣଙ୍କ ଫାମିଲି ମାଟର ମଝିରେ ଥାର୍ଡ ପର୍ଶନ କାହିଁକି ପଶୁଛି । ପ୍ରମିଳା ତ୍ରିପାଠୀ କାହିଁକି ଏହା ଭିତରେ ପଶୁ ଛନ୍ତି ।

ଯଦି କିଛି ବି ତାଙ୍କର ଅଧିକାର ଅଛି ତପସ୍ଵିନୀ ଘର ତା ହେଲେ ସେଇଟା କୋର୍ଟରେ ଯାଇ କାହିଁକି କହୁ ନାହାନ୍ତି । ଯଦି ସେମାନଙ୍କ ଅନୁସାରେ କୋର୍ଟର ନିଷ୍ପତ୍ତି ମିଳୁ ନାହିଁ ତା ହେଲେ ସେମାନେ ରାଜରାସ୍ତାରେ ଓଲହାଇ ଡ୍ରାମା କରୁଛନ୍ତି’ । ଆଗକୁ ସେ କହିଛନ୍ତି ‘ଭିକ୍ଟିମ କାର୍ଡ ଏଠି ଖେଳୁଛନ୍ତି ଆଜ୍ଞା ଦେଖନ୍ତୁ । ଏ ପ୍ରମିଳା ତ୍ରିପାଠୀର ଆମ ଘର ପ୍ରତି କଣ ଅଛି ଆମ ଘର ବିଷୟରେ ସେ କଣ ଜାଣିଛନ୍ତି । ସେ ଏତେ କାହିଁକି ମୁଣ୍ଡ ପୁରାଉଛନ୍ତି ମଝିରେ’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁମିତ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଟାର୍ଗେଟ କରି ସବୁ କଥା କହିଛନ୍ତି । ତା ହେଲେ ବନ୍ଧୁଗଣ ସୁମିତଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *