‘ମୋ ପାଖେ ଯଦି ସୁମିତଙ୍କ ଶୋଇବାକୁ ଇଚ୍ଛା ନଥିଲା, ଡାଇରେକ୍ଟ ମନାକରି ପାରିଥାନ୍ତେ, କିନ୍ତୁ ସେ ତ…’ ଶ୍ଵଶୁରଙ୍କ ନାଁରେ କିଛି ଏମିତି କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ପ୍ରତିଦିନ ତପସ୍ଵିନୀ ଓ ସୁମିତଙ୍କ ମାମଲାକୁ ନେଇ କିଛି ଚାଞ୍ଚଲ୍ୟକାର ଖବର ଆସୁଛି । କୋର୍ଟ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଗୋଟିଏ ଘରେ ୭ ଦିନ ପର୍ଯ୍ୟନ୍ତ ରହି ବୁଝାବଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିଛି ଦିନ ତପସ୍ଵିନୀଙ୍କ ସହ ସୁମିତ ରହିବା ପରେ ଗତ କିଛି ଦିନ ତଳେ ସୁମିତ କାହାକୁ କିଛି ନଜଣାଇ ଚମ୍ପଟ ମାରିଥିଲେ । ତେବେ ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀ କୋର୍ଟର ଦ୍ଵାରସ୍ତ ହୋଇ ପିଟିସନ ଦାଖଲ କରିଛନ୍ତି ।

ଅନ୍ୟ ପକ୍ଷରେ ସୁମିତଙ୍କର କୌଣସି ଖୋଜ ଖବର ମିଳୁ ନାହିଁ । ତେବେ ବନ୍ଧୁଗଣ ସୁମିତ ଚମ୍ପଟ ମାରିବା ପରେ ତପସ୍ଵିନୀଙ୍କ ପାଦ ତଳୁ ମାଟି ଖସି ଯାଇଛି । ଗତ କିଛି ସମୟ ତଳେ ସେ ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତପସ୍ଵିନୀଙ୍କ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ତପସ୍ଵିନୀ କହିଛନ୍ତି-‘ମୁ ଆଜି ସବୁ ଖବର ପାଇଲି ସୁମିତଙ୍କର ଇଛା ନଥିଲା ମୋ ପାଖରେ ଶୋଇବା ପାଇଁ । ଯଦି ତାଙ୍କର ଇଛା ନଥିଲା ମୋ ପାଖରେ ଶୋଇବା ପାଇଁ ସେ ମୋତେ ଡାଇରେକ୍ଟଲି ମନା କରିଦେଇଥାନ୍ତେ । ହେଲେ ଏହି ସବୁ ଖବର ମୁ କେଉଁଠି ପାଇଲି ଓ କିଏ ଦେଲା ତାହା ବିଷୟରେ ମୁ ଗଣମାଧ୍ୟମ ସାମ୍ନାରେ କହିପାରିବି ନାହିଁ କାରଣ ତାଙ୍କ ଜୀବନ ଉପରେ ବିପଦ ଅଛି ।

ସୁମିତଙ୍କର ବିଲକୁଲ ବି ଇଛା ନଥିଲା ଏହି ସବୁ କାମ କରିବା ପାଇଁ ତାଙ୍କୁ ପ୍ରେସରରାଇସ କରାଯାଇଛି ଏମିତିକି ମୁ ଜାଣିଛି ତାଙ୍କ ବାପା କେତେ ପ୍ରେସନ କରନ୍ତି । ମୁ ଯେତେବେଳେ ଏହି ସବୁ କଥା ବିଷୟରେ ଜାଣିଲି ମୋତେ ଏବେ ଚିନ୍ତା ଲାଗୁଛି । ମୁ ଡାଇରେକ୍ଟଲି ମୋ ଶଶୁର ଓ ପୋଲିସ ପ୍ରଶାନକୁ କିଛି କହିବାକୁ ଚାହିଁବି ଯଦି ମୋର ଏବଂ ମୋ ସ୍ଵାମୀର କୌଣସି ପ୍ରକାର ଜୀବନ ପ୍ରତି ବିପଦ ଆସେ ତା ହେଲେ ଦେଖିବେ ।


ମୋ ଶାଶୁ ଓ ଶଶୁର ମଧ୍ୟ ପ୍ରେମ ବିବାହ କରିଥିଲେ । ମୋ ଶାଶୁ ଯିଏ ଅଛନ୍ତି ସିଏ ତାଙ୍କ ଶାଶୁଙ୍କ ଉପରେ ବହୁତ ଖରାପ ବ୍ୟବହାର କରିଥାନ୍ତି ତେବେ ମୁ ତ ତାଙ୍କ ଭଳି ନୁହେଁ । ସେ ଯଦି ନିଜ ସ୍ଵାମୀଙ୍କ ସହ ଖୁସିରେ ରହିପାରୁଛନ୍ତି ତା ହେଲେ ମୁ କାହିଁକି ରହିବିନି’ ।  ତା ହେଲେ ବନ୍ଧୁଗଣ ତପସ୍ଵିନୀଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *