ଧନ ଓ ଯଶ ମାମଲାରେ ନିଜ ସ୍ବାମୀଙ୍କ ଠାରୁ ବହୁତ ଆଗରେ ଅଛନ୍ତି TV ଇଣ୍ଡଷ୍ଟ୍ରିର ଏହି 4 Actress, କିନ୍ତୁ ମନରେ ଟିକେ ବୋଲି ନାହିଁ ଗର୍ବ

ନମସ୍କାର ବନ୍ଧୁଗଣ ଆଜି କାଲି ଘରେ ଘରେ ଧାରବାହିକ ରେ ଥିବା ନାୟକ ନାୟିକା ଙ୍କ ଯୋଡି କୁ ମଧ୍ୟ ଦର୍ଶକ ମାନେ ଭଲ ପାଇବା ପ୍ରଦାନ କରୁଛନ୍ତି । ନିଜର ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବାକୁ ଆଗ୍ରହ ମଧ୍ୟ ରଖୁଛନ୍ତି । ସେମାନଙ୍କ ବାସ୍ତବ ଜୀବନରେ ଘଟୁଥିବା ସମସ୍ତ ଘଟଣା କୁ ସେମାନେ ଜାଣିବାକୁ ଚାହିଁ ଥାନ୍ତି । ସେମାନଙ୍କ ଜୀଵନ ଶୈଳୀ ସେମାନଙ୍କ ର କାର୍ଯ୍ୟ କଳାପ ଆଦି । ତେବେ ଆଜି ଆମେ ଛୋଟ ପରଦାର କିଛି ଏପରି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା କି କେଉଁ ଅଭିନେତ୍ରୀ ମାନେ ନିଜ ସ୍ୱାମୀ ଙ୍କ ଠାରୁ ଅଧିକ ପ୍ରସିଦ୍ଧ । ଆସନ୍ତୁ ଜାଣିନେବା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ରୁବିନା ଦିଲାକ । ତେବେ ରୁବିନା ବିଗ ବସ ର ବିଜେତା ମଧ୍ୟ ରହି ସାରିଲେଣି । ତେବେ ସେ କଲରସ ର ପ୍ରସିଦ୍ଧ ଏବଂ ଲୋକପ୍ରିୟ ଧାରାବାହିକ ଶକ୍ତି ରେ ସେ ନିଜର ଦମଦାର ଅଭିନୟ କରି ଲୋକପ୍ରିୟ ଏବଂ ପ୍ରସିଦ୍ଧି ହାସଲ କରିଛନ୍ତି । ତେବେ ସେ ବିବାହ କରିଛନ୍ତି ଅଭିନେତା ଅଭିନବ ଶୁକ୍ଳା ଙ୍କୁ । ତେବେ ଅଭିନବ ଙ୍କ ଠାରୁ ରୁବିନା ବହୁତ ଲୋକପ୍ରିୟ ଏବଂ ପ୍ରସିଦ୍ଧ ମଧ୍ୟ କିନ୍ତୁ ସେ କେବେବି ଏହାର ଗର୍ବ କରନ୍ତି ନାହିଁ ।


୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ଦିବ୍ୟଙ୍କା ତ୍ରିପାଠୀ । ଦିବ୍ୟଙ୍କା ଅଭିନେତା ବିବେକ ଦହିୟା ଙ୍କ ସହ ପ୍ରେମ ବିବାହ କରିଥିଲେ । ଦର୍ଶକ ମାନେ ମଧ୍ୟ ଏହି ଯୋଡି କୁ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ଦିବ୍ୟଙ୍କା ଯେଉଁଠି ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି ଏବଂ ସେ ୟେ ହେ ମୋହବତେ ରେ କାମ କରି ଘରେ ଘରେ ଲୋକପ୍ରିୟ ହୋଇଛନ୍ତି ଏବଂ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ କିନ୍ତୁ ବିବେକ ଏତେ ଟା ଲୋକପ୍ରିୟତା ହାସଲ କରି ନାହାନ୍ତି କିନ୍ତୁ ଦିବ୍ୟଙ୍କା ଆଜି ପର୍ଯ୍ୟନ୍ତ ନିଜର ଏହି ସଫଳତା କୁ ନିଜ ବୈବାହିକ ଜୀଵନ ରେ ପ୍ରଭାବ ପକେଇବାକୁ ଦେଇ ନାହାନ୍ତି ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଦୀପିକା କକ୍ଡ଼ । ଦୀପିକା ଅଭିନେତା ସୋହେବ ଙ୍କୁ ବିବାହ କରି ବର୍ତ୍ତମାନ ବହୁତ ଖୁସି ରେ ନିଜର ଜୀଵନ ଅତିବାହିତ କରୁଛନ୍ତି । ତେବେ ଦୀପିକା ଶଶୁରାଲ ସିମର କା ରେ ଅଭିନୟ କରି ଲୋକପ୍ରିୟତା ଏବଂ ପ୍ରସିଦ୍ଧି ହାସଲ କରିଥିଲେ ଏବଂ ସେ ବିଗ ବସ ୧୨ ର ବିଜେତା ମଧ୍ୟ କିନ୍ତୁ ସେ କେବେବି ଏହି ସଫଳତା କୁ ନିଜ ବୈବାହିକ ସମ୍ପର୍କ ରେ ପ୍ରଭାବ ପକେଇବାକୁ ଦେଇ ନାହାନ୍ତି ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ସୋମ୍ୟା ଟଣ୍ଡନ । ତେବେ ଭାବିଜି ଘର ପେ ହେ ଧାରାବାହିକ ରେ କାମ କରି ସୋମ୍ୟା ଘରେ ଘରେ ପରିଚିତ । ତେବେ ସେ ଟିଭି ସହିତ ସିନେମା ରେ ମଧ୍ୟ ବହୁତ ଭଲ କାମ କରିଛନ୍ତି ଏବଂ ସଫଳ ହୋଇଛନ୍ତି । ତେବେ ତାଙ୍କ ସ୍ୱାମୀ ସୌରଭ ଦିବେନ୍ଦ୍ର ସିଂହ ସେ ତାଙ୍କ କଲେଜ ସାଙ୍ଗ ଏବଂ ଜଣେ ସାଧାରଣ ବ୍ୟକ୍ତି ତେବେ କିନ୍ତୁ ସୋମ୍ୟା ନିଜର ଏହି ସୁନ୍ଦରତା ଏବଂ ସଫଳତା କୁ ତାଙ୍କ ସାଂସାରିକ ଜୀଵନ ରେ କୌଣସି ପ୍ରଭାବ ପକେଇବାକୁ ଦେଇ ନାହାନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *