ମୁଁ ଆଉ ସହି ପାରୁନି ମରିଯିବି…! ନିଜ ସ୍ବାମୀ, ଶ୍ବଶୁର ଓ ଦେଢଶୁରଙ୍କ ଅସହ୍ୟ ନିର୍ଯାତନା ସହି ନ ପାରି Live ଆସି କହିଲେ ଏମିତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଏପରି ବହୁତ ଘଟଣା ସାମ୍ନା କୁ ଆସୁଛି ଯାହାକୁ ଦେଝିବା ଏବଂ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସେହି ଘଟଣା ଉପରେ ଅନେକ ଚର୍ଚ୍ଚା ମଧ୍ୟ କରିଥାନ୍ତି । ତେବେ ଆପଣ ମାନେ ନିଶ୍ଚିତ ଶୁଣିଥିବେ କି ବୋହୂ କୁ ତା ଶାଶୂଘର ର ଲୋକମାନେ ତାକୁ ବିଭିନ୍ନ ନିର୍ଯାତନା ଏବଂ ଅତ୍ୟାଆଚାର ଦେଇଥାନ୍ତି କେତେବେଳେ ଯୌତୁକ ପାଇଁ ତ କେତେବେଳେ କିଛି ଅନ୍ୟ କାରଣ ପାଇଁ ।

ତେବେ ବର୍ତ୍ତମାନ ଏକ ଏହିଭଳି ଖବର ଶୁଣିବାକୁ ମିଳିଛି । ଜଣେ ମହିଳା ସୋସିଆଲ ମିଡ଼ିଆ ରେ ଲାଇଭ ଆସି ନିଜର ଏକ ଭିଡିଓ ଜରିଆରେ ସାଧାରଣ ଜନତା ଙ୍କୁ ନିଜର ଦୁଃଖ କଷ୍ଟ କୁ ବର୍ଣ୍ଣନା କରିଛନ୍ତି । ତେବେ ଆସନ୍ତୁ ଏହି ବିଷୟରେ ଆଲୋଚନା କରି ନେବା । ତେବେ କଟକ ରେ ବାସ କରୁଥିବା ଏହି ମହିଳା ଜଣଙ୍କ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ତେବେ ସେହିଥିରେ ସେ କହିଛନ୍ତି କି ପ୍ରଥମେ ତ ସେ ଯେଉଁ ସ୍ଵାମୀଙ୍କୁ ବିଶ୍ୱାସ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେହି ତାଙ୍କୁ ଅଧା ରାସ୍ତାରେ ଛାଡି ଦେଇଦେଲା । ତାପରେ ତାଙ୍କ ଶାଶୂ,ଶଶୁର, ଓ ଦେଢ଼ଶୁର ମିଶିକି ତାଙ୍କ ଉପରେ ଅତ୍ୟାଆଚାର କରିବା ଆରମ୍ଭ କରିଦେଲେ । ତେବେ ସେ ସବୁ ଭଲ ହୋଇଯିବ ଏହି ଆଶା ରେ ଚୁପ ଚାପ ଥିଲେ କିନ୍ତୁ ତାହା ହୋଇ ନଥିଲା ଏବଂ ଶେଷ ରେ ତାଙ୍କୁ କୋର୍ଟ ର ସାହାର୍ଯ୍ୟ ନେବାକୁ ପଡିଥିଲା ।

ତେବେ ସେ ଏହା ମଧ୍ୟ କହୁଛନ୍ତି କି ଯେଉଁ ସବୁ କୁହାଯାଏ କି ନାରୀ ପାଇଁ ଏତେ ସବୁ ଆଇନ ନିୟମ ରହିଛି ସୁବିଧା ରହିଛି । ସେସବୁ କେବଳ କହିବା ପାଇଁ ଯେତେବେଳେ ମୁଁ ଏହାର ସାହାର୍ଯ୍ୟ ନେବାକୁ ଚାହିଁଲି ସେତେବେଳେ ଜଣା ପଡିଲା । ତେବେ ମୋ କେସ କୁ ଆଉ ଜଣଙ୍କ କେସ ସହ ଯୋଡି ଦେଲେ ଏବଂ ପୁରା ଏକ ବର୍ଷ ପରେ ତାଙ୍କ ଏଫଆଇଆର ଗ୍ରହଣ କରାଗଲା ।

ତେବେ ଶେଷ ରେ ସେହି ମହିଳା ଜଣଙ୍କ କହିଲେ ଯଦି ତାଙ୍କର ଏହି ସମସ୍ୟା ର ସମାଧାନ ନ ହୁଏ ତେବେ ସେ ଆତ୍ମହତୟା କରିନେବେ । କାରଣ ଏହି କୋଭିଡ ସମୟରେ ନିଜର ଛୋଟିଆ ଝିଅ କୁ ନେଇ ସେ କେସ ଲଢ଼ି ପାରିବେ ନାହିଁ ତେଣୁ ତାଙ୍କୁ ସାହାର୍ଯ୍ୟ କରନ୍ତୁ ନଚେତ ସେ ଆତ୍ମହତୟା କରିନେବେ ।

କାରଣ ସେ କହିଛନ୍ତି କି ତାଙ୍କ ଶାଶୂ ଘର ଲୋକେ ତାଙ୍କ ଉପରେ ବହୁତ ଅତ୍ୟାଆଚାର କରୁଛନ୍ତି ଯାହା ସହ୍ୟ କରିବା ସମ୍ଭବ ହେଉ ନାହିଁ । ତା ସହ ସେ ନିଜର ତିନି ବର୍ଷର କୁନି ଝିଅ କୁ ନେଇ ସେ କୁଆଡେ କୁଆଡେ ଯିବେ । ତେଣୁ ତାଙ୍କୁ ନ୍ୟାୟ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *