ଦେଖନ୍ତୁ ନିଜ ବାହାଘର ରିସେପ୍ସନରେ ମନ ଖୋଲି ନାଚିଲେ ହିରୋ Biswa Bhusan, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣି ଥିବେ ଯେ, ଗତ କିଛି ଦିନ ତଳେ ଓଡିଆ ଅଭିନେତ୍ରୀ ସୋମାଲିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତେବେ ବିବାହ ପରେ ସୋମାଲିନ୍ ବହୁତ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଆଉ ଜଣେ ଦିଗଜ ଅଭିନେତା ବିବାହ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବିଶ୍ଵ ଭୂଷଣ । ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଶ୍ଵ ଭୂଷଣଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଆସିବା ଦିନରୁ ବିଶ୍ଵ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଗତ କିଛି ଦିନ ତଳେ ବିଶ୍ଵଙ୍କ ବରଯାତ୍ରୀ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା  । ଏହି ବରଯାତ୍ରୀ ଭିଡିଓରେ ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ କଳାକାର ମାନେ ବିଶ୍ଵଙ୍କ ବରଯାତ୍ରୀରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ତେବେ ଗତ କିଛି ସମୟ ହେବ ବିଶ୍ଵଙ୍କ ରିସେପ୍ସନ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି ଓ ଏହି ଭିଡିଓଟି ମୋବାଇଲ କୁ ମୋବାଇଲ ଭାଇରାଲ ହେବାରେ ଲାଗିଛି ।

ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବିଶ୍ଵଙ୍କ ଏହି ରିସେପ୍ସନ ଭିଡିଓ ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ରିସେପ୍ସନ ଭିଡିଓରେ ବିଶ୍ଵ ନିଜ ବନ୍ଧୁ କଳାକାର ମାନଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ବିଶ୍ଵଙ୍କ ଗ୍ରାଣ୍ଡ ରିସେପ୍ସନରେ ଅନେକ ଓଡିଆ କଳାକାର ଯୋଗ ଦେଇଥିଲେ । ବିଶ୍ଵଙ୍କ ବିବାହ କରିବା ପରେ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ଅଛନ୍ତି ଓ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓରେ ବିଶ୍ଵଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *