ପ୍ରାଇଭେଟ ଫଟୋ ଲିକ ହେବା ପରେ ବହୁତ କାନ୍ଦିଥିଲେ ଏହି 5 ଜଣ Actress, ଲିଷ୍ଟ ରେ ଦୁଇ ଭଉଣୀଙ୍କ ନାମ ବି ଅଛି ସାମିଲ

ନମସ୍କାର ବନ୍ଧୁଗଣ ତେବେ ବଲିଉଡ୍ ଅଭିନେତ୍ରୀ ମାନେ ଏମିତିର ସେମାନଙ୍କ ହଟ୍ ଫଟୋକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି । ତେବେ କେତେକ ନାୟିକାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଛବି ଓ ଭିଡିଓ ଲିକ୍ ହେବା ଯୋଗୁ ସେମାନଙ୍କୁ ବଦନାମୀର ସାମ୍ନା ବି କରିବାକୁ ପଡିଛି । ଯାହାର ପ୍ରଭାବ ସେମାନଙ୍କ କ୍ୟାରିୟର ଉପରେ ପଡିଥିବା ଦେଖାଯାଇଛି ।  ତେବେ ଏହି ଫଟୋ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ମଧ୍ୟ ହୋଇଛି ଯାହାକି ଖୁବ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା ।

ତେବେ କେବଳ ବଲିଉଡ ଇଣ୍ଡଷ୍ଟ୍ରୀ କିମ୍ବା ହଲିଉଡ ନୁହେଁ ସାଉଥ ଇଣ୍ଡଷ୍ଟ୍ରୀ ର ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ଫୋଟୋ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ସେହି ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମରେ ହେଉଛନ୍ତି ଅକ୍ଷରା । ତେବେ ସାଉଥ ସୁପରଷ୍ଟାର କମଲ ହସନ ଙ୍କ ର ସାନ ଝିଅ ଅକ୍ଷରା ହାସନ ଙ୍କ ର କିଛି ପର୍ଶନଲ ଫୋଟୋ ସୋସିଆଲ ମିଡ଼ିଆ ରେ ଲିକ ହେଇଥିଲା । ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥିଲା । ଏବଂ ଏହି ଫୋଟୋ କୁ ନେଇ ଆଲୋଚନା ବି ହେଇଥିଲା । ତେବେ ଏହି ଫୋଟୋ ରେ ଅକ୍ଷରା ଅଣ୍ଡରଗାରମେଣ୍ଟ ରେ ନଜର ଆସିଥିଲେ । ତେବେ ଅକ୍ଷରା ଏହି ବାବଦ ରେ କୌଣସି ବି ଅଭିଯୋଗ ରୁଜୁ କରିନାହାନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ରାଧିକା ଆପ୍ତେ । ତେବେ ବିଗତ କିଛି ଦିନ ତଳେ ଅଭିନେତ୍ରୀ ରାଧିକା ଆପ୍ତେ ଙ୍କ ର ଫୋଟୋ ବି ସୋସିଆଲ ମିଡ଼ିଆ ରେ ଲିକ ହେଇଥିଲା । ସେ ଏକ ଫେମସ ୱେବ ସିରିଜ ରେ ତାଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ସେ ବାଥରୁମ ରେ ସେଲ୍ଫି ନେବାର ର ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଥିଲା । କିନ୍ତୁ ଏହା ରାଧିକା ଆପ୍ତେ ଙ୍କ ର ନ ଥିଲା ।


୩- ତୃତୀୟ ରେ ହେଉଛନ୍ତି ହାଂସିକା ମୋଟବାନି ତେବେ ସାଉଥ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ହାଂସିକା ମୋଟବାନି ବି ଜଣେ ବେଶ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି । ସେ ଜଣେ ବାଲ୍ୟ କଳାକାର ରୂପେ ଫିଲ୍ମ ଜଗତ ରେ ଏଣ୍ଟ୍ରି କରିଥିଲେ ।

ସେ ୨୦୦୭ ରେ ହୀମେଶ ରେଶମିୟା ଙ୍କ ସହ ଏକ ଫିଲ୍ମ ରେ ନଜର ଆସିଥିଲେ ଓ ଏହା ସୁପର ହିଟ ହେଇଥିଲା । ଫିଲ୍ମ ର ନାମ ଥିଲା ଆପ କା ସୁରୁର । ୨୦୧୫ ରେ ଏକ ଭିଡିଓ ଆସିଥଲା ଯେଉଁଥିରେ ହାଂସିକା ଙ୍କ ପରି ଜଣେ ଯୁବତୀ ବାଥୁରମ ରେ ଗାଧଉ ଥିବା ର ଫୋଟୋ ଭାଇରଲ ହେଇଥିଲା । ଏବଂ ଏହା ଯାଞ୍ଚ ପରେ ଜଣାଯାଇଥିଲା ।


୪- ଚତୁର୍ଥ ରେ ହେଉଛନ୍ତି ଅନୁଷ୍କା ସେଠୀ । ତେବେ ଅନୁଷ୍କା ସେଠୀ ବାହୁବଳୀ ଫିଲ୍ମ ପାଁଇ ବେଶ ଲୋକପ୍ରିୟତା ପାଇଛନ୍ତି । ତେବେ ଅନୁଷ୍କା ସେଠୀ ଙ୍କ ର ବି ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ ସେ ବାଥରୁମ ରେ ଗଧଉଥିଲେ । କିନ୍ତୁ ଭିଡିଓ ଟି ତାଙ୍କର ନୁହେଁ ବୋଲି ସେ କହିଥିଲେ ।


୫-ପଞ୍ଚମରେ ହେଉଛନ୍ତି ସ୍ତୃତି ହସନ । ଅକ୍ଷରା ହାସନ ଙ୍କ ପରି ସ୍ତୃତି ହସନ ଙ୍କ ର ବି ପ୍ରାଇଭେଟ ଫୋଟୋ ସୋସିଆଲ ମିଡ଼ିଆ ରେ ଲିକ ହେଇଚି । ସ୍ତୃତି ହସନ ସାଉଥ ଫିଲ୍ମ ସହ ବଲିଉଡ ଫିଲ୍ମ ରେ ବି ଆକ୍ଟିଭ ରହିଥାନ୍ତି । ତାଙ୍କ ଫିଲ୍ମ ଯେବାଡୁ ର ସୁଟିଂ ସମୟ ରେ ସ୍ତୃତି ହସନ ଙ୍କ ର କିଛି ଆପତ୍ତି ଜନକ ଫୋଟୋ ଲିକ ହେଇଥିଲା । ଏହି ବିଷୟ ରେ ନିଜେ ସ୍ତୃତି ହସନ ପୋଲିସ ରେ ଅଭିଯୋଗ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *