କଂଗ୍ରେସ ପାର୍ଟି ଓ Sonia Gandhi ଙ୍କୁ ନେଇ ଦେଖନ୍ତୁ କଣ କହିଲେ ବିଧାୟକ Sura Routray, ଶୁଣିଲେ ହସି ହସି ଗଡିଯିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସୁର ଭାଇ ଯାହା ସବୁ କହୁଛନ୍ତି ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ ଏହି ଭିଡିଓରେ କହୁଛନ୍ତି-‘କଂଗ୍ରେସ ପରା କହିଲି ଆମର ଶୂନ୍ୟ ଅର୍ଥ ଭଣ୍ଡାର । ଆମକୁ ସଭାପତି କରି ତମେ ଯିବ ହାତ ଯୋଡିବ ଭୋଟ ମାଗିବ କହିବ ଟଙ୍କା 5 ହଜାର ଦିଅ । ସେ ଯେମିତି ସଭାପତି କହିଛନ୍ତି ଲୋକ ସେମିତି ଆମକୁ ଛେପ ପକେଇବେ ଆମକୁ ସୁବିଧା ହେବ’ ।

ଆଗକୁ ସେ କହିଛନ୍ତି-‘ତମେ ଯେଉଁଠି ବିଡା ପଉଚ, ମଦ ପାଉଚ, ମାଂସ ପାଉଛ, ସବୁ ପାଉଛ ଆମେ କହିବୁ ଆମକୁ ଭୋଟ ଦିଅ ଆଉ ପାଞ୍ଚ ଟଙ୍କା ଦିଅ । ତମେ ଆମ ଉପରେ ଛେପ ପକେଇବ ନାହିଁ । ଆଉ କିଏ ଯଦି ଖରାପ ମଣିଷ ଥିବ ସେ ଆମକୁ ଚାପୁଡା ପକାଇବ । ସୋନିଆ ଗାନ୍ଧୀ ଖାଲି ରହିଗଲା ତେଣୁ କଂଗ୍ରେସ ରହିଗଲା । ସୋନିଆ ଗାନ୍ଧୀକୁ କୁହାଯାଇଛି 11ଟି ଯୁବକଙ୍କୁ ଭାରତ ବର୍ଷରେ ନୂଆ ଦାୟିତ୍ଵ ଦେବା ପାଇଁ’ ।

ଆଗକୁ ସେ କହିଛନ୍ତି-‘ସେ ନଟର ପଟର କର ନାହିଁ । ଆଜି ପଞ୍ଜାବ ଚାଲିଯାଇଛି କଂଗ୍ରେସ ହାଇ କମାଣ୍ଡଙ୍କ ପାଇଁ । ନହଲେ ଆମ କଂଗ୍ରେସ ବଢିଆ କରିଛି । ଏଥର ଆମେ ଆଶା କରୁଛୁ ହାରାହାରି 10 11 ଖଣ୍ଡେ ଜିତିବେ ବୋଲି ଦେଖାଯାଉ କଣ ହେଉଛି । ଆମେ କାଣ୍ଡିଡେଡ ପାଇଲୁ ନାହିଁ ଆଉ ସେ ବିଜେଡି ସହ କମ୍ପରମାଇଜ ଏ ଜନ୍ମରେ ହେବ ନାହିଁ । ବିଜେପି ବିଜେଡି ସହ କମ୍ପରମାଇଜ ଭୁବନେଶ୍ବର, ଜଟଣୀ ଓ ଖୋର୍ଦ୍ଧା ଏ ଜନ୍ମରେ ହେବ ନାହିଁ’ ।

ଆଗକୁ ସେ କହିଛନ୍ତି-‘ଆମେ ମଲା ପରେ ପରିବର୍ତ୍ତନ ହେବ ସେ ମୋଦୀ ଆସୁ ଆଉ ନବୀନ ଆସୁ । ଆମେ ଲଢୁଛୁ ଆଉ ଲଢିବୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ନିଜର ବୟାନ ଦେଇଛନ୍ତି ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *