ମୃତ୍ୟୁ ପରେ ନିଜ ପରିବାର ପାଇଁ Bollywood ସିଙ୍ଗର Bappi Lahiri ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିକୁ ଆଉ ଗୋଟେ ଝଟକା ଲାଗିଛି । ବନ୍ଧୁଗଣ ଲତା ମେଙ୍ଗସକର ଯିବା ଏବେ ଆଉ ଜଣେ ବଲିଉଡ ଗାୟକଙ୍କ ପରଲୋକ ଘଟିଛି । ବଲିଉଡର ଲୋକପ୍ରିୟ ଗାୟକ ବପି ଲେହେରି ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଆଖି ବୁଝି ନେଇଛନ୍ତି ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବପି ଲେହେରି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ।


ତେବେ ବନ୍ଧୁଗଣ ବିଭିନ୍ନ ରୋଗରେ ପୀଡିତ ଥିବା ବାପି ଲେହେରିଙ୍କ ଚିକିତ୍ସା ଦୀର୍ଘ ଅନେକ ଦିନ ଧରି ଚାଲିଥିଲା । ଆଉ ଶେଷରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ସେ ଥିଲେ ଡୋସ୍କୋ ମ୍ୟୁଜିକର ବେତାଜ ବାଦଶାହ ।  ବନ୍ଧୁଗଣ ବପି ଲେହେରିଙ୍କ ପରିବାର ସଙ୍ଗୀତ ସହ ଜଡିତ ସେଥିପାଇଁ ମାତ୍ର ୩ ବର୍ଷ ବୟସରେ ସେ ତବଲା ବଜାଇବା ଆରମ୍ଭ କରିଥିଲେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବପି ଲେହେରିଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ବଳି ଲେହେରିଙ୍କ ଅସଲି ନାମ ହେଉଛି ଆଲୋକେଶ ଲେହେରି । ବପି ୨୦୧୪ରେ ବିଜେପି ଟିକେଟରେ ପଶ୍ଚିମ ବଙ୍ଗାଲର ଶିରମପୁରେ ଲୋକସଭା ନିର୍ବାଚନ ଲଢିଥିଲେ ।

ବନ୍ଧୁଗଣ ସେତେବେଳେ ବପି ଏକ ଆଫିଡେଫିଡ ଜମା କରିଥିଲେ ସେହି ଆଫିଡେଫିଡ ଅନୁସାରେ ବପିଙ୍କ ପାଖରେ ୭୫୪ ଗ୍ରାମର ସୁନା ଥିଲା ଯାହାର ଦାମ ହେଉଛି ୨୦ ଲକ୍ଷ ଟଙ୍କା । ବନ୍ଧୁଗଣ ବପିଙ୍କୁ ସୁନାର ବହୁତ ସଉକ ଥିଲା ସେଥିପାଇଁ ସେ ସବୁବେଳେ ନିଜ ବେକରେ ସୁନା ଚେନ ପିନ୍ଧୁ ଥିଲେ । ମିଡିଆ ରିପୋର୍ଟସ ଅନୁସାରେ ବପି ସମୁଦାୟ ୧୨ କୋଟି ଟଙ୍କାର ସମ୍ପତ୍ତି ଅଛି । ଆଫିଡେଫିଡ ଅନୁସାରେ ତାଙ୍କ ପାଖରେ ପାଞ୍ଚଟି ଲକ୍ସରି କାର ଅଛି ଯେଉଁଥିରେ ବିଏମଡବ୍ଲୁ ଓ ଅଡି ସାମିଲ ଅଛି ।

ବପିଙ୍କ ପାଖରେ ୪.୬୨ କିଲୋ ଚାନ୍ଦି ଗହଣା ଅଛି । ବପି ନିଜ କାରିୟରର ଆରମ୍ଭ ମାତ୍ର ୧୯ ବର୍ଷ ବୟସରେ କରିଥିଲେ । ସେ ମୁମ୍ବାଇ ଆସିବା ପରେ ତାଙ୍କୁ ପ୍ରଥମେ ବଙ୍ଗାଳୀ ଫିଲ୍ମ ‘ଦାଦୁ’ ୧୯୭୨ ମସିହାରେ ମିଳି ଥିଲା । ଏହା ପରେ ସେ ଗୋଟେ ପରେ ଗୋଟେ ମ୍ୟୁଜିକ କମ୍ପୋଜ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବପି ଲେହେରି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *