ନିଜ ଅନସ୍କ୍ରୀନ ମାତା-ପିତାଙ୍କୁ ହିଁ ପ୍ରେମ କରି ବସିଲେ TV ର ଏହି 4 ଜଣ ଷ୍ଟାର, 3 ନଂ ଯୋଡି ତ ସମ୍ପର୍କରେ ଥିଲେ ଶାଶୁ-ଜ୍ଵାଇଁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି ଯୋଡି ଅଛନ୍ତି ଯେଉଁ ମାନେ ପରସ୍ପର ସହ ପ୍ରେମ ବିବାହ କରିଛନ୍ତି । ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳାକାର ମାନେ ନିଜ ଭୂମିକା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି ହେଲେ ଅସଲ ଜୀବନରେ ସେମାନେ ଭଲ ବନ୍ଧୁ ଅଟନ୍ତି ।

ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ଅନସ୍କ୍ରିନ ମା-ପୁଅର ଭୂମିକାରେ ନଜର ଆସୁଥିଲେ ମଧ୍ୟ ଅସଲ ଜୀବନରେ ପରସ୍ପରକୁ ପ୍ରେମ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଯୋଡି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଅନସ୍କ୍ରିନ ମା-ବାପାଙ୍କ ସହ ପ୍ରେମ କରିଲେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଙ୍କିତ ଗେରା ଓ ମୋନିକା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ଅଙ୍କିତ ଗେରା ଓ ଅଭିନେତ୍ରୀ ମୋନିକା ସିଂହ । ହିନ୍ଦୀ ସିରିଏଲ ‘ପ୍ରତିଜ୍ଞା’ରୁ ଲୋକପ୍ରିୟତା ହାସଲ କରିଥିବା ଅଙ୍କିତ ଗେରା ନିଜ ଅନସ୍କ୍ରିନ ମାଙ୍କ ସହ ଲଭ ରିଲେସନରେ ଅଛନ୍ତି । ପ୍ରତିଜ୍ଞା ସିରିଏଲରେ ମୋନିକା ସିଂହ ଅଙ୍କିତଙ୍କ ମା ଭୂମିକାରେ ନଜର ଆସିଥିଲେ । ସେହି ସିରିଏଲ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଲେ ।

ରାମ କପୁର ଓ ଇଭା ଗ୍ରୋବର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତା ରାମ କପୁର ଓ ଅଭିନେତ୍ରୀ ଇଭା ଗ୍ରୋବର । ହିନ୍ଦୀ ସିରିଏଲ ‘ବଡେ ଅଛେ ଲଗତେ ହେଁ’ ସିରିଏଲରେ ଇଭା ରାମଙ୍କ ସାବତ ମା ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲରେ କାମ କରିବା ବେଳେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରିଥିଲେ ଓ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଥିଲେ ।

ସିଦ୍ଧାର୍ଥ ଶୁକ୍ଲା ଓ ସ୍ମିତା ବଂଶଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଓ ଅଭିନେତ୍ରୀ ସ୍ମିତା ବଂଶଲ । ସିଦ୍ଧାର୍ଥ ଓ ସ୍ମିତା ‘ବାଳିକା ବଧୁ’ରେ ଏକା ସହ କାମ କରିଥିଲେ । ଏହି ସିରିଏଲରେ ସ୍ମିତା ସିଦ୍ଧାର୍ଥଙ୍କ ଶାଶୁ ଭୂମିକାରେ ନଜର ଆସିଥିଲେ । ହେଲେ ଏହି ସିରିଏଲରେ କାମ କରିବା ବେଳେ ଉଭୟ ପରସ୍ପରକୁ ପ୍ରେମ କରି ବସିଲେ ଓ ବହୁତ ସମୟ ପର୍ଯ୍ୟନ୍ତ ରିଲେସନରେ ରହିଲେ ।

ଆଲୋକ ନାଥ ଓ ନିନା ଗୁପ୍ତା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଆଲୋକ ନାଥ ଓ ଅଭିନେତ୍ରୀ ନିନା ଗୁପ୍ତା । ନିନା ଗୁପ୍ତା ଗୋଟେ ସିରିଏଲରେ ଆଲୋକ ନାଥଙ୍କ ବୋହୁ ଭୂମିକାରେ ନଜର ଆସିଥିଲେ । ହେଲେ ଅସଲ ଜୀବନରେ ଏହି ଦୁଇଜଣ ପ୍ରେମ ସମ୍ବନ୍ଧ ରଖିଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *