ନିଜ ମନର ଦୁଃଖ ଖୋଲି କହିଲେ Honey Singh ଙ୍କ ପତ୍ନୀ Shalini Singh, କହିଲେ ‘ଅନେକ ମହିଳାଙ୍କ ସହ ବନେଇ ସାରିଛନ୍ତି ସମ୍ବନ୍ଧ, ହନିମୁନ ରେ ମୋ ସହିତ…’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହନି ସିଂହ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ହନି ସିଂହଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ । ହନି ସିଂହ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ବହୁତ କମ ସମୟ ମଧ୍ୟରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବର୍ତ୍ତମାନ ହନି ସିଂହ କିଛି ନା କିଛି ବିବାଦକୁ ନେଇ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ହନି ସିଂହଙ୍କ ପତ୍ନୀ ସାଲିନୀ ତଲବାରଙ୍କୁ ନିଶ୍ଚୟ ଜାଣିଥିବେ । ସାଲିନୀ ନିଜ ସ୍ଵାମୀ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସାର ଆରୋପ ଲଗାଇଛନ୍ତି । ସାଲିନୀ ଦିଲ୍ଲୀର ତିଶ ହଜାରି କୋର୍ଟରେ ୟାଚିକା ଦାୟର କରିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ସାଲିନୀ ନିଜ ସ୍ଵାମୀ ଓ ଶାଶୁ ଘର ବିରୋଧରେ ଗମ୍ଭୀର ଆରୋପ ଲଗାଇଥିଲେ । ଏହି ମାମଲାକୁ ନେଇ କୋର୍ଟ ହନି ସିଂହଙ୍କୁ ଗତ ୨୮ ଅଗଷ୍ଟ ପୂର୍ବରୁ ଜବାବ ଦେବା ପାଇଁ କହିଥିଲେ । ସାଲିନୀ ତଲବାର ହନିଙ୍କ ବିରୋଧରେ ଶାରୀରିକ ହିଂସା, ଯୌନ ହିଂସା, ମାନସିକ ଉତ୍ପୀଡନ ଓ ଆର୍ଥିକ ହିଂସାର ଆରଅପ ଲଗାଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ସାଲିନୀ ନିଜ ସ୍ଵାମୀ ହନି ସିଂହଙ୍କ ବିଷୟରେ ଅନେକ ବଡ ବଡ ଖୁଲାସା କରିଛନ୍ତି ଓ ଏହା ସହିତ ହନିଙ୍କ ପରିବାର ଉପରେ ବି ଆରୋପ ଲଗାଇ ଛନ୍ତି ।

ସାଲିନୀଙ୍କ କହିବା ମୁତାବକ, ହନି ସିଂହ ଓ ତାଙ୍କ ଶାଶୁ ଘର ଲୋକ ତାଙ୍କୁ ମାନସିକ ଏବଂ ଭାବନାତ୍ମକ ଯନ୍ତ୍ରଣା ଦେଇଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ସାଲିନୀଙ୍କ କହିବା ମୁତାବକ, ଗତ କିଛି ବର୍ଷ ହେବ ସାଲିନୀ ଡରି ଡରି ବଞ୍ଚୁ ଛନ୍ତି । ହନି ସିଂହଙ୍କ ପରିବାର ତାଙ୍କୁ ଅନେକ ଥର ଶାରୀରିକ ରୂପରେ ଆଘାତ ଦେଉଛନ୍ତି ।

ନିଜର ୟାଚିକାରେ ସାଲିନୀ କହିଥିଲେ ଯେ, ଗତ କିଛି ବର୍ଷ ହେବ ହନି ସିଂହ ସହ ତାଙ୍କର ମାରପିଟ କରାଯାଉଛି । ସାଲିନୀ ହନି ସିଂହଙ୍କୁ ପଶୁ ମଧ୍ୟ କହିଛନ୍ତି । ନିଜର ୟାଚିକାରେ ସେ କହିଥିଲେ, ହନି ସିଂହ ଅନ୍ୟ ମହିଳାଙ୍କ ସହ ସମ୍ବନ୍ଧ ରଖିଛନ୍ତି । ତାଙ୍କର ଶଶୁର ମଧ୍ୟ ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି । ହନିମୁନରେ ବି ହନି ସାଲିନୀଙ୍କୁ ମାରପିଟ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *