ନିଜ ଝିଅଙ୍କ ବୟସର ଝିଅଙ୍କୁ ବିବାହ କରିନେଲେ Bollywood ର ଏହି 6 ଜଣ ଷ୍ଟାର, ନମ୍ବର 3 ତ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ

ବନ୍ଧୁଗଣ ନମସ୍କାର,ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ।

ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ବିବାହ ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି କହିବୁ ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡର ଏପରି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ନିଜ ଝିଅ ବୟସ ର ଝିଅ ଙ୍କ ସହିତ ବିବାହ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତା ଦିଲ୍ଲୀପ କୁମାର । ଦିଲୀପ କୁମାର ଙ୍କୁ କିଏ ବା ନ ଜାଣେ । ନିଜର ଚମତ୍କାର ଅଭିନୟ ପାଇଁ ସେ ଲୋକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତାଙ୍କୁ ବିବାହ କରିବା ପାଇଁ କେବଳ ଭାରତ ନୁହେଁ ବରଂ ଭାରତ ବାହାର ର ଝିଅ ମାନେ ମଧ୍ୟ ମନ କରିଥିଲେ । କିନ୍ତୁ ଦିଲୀପ କୁମାର ଙ୍କୁ ପସନ୍ଦ ଆସିଥିଲେ ସାଏରା ଭାନୁ । ସାଏରା ଭାନୁ ଦିଲୀପ କୁମାର ଙ୍କ ଠାରୁ ୨୨ ବର୍ଷ ସାନ ଅଟନ୍ତି ।


୨. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତା ରାଜେଶ ଖାନ୍ନା । ଜଣେ ଶ୍ରେଷ୍ଠ ଅଭିନେତା ଭାବେ ରାଜେଶ ଖାନା ଙ୍କୁ ଗଣା ଯାଇଥାଏ । ରାଜେଶ ଖାନା ନିଜ କ୍ୟାରିୟର ରେ ଅନେକ ହିଟ ଫିଲ୍ମ ଦର୍ଶକ ମାନଙ୍କୁ ଦେଇଛନ୍ତି । ସେହିପରି ଆପଣ ମାନେ ତ ଜାଣିଥିବେ ତାଙ୍କର ଧର୍ମ ପତ୍ନୀ ଙ୍କ ନାମ ହେଉଛି ଡ଼ିମ୍ପଲ କାପାଡ଼ିଆ । ଡ଼ିମ୍ପଲ ଯେତେବେଳେ ରାଜେଶ ଙ୍କ ପ୍ରେମ ରେ ପଡ଼ିଥିଲେ ସେତେବେଳେ ତାଙ୍କୁ କେବଳ ୧୬ ବର୍ଷ ବୟସ ହୋଇଥିଲା ଓ ରାଜେଶ ଙ୍କୁ ସେତେବେଳେ ୩୧ ବର୍ଷ ବୟସ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ବୟସ ର ବହୁତ ବ୍ୟବଧାନ ରହିଥିଲା ।


୩. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି କବୀର ବେଦୀ । ବଲିଉଡ ର ଜଣାଶୁଣା ଅଭିନେତା ଙ୍କ ମଧ୍ୟ ରେ କବିର ବେଦି ଙ୍କୁ ଗଣା ଯାଇଥାଏ । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ପରବିନ ଦୋଷାନ୍ତ । ଏହି ଯୋଡି କୁ ବଲିଉଡର ସବୁଠାରୁ ଆଶ୍ଚର୍ଯ୍ୟକର ଯୋଡି କୁହାଯାଇଥାଏ । କାରଣ ପରବିନ ଙ୍କ ବୟସ ବର୍ତ୍ତମାନ ୪୨ ବର୍ଷ ଓ କବିର ଙ୍କ ବୟସ ୭୨ ବର୍ଷ । ଦୁଇ ଜଣଙ୍କ ମଧ୍ୟରେ ବହୁତ ବର୍ଷ ର ଅନ୍ତର ଥିଲେ ମଧ୍ୟ ଦୁହେଁ ବହୁତ ଖୁସି ରେ ଅଛନ୍ତି ।


୪. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ସୈଫ ଅଲ୍ଲୀ ଖାଁ । ବଲିଉଡର ସୁପରହିଟ ଅଭିନେତା ମାନଙ୍କ ତାଲିକା ରେ ସୈଫ ଅଲ୍ଲୀ ଖାନ ଙ୍କ ର ନାମ ଆସିଥାଏ । ସୈଫ ଙ୍କୁ ବଲିଉଡର ନବାବ ବୋଲି ମଧ୍ୟ କୁହାଯାଇଥାଏ । ସେଫ ଅଲ୍ଲୀ ଖାନ ଓ କରିନା କପୁର ଙ୍କ ଯୋଡି ବଲିଉଡର ସବୁଠାରୁ ପ୍ରସିଦ୍ଧ ଯୋଡି ଅଟନ୍ତି । ବନ୍ଧୁଗଣ କରିନା କପୁର ଙ୍କୁ ବର୍ତ୍ତମାନ ୩୮ ବର୍ଷ ହୋଇଥିବା ବେଳେ ସେଫ ଙ୍କ ବୟସ ବର୍ତ୍ତମାନ ୪୮ ବର୍ଷ ଅଟେ । ଦୁହିଁଙ୍କ ମଧ୍ୟ ରେ ପ୍ରାୟ ୧୦ ବର୍ଷ ର ଅନ୍ତର ରହିଛି ।


୫. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତା ସଞ୍ଜୟ ଦତ୍ତ । ଆପଣ ମାନେ ତ ଜାଣିଥିବେ ଯେ ମାନ୍ୟତା ଦତ୍ତ ହେଉଛନ୍ତି ସଞ୍ଜୟ ଦତ୍ତ ଙ୍କ ତୃତୀୟ ପତ୍ନୀ । ତେବେ ମାନ୍ୟତା ଙ୍କ ବୟସ ୩୯ ହୋଇଥିବା ବେଳେ ସଞ୍ଜୟ ଦତ୍ତ ଙ୍କ ବୟସ ୫୮ ଅଟେ । ଉଭୟ ଙ୍କ ମଧ୍ୟରେ ବୟସ ବ୍ୟବଧାନ ପାଖାପାଖି ୨୦ ବର୍ଷ ଅଟେ ।


୬. ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ସାହିଦ କପୁର । ଏହି ଅଭିନେତା ନିଜ ଠାରୁ ୧୩ ବର୍ଷ ବୟସ ସାନ ମୀରା ରାଜପୁତ ଙ୍କୁ ୨୦୧୫ ମସିହାରେ ବିବାହ କରିଛନ୍ତି । ଉଭୟ ଜଣେ ଝିଅ ଓ ପୁଅ ର ମାତାପିତା ମଧ୍ୟ ହୋଇ ସାରିଛନ୍ତି । ଏହି ଯୋଡ଼ି ବଲିଉଡ ର ସବୁଠାରୁ ଲୋକପ୍ରିୟ ଯୋଡ଼ି ଅଟେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *