ନିଜ ଝିଅ ବୟସରର ଝିଅଙ୍କୁ ବିବାହ କରିନେଲେ Bollywood ର ଏହି 5 Actor, 4 ନମ୍ବର ଆକ୍ଟର ତ ସବୁ ସୀମା ହିଁ ଟପିଗଲେ !

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଇଛୁ କିଛି ଏଭଳି ଅଭିନେତା ଙ୍କ ବିଷୟରେ ଯିଏ ନିଜ ଝିଅ ବୟସ ର ଝିଅ ମାନଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ବିବାହ କରିଛନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତା ଅଛନ୍ତି ଯିଏ ନିଜର ପ୍ରେମିକା ଙ୍କୁ ବିବାହ କରିଛନ୍ତି ଏବଂ ନିଜ ବିବାହିତ ଜୀବନ କୁ ଆରମ୍ଭ କରିଛନ୍ତି । କିନ୍ତୁ ଫିଲ୍ମ ଜଗତର କିଛି ଏଭଳି ଅଭିନେତା ଅଛନ୍ତି ଯିଏ ନିଜ ଝିଅକୁ ବୟସ ସହ ସମାନ ଝିଅ ଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତା ମାନଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ରାଜେଶ ଖାନ୍ନା ଏବଂ ଡ଼ିମ୍ପଲ କପାଡ଼ିଆ । ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ର ଶ୍ରେଷ୍ଠ କଳାକାର ରାଜେଶ ଖାନ୍ନାଙ୍କ ଜନ୍ମ ୧୯ ସେପ୍ଟେମ୍ବର ୧୯୪୧ ମସିହାରେ ହୋଇଥିଲା ଏବଂ ଅଭିନେତ୍ରୀ ଡ଼ିମ୍ପଲ କପାଡ଼ିଆ ୧୯୫୭ ମସିହାରେ ଜନ୍ମ ହୋଇଥିଲେ । ଵିଵାହ ସମୟରେ ଡ଼ିମ୍ପଲ ଙ୍କୁ ମାତ୍ର ୧୬ ବର୍ଷ ହୋଇଥିବା ସମୟରେ ରାଜେଶ ଙ୍କୁ ୩୨ ବର୍ଷ ହୋଇଥିଲା । ଏହି ଦୃଷ୍ଟି ରୁ ଏହି ଯୋଡି ଙ୍କ ବୟସ ମଧ୍ୟରେ ବହୁତ ତଫାତ ରହିଛି ।


୨- ଦ୍ଵିତୀୟ ରେ ହେଉଛନ୍ତି ସଂଜୟ ଦତ୍ତ ଏବଂ ମାନ୍ୟତା । ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରମୁଖ ଅଭିନେତା ସଞ୍ଜୟ ଦତ୍ତ ୩ ଥର ଵିଵାହ କରିଛନ୍ତି । ପ୍ରଥମ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ଦ୍ବିତୀୟ ଵିଵାହ ସେ କରିଥିଲେ । କିନ୍ତୁ ଦ୍ବିତୀୟ ଵିଵାହରେ ତାଙ୍କର ଛାଡପତ୍ର ହୋଇଥିଲା । ତେବେ ସେ ତୃତୀୟ ଵିଵାହ କରିଥିଲେ ମାନ୍ୟତା ଦତ୍ତ ଙ୍କୁ । ସଞ୍ଜୟ ଏବଂ ମାନ୍ୟତା ଙ୍କ ବୟସ ଭିତରେ ୨୦ ବର୍ଷ ର ତଫାତ ରହିଛି । ଦେଖିବାକୁ ଗଲେ ମାନ୍ୟତା ସଞ୍ଜୟ ଙ୍କ ଝିଅ ବୟସ ସହ ସମାନ ।


୩- ତୃତୀୟ ରେ ହେଉଛନ୍ତି ସୈଫ ଅଲ୍ଲୀ ଖାଁ ଏବଂ କରିନା କପୂର । ତେବେ ବଲିଉଡ ଇଣ୍ଡଷ୍ଟ୍ରୀର ନାମୀ ଅଭିନେତା ସୈଫ ଅଲ୍ଲୀ ଖାଁ ପ୍ରଥମ ଵିଵାହ ଅମୃତା ସିଂ ଙ୍କ ସହ ହୋଇଥିଲା । ପରେ ସୈଫ ଦ୍ଵିତୀୟ ଵିଵାହ କରିଥିଲେ କରିନା କପୁର ଙ୍କ ସହ । ଶୁଣିବା କୁ ମିଳେ ଯେ, ସୈଫ ଙ୍କ ପ୍ରଥମ ଵିଵାହ ରେକରିନା ଅତିଥି ହୋଇ ଆସିଥିଲେ ଏବଂ ସେହି ସମୟ ରେ କରିନା ମାତ୍ର ୧୦ ବର୍ଷ ର ଥିଲେ । କରିନା ଏବଂ ସୈଫ ଙ୍କ ମଧ୍ୟରେ ୧୦ ବର୍ଷ ର ତଫାତ ରହିଛି । ଦେଖିବାକୁ ଗଲେ କରିନା ସୈଫଙ୍କ ଝିଅ ବୟସ ସହ ସମାନ ଅଟନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଅଭିନେତା କବୀର ବେଦୀ । ତେବେ କବିର ବେଦୀ ଚାରି ଥର ଵିଵାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । ଚତୁର୍ଥ ଥର ସେ ପରବିନ ଙ୍କ ସହ କରିଥିଲେ । ପରବିନ କବିର ଙ୍କ ଠାରୁ ୨୩ ବର୍ଷ ସାନ ଅଟନ୍ତି । ଦେଖିବା କୁ ଗଲେ ପରବିନ କବିର ଙ୍କ ଝିଅ ବୟସ ସହ ସମାନ ଅଟନ୍ତି ।


୫- ପଞ୍ଚମ ରେ ହେଉଛନ୍ତି ଦିଲ୍ଲୀପ କୁମାର ଓ ସାଇରା ବାନୁ । ତେବେ ଦିଲୀପ କୁମାର ଙ୍କୁ କିଏ ବା ନ ଜାଣେ । ନିଜର ଚମତ୍କାର ଅଭିନୟ ପାଇଁ ସେ ଲୋକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତାଙ୍କୁ ବିବାହ କରିବା ପାଇଁ କେବଳ ଭାରତ ନୁହେଁ ବରଂ ଭାରତ ବାହାର ର ଝିଅ ମାନେ ମଧ୍ୟ ମନ କରିଥିଲେ । କିନ୍ତୁ ଦିଲୀପ କୁମାର ଙ୍କୁ ପସନ୍ଦ ଆସିଥିଲେ ସାଏରା ଭାନୁ । ସାଏରା ଭାନୁ ଦିଲୀପ କୁମାର ଙ୍କ ଠାରୁ ୨୨ ବର୍ଷ ସାନ ଅଟନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *