ନମସ୍କାର ବନ୍ଧୁଗଣ ତେବେ ବଲିଉଡ୍ ଏକ ଏମିତିଆ ଜଗତ ଅଟେ ଯେଉଁଠି ସମସ୍ତେ ସୁନ୍ଦର୍ ରୁ ସୁନ୍ଦର ଦେଖାଯିବା ପାଇଁ ଉଦ୍ୟମ କରିଥାନ୍ତି । ତେବେ କିଛି ଅଭିନେତ୍ରୀ ମାନେ ନିଜକୁ ଅତ୍ୟଧିକ ରୁ ଅତ୍ୟଧିକ ସୁନ୍ଦର ଦେଖାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରିବାରୁ ମଧ୍ୟ ପଛେଇ ନାହାନ୍ତି । କିଛି ଅଭିନେତ୍ରୀ ମାନେ ପ୍ଲାଷ୍ଟିକ ସର୍ଜରୀ କରି ନିଜର ହୁଲିଆ ହିଁ ସମ୍ପୂର୍ଣ ଭାବେ ବଦଳାଇ ଦେଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଟଲିଉଡ଼ କିମ୍ବା ସାଉଥ ଜଗତର କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ପ୍ଲାଷ୍ଟିକ ସର୍ଜରୀ କରେଇ ନିଜର ଚେହେରା ହିଁ ବଦଳାଇ ଦେଇଛନ୍ତି।
୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହାସନ। ତେବେ ଶ୍ରୁତି ହସନ ବଲିଉଡକୁ ଆସିବା ପୂର୍ବରୁ ସେ ଜଣେ ସାଉଥ ଇଣ୍ଡିଆର ବହୁତ ବଡ଼ ଷ୍ଟାର ହୋଇ ସାରିଥିଲେ । ସେ ବହୁତ ସୁନ୍ଦର ହୋଇଥିବାରୁ ତାଙ୍କର ବହୁତ ଦିୱାନା ମଧ୍ୟ ଅଛନ୍ତି । ସେ ଏହି କଥାକୁ ନିଜେ ସ୍ୱୀକାର କରିଛନ୍ତି କି , ସେ ତାଙ୍କର ନାକ ପ୍ଲାଷ୍ଟିକ ସର୍ଜରି କରାଇଛନ୍ତି । ସେ ଜଣେ ବହୁତ ଭଲ ଆକ୍ଟର ହେବା ସହିତ ଜଣେ ବହୁତ ଭଲ ସିଙ୍ଗର ମଧ୍ୟ ଅଟନ୍ତି ।
୨- ଦ୍ଵିତୀୟ ରେ ହେଉଛନ୍ତି ହେଉଛନ୍ତି ଅନୁଷ୍କା ସେଠୀ । ତେବେ ସାଉଥ ର ସୁପର ହିଟ ଅଭିନେତ୍ରୀ ଭାବରେ ସେ ବେଶ ପରିଚିତ । ତେବେ ସେ ପ୍ରଥମେ ପ୍ରଥମେ ଟିକେ ମୋଟା ଦେଖା ଯାଉଥିଲେ ଏବଂ ନିଜର ଲୁକ କୁ ଚେଞ୍ଜ କରିବା ପାଇଁ ସେ କସମେଟିକ ସର୍ଜରୀ କରି ନିଜର ଶରୀର କୁ ସେପ ଦେଇଥିଲେ ଏବଂ ନିଜ ମୁହଁରେ ମଧ୍ୟ କିଛି ପରିବର୍ତ୍ତନ ଆଣିଥିଲେ । ତେବେ ଅନୁଷ୍କା ନିଜ ଅଭିନୟ ଜରିଆରେ ମଧ୍ୟ ଲୋକମାନଙ୍କ ହୃଦୟ ରେ ବାସ କରିଛନ୍ତି ଖାସ କରି ବାହୁବଳୀ ସିନେମା ପର ଠାରୁ ।
୩- ତୃତୀୟ ରେ ହେଉଛନ୍ତି ତ୍ରିଷା କ୍ରୀଷ୍ଣନ : ତୃଷା ଏମିତି ଜଣେ ସାଉଥ ଅଭିନେତ୍ରୀ ଯିଏ ସବୁ ଚରିତ୍ରକୁ ବେଶ ଭଲ ଭାବେ ପ୍ରଦର୍ଶନ କରିଛନ୍ତି । ଅଭିନୟ ବ୍ଯତୀତ ସେ ଟାଟୁ କରିବାରେ ବହୁତ ସଉକ ରଖିଥାନ୍ତି । ସେ ତାଙ୍କ ଶରୀରରେ ଅନେକ ସ୍ଥାନରେ ଟାଟୁ କରିଛନ୍ତି । ତେବେ ସେ ମଧ୍ୟ ନିଜର ଜୋ ଲାଇନ ର ସର୍ଜରୀ କରିଛନ୍ତି ଏବଂ ଏହା ଦ୍ୱାରା ସେ ଅଧିକ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।
୪- ଚତୁର୍ଥ ରେ ହେଉଛନ୍ତି ସମନ୍ଥା।ତେବେସମନ୍ଥା ହେଉଛନ୍ତି ଜଣେ ନାମୀ ଦାମୀ ଅଭିନେତ୍ରୀ ସେ ନିଜର ବୋଲଡ଼ ଲୁକରେ ସବୁବେଳେ ସମସ୍ତଙ୍କୁ ଘାଇଲା କରି ରଖିଥାନ୍ତି। ତେବେ ସେ ଅନେକ ସିନେମା ରେ ନିଜର ସୁନ୍ଦରତା ଯୋଗୁଁ ହିଟ ହୋଇ ପାରିଛନ୍ତି ତେବେ ସେ ମଧ୍ୟ ନିଜ ଓଠ ଏବଂ ନାକର ସର୍ଜରୀ କରିଛନ୍ତି। ଯାହା ପରେ ସେ ଅଧିକ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।
୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ ପ୍ରିୟାମଣି। ତେବେ ପ୍ରିୟାମଣି ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ ତେବେ ସେ ବଲିଉଡ ସିନେମା ରେ ମଧ୍ୟ କାମ କରିଛନ୍ତି ତେବେ ସେ ନିଜ ଲୁକ ରେ ସମସ୍ତ ଙ୍କୁ ମୋହିତ କରି ଦେଇଥାନ୍ତି। ତେବେ ସେ ମଧ୍ୟ ନିଜର ଅପରଲିପ ଏବଂ ନିଜର ଜୋ ଲାଇନ କୁ ପ୍ଲାଷ୍ଟିକ ସର୍ଜରି ମଧ୍ୟ କରିଛନ୍ତି।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।