ନମସ୍କାର ବନ୍ଧୁଗଣ ତେବେ ଚାକର ଶବ୍ଦ ର ଅର୍ଥ କଣ ଆପଣ ଜାଣିଥିବେ।ଆପଣ ଙ୍କ ର ଘର କାର୍ଯ୍ୟ ରେ ଆପଣ ଦରମା ଦେଇ ଯଦି କୌଣସି ଲୋକ ଙ୍କୁ ନିୟୋଜିତ କରିଥାନ୍ତି ତେବେ ତାଙ୍କୁ ଚାକର କୁହାଯାଇଥାଏ ।ଏହା ଦ୍ୱାରା ଲୋକେ ନିଜ ର କାର୍ଯ୍ୟ କୁ ହିଁ ଗୁରୁତ୍ୱ ଦେଇପାରିବେ। ତେବେ ଆଜି ଆମେ ଆପଣ ଙ୍କୁ ବଲିଉଡ ର କିଛି କଳାକାର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯେଉଁମାନେ କି ନିଜ ଘର ର ଚାକର ଙ୍କୁ ଘର ର ସଦସ୍ୟ ବୋଲି ମାନିଥାନ୍ତି।
୧- ପ୍ରଥମ ରେ ହେଉଛନ୍ତି ସଲମାନ ଖାନ। ତେବେ ଅଭିନେତା ଙ୍କ ମଧ୍ୟ ରେ ସବୁଠାରୁ ଟପ ଅଭିନେତା ହେଉଛନ୍ତି ସଲମାନ ଖାନ। ଯିଏ କି ବଲିଉଡ ର ଭାଇଯାନ ଭାବରେ ମଧ୍ୟ ପରିଚିତ। ତେବେ ବଲିଉଡ ରେ ଏକ ନମ୍ବର ହେବା ପରେ ମଧ୍ୟ ସେ ତାଙ୍କ ଘର ର ଚାକର ଙ୍କୁ ଘର ର ଚାକର ବୋଲି ନୁହେଁ ଘର ର ସଦସ୍ୟ ବୋଲି ଦେଖିଥାନ୍ତି।
୨- ଦ୍ଵିତୀୟ ରେ ହେଉଛନ୍ତି ଜାହ୍ନବୀ କପୁର। ତେବେ ଜାହ୍ନବୀ କପୁର ବର୍ତ୍ତମାନ ବଲିଉଡ ରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ସେ ଅନେକ ଗୁଡିଏ ସିନେମା ରେ ମଧ୍ୟ ଲିଡ଼ ରୋଲ ରେ କାମ କରି ସାରିଛନ୍ତି। ତେବେ ତାଙ୍କ ମା ଶ୍ରୀଦେବୀ ସର୍ବଦା ଚାକର ଙ୍କୁ ବେଶ ଭଲ ବ୍ୟବହାର କରିଥାନ୍ତି ।ତେଣୁ ଜାହ୍ନବୀ କପୁର ମଧ୍ୟ ତାଙ୍କ ଘର ର ଚାକର ଙ୍କୁ ବେଶ ଭଲ ବ୍ୟବହାର ଦେଖାଇଥାନ୍ତି।
୩- ତୃତୀୟ ରେ ହେଉଛନ୍ତି ଆଲିଆ ଭଟ୍ଟ। ତେବେ ଆଲିଆ ଭଟ୍ଟ ଦେଖିବା କୁ ଯେପରି ସୁନ୍ଦର ତାଙ୍କ ର ମନ ର ଭାବନା ମଧ୍ୟ ସେହିପରି ସୁନ୍ଦର ଅଟେ । ସେ ନିଜ ର ଘର ର ଚାକର ଙ୍କ ସହ ବେଶ ଭଲ ବ୍ୟବହାର ଦେଖାଇଥାନ୍ତି । ତାଙ୍କ ଘରେ ଏପରି ମଧ୍ୟ ଜଣେ ଚାକର ରହିଛନ୍ତି ଯିଏ କି ଅନେକ ବର୍ଷ ହେବ ତାଙ୍କ ଘରେ କାମ କରୁଛନ୍ତି । ଏବଂ ଆଲିଆ ଭଟ୍ଟ ମଧ୍ୟ ତାଙ୍କ ଡ୍ରାଇଭର ଙ୍କ ର ସହାୟତା ପାଁଇ ୫୦ ଲକ୍ଷ୍ୟ ଟଙ୍କା ସହାୟତା କରିଥିଲେ।
୪- ଚତୁର୍ଥ ରେ ହେଉଛନ୍ତି ଧର୍ମେନ୍ଦ୍ର। ବଲିଉଡ ରେ ଧର୍ମେନ୍ଦ୍ର ଙ୍କୁ କିଏ ନ ଜାଣେ ସିଏ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରାଜ କରୁଛନ୍ତି। ତେବେ ଧର୍ମେନ୍ଦ୍ର ଓ ତାଙ୍କ ପୁରା ପରିବାର ଙ୍କ ର ବ୍ୟବହାର ବହୁତ ଭଲ ଅଟେ। ସେ ତାଙ୍କ ର ଘର ର ଚାକର ଙ୍କୁ ଘର ର ସଦସ୍ୟ ବୋଲି ହିଁ ଦେଖିଥାନ୍ତି।
୫- ପଞ୍ଚମ ରେ ହେଉଛନ୍ତି ସେଫ ଅଲ୍ଲୀ ଖାଁ। ସେଫ ବଲିଉଡ ରେ ଜଣେ ସଫଳ ଅଭିନେତା ଏବଂ ସେ ଅନେକ ସିନେମା ରେ ଅଭିନୟ କରି ଲୋକପ୍ରିୟ ମଧ୍ୟ ହୋଇ ପାରିଛନ୍ତି। ତେବେ ନବାବ ସୈଫ ଅଲ୍ଲୀ ଖାଁ ମଧ୍ୟ ନିଜ ଘର ର ଚାକର ଙ୍କୁ ବେଶ ସୁନ୍ଦର ବ୍ୟବହାର ଦେଖାଇଥାନ୍ତି। ତାଙ୍କ ଘର ର ଚାକର ତାଙ୍କ ର ପୁରା ପରିବାର ର ଦେଖାଶୁଣା କରିଥାନ୍ତି । ଏବଂ ସୈଫ ଅଲ୍ଲୀ ଖାଁ ତାଙ୍କ ଚାକର ଙ୍କୁ ଘର ର ସଦସ୍ୟ ବୋଲି ହିଁ ମାନିଥାନ୍ତି।
୬- ଷଷ୍ଠ ରେ ହେଉଛନ୍ତି ଦୀପିକା ପାଦୁକୋଣ। ତେବେ ଦୀପିକା ପାଦୁକୋଣ ବର୍ତ୍ତମାନ ସମୟ ରେ ଭାରତ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ସୁଦ୍ଧା ସେ ୩ ଗୋଟି ଫିଲ୍ମ ଫେୟାର ଆୱାର୍ଡ ପାଇସାରିଛନ୍ତି। ଦୀପିକା ପଡୁ଼କୋନ ତାଙ୍କ ଘର ର ଚାକର ଙ୍କୁ ବେଶ ଭଲ ବ୍ୟବହାର ଦେଖାଇଥାନ୍ତି। ସେ ଜଣେ ଭଲ ଅଭିନେତ୍ରୀ ସହ ଜଣେ ଭଲ ମଣିଷ ମଧ୍ୟ।
୭- ସପ୍ତମ ରେ ହେଉଛନ୍ତି ମଲାଇକା ଆରୋଡା। ତେବେ ଅଭିନେତ୍ରୀ ମଲାଇକା ଆରୋଡା ନିଜ ଘର ର ସବୁ ମହିଳା ଚାକର ହିଁ ରଖିଛନ୍ତି । ସବୁ ମହିଳା ଚାକର ମାନେ ବୟସ୍କ ଅଟନ୍ତି। ମଲାଇକା ଆରୋଡା ଏହା କହିଛନ୍ତି କି ତାଙ୍କ ଘର ର ଚାକର ମାନେ ତାଙ୍କ ନିଜ ପରିବାର ସଦସ୍ୟ ପରି ତାଙ୍କ ର ସବୁ କେୟାର ନେଇଥାନ୍ତି। ଏବଂ ସେହି ଘର ର ଚାକର ଙ୍କ ର ମେଡିକାଲ ଖର୍ଚ୍ଚ ସବୁ ମଲାଇକା ଆରୋଡା ହିଁ ଦେଇଥାନ୍ତି।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।