ଯେତେବେଳେ ନିଜ ବାପାଙ୍କୁ ବଞ୍ଚେଇବା ପାଇଁ Amitabh Bacchan ଙ୍କ ପାଦ ତଳେ ପଡି ଯାଇଥିଲେ kareena, ଭୋ-ଭୋ ହେଇ କାନ୍ଦିବାକୁ ଲାଗିଥିଲେ, ଜାଣନ୍ତୁ ତା’ ପରେ କଣ ହେଲା ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ବଲିଉଡ ଅଭିନେତ୍ରୀ ଜଣକ ହେଉଛନ୍ତି କରିନା କପୁର ଖାନ । ଆପଣ ମାନେ ସମସ୍ତେ କରିନା କପୁରଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ନିଜ ଦମଦାର ଅଭିନୟ ପାଇଁ କରିନା ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କରିନା କପୁର ଓ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଜଡିତ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଏହି ଖବର ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି ଓ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଆପଣ ମାନେ ସମସ୍ତେ କରିନା କପୁରଙ୍କ ବାପା ରଣଧୀର କପୁରଙ୍କୁ ନିଶ୍ଚୟ ଜାଣି ଥିବେ । ରଣଧୀର କପୁର ଓ ଅମିତାଭ ବଚ୍ଚନ ବଲିଉଡ ଫିଲ୍ମ ‘ପୁକାର’ରେ ଏକା ସହ କାମ କରିଥିଲେ । ଫିଲ୍ମର ସୁଟିଙ୍ଗ ସମୟରେ କରିନା ନିଜ ବାପାଙ୍କ ସହ ସେଟକୁ ଯାଇଥିଲେ । ସେହି ସମୟରେ କରିନା ବହୁତ ଛୋଟ ଥିଲେ । ସେହି ଦିନରେ ରଣଧୀର ଓ ଅମିତାଭଙ୍କ ମଧ୍ୟରେ ଏକ ଫାଇଟ ସିନ ସୁଟ ହେବାର ଥିଲା ।

ସେହି ସିନର ସୁଟିଙ୍ଗରେ ଅମିତାଭ, ରଣଧୀରଙ୍କୁ ଜୋର ଜୋର ସେ ମାରିବାକୁ ଲାଗିଲେ । ବନ୍ଧୁଗଣ ସେହି ସମୟରେ କରିନା ଅମିତାଭ ବଚ୍ଚନଙ୍କ ପାଦ ତଳେ ପଡି ବହୁତ କାନ୍ଦି ଥିଲେ ଓ କହିଥିଲେ ‘ପ୍ଳିଜ ମୋ ବାପାଙ୍କୁ ମାର ନାହିଁ’ । କରିନାଙ୍କୁ ଦେଖି ସେଟରେ ଥିବା ସମସ୍ତ ଲୋକ ହସିବାକୁ ଲାଗିଲେ ଓ ଅମିତାଭ ବଚ୍ଚନ ତାଙ୍କୁ କୋଳରେ ଉଠାଇ ନେଲେ ।

ସେହି ସମୟରେ କରିନାଙ୍କ ପାଦରେ ଆଘାତ ଲାଗିଥିଲା ଓ ଅମିତାଭ ନିଜେ କରିନାଙ୍କ ଗୋଡରେ ମଲମ ଲଗାଇ ଦେଲେ । ଏହି ଘଟଣା ସହ ଜଡିତ ଏକ ଫଟୋ ମଧ୍ୟ ଅମିତାବ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଯେଉଁଥିରେ ଅମିତାଭ ଛୋଟ କରିନାଙ୍କ ପାଦରେ ମଲମ ଲଗାଉ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ କରିନା କପୁର ଆଗାମୀ ସମୟରେ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ବଲିଉଡ କାରିୟରର ଆରମ୍ଭ କରିଥିଲେ ।

ଏହି ଦୁଇଜଣ ବଲିଉଡ ଫିଲ୍ମ ‘ରେଫ୍ଯୁଜି’ରେ ଏକା ସହ କାମ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *