ନିଜ ବାହାଘରରେ ଜବରଦସ୍ତ ଡ୍ୟାନ୍ସ କଲେ ହିରୋଇନ Gungun, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଗୁନଗୁନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗୁନଗୁନ ନିଜ ଜବରଦସ୍ତ ଅଭିନୟର ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆସିବା ଦିନରୁ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋସ ଓ ଭିଡିଓ ଅପଲୋଡ କରନ୍ତି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ଗୁନଗୁନ ବହୁତ ଚର୍ଚାରେ ରୁହନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଗୁନଗୁନ ଆଜି ବିବାହ କରିବାକୁ ଯାଉଛନ୍ତି । ଗତ ଦୁଇ ଦିନ ତଳେ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମେହେନ୍ଦି ଫଟୋ ଅପଲୋଡ କରି ସମସ୍ତଙ୍କୁ ନିଜ ବିବାହ ସମ୍ବନ୍ଧରେ ସୂଚନା ଦେଇଥିଲେ । ମେହେନ୍ଦି ପରେ ଗୁନଗୁନଙ୍କର ନିର୍ବନ୍ଧ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ନିର୍ବନ୍ଧରେ ତାଙ୍କ ସ୍ଵାମୀ ଆଣ୍ଠେଇକି ଗୁନଗୁନଙ୍କୁ ପ୍ରପୋଜ୍ କରିଥିଲେ ।

ତେବେ ବନ୍ଧୁଗଣ ଏବେ ଗୁନଗୁନଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଡ୍ୟାନ୍ସ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଡ୍ୟାନ୍ସ ଭିଡିଓ ବିଷୟରେ । ଗୁନଗୁନଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିରେ କେତେକ ଦିଗଜ କଳାକାର ମାନେ ଯୋଗ ଦେଇଛନ୍ତି ।

ଏହି ଡ୍ୟାନ୍ସ ଭିଡିଓଟି ହେଉଛି ତାଙ୍କ ବିବାହର ଯେଉଁଥିରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଗୁନଗୁନ ନିଜ ବିବାହ ପାଇଁ ବହୁତ ଅଧିକ ଖୁସି ଅଛନ୍ତି । ସାଧାରଣତଃ ଓଡିଆ କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ଗୁନଗୁନଙ୍କ ପୂର୍ବରୁ ଓଡିଆ ଅଭିନେତ୍ରୀ ସୋମାଲିନ୍ ମଧ୍ୟ ଗତ କିଛି ଦିନ ତଳେ ନିଜ ପୁରୁଷ ବନ୍ଧୁ ନିଶୀଥଙ୍କ ସହ ବିବାହ କରିଛନ୍ତି । ସୋମାଲିନ୍ ଙ୍କ ପରେ ଏବେ ଗୁନଗୁନ ବିବାହ କରି ସମସ୍ତ ସ୍ଥାନରେ ଚର୍ଚାରେ ଅଛନ୍ତି । ଏହି ଡ୍ୟାନ୍ସ ଭିଡିଓଟି ଗୁନଗୁନଙ୍କ ଫ୍ୟାନ୍ସ ମାନଙ୍କୁ ବେସ ଅଧିକ ପସନ୍ଦ ଆସିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୁନଗୁନଙ୍କ ଏହି ଡ୍ୟାନ୍ସ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *