ନିଜ ବାହାଘର ର ମିଛ ପ୍ରଚାରକୁ ନେଇ ଅଭାଷା ରେ ଏମିତି ଗାଳି ଦେଲେ ଅଭିନେତ୍ରୀ Rani Panda, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ରାଣୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ତେବେ ବନ୍ଧୁଗଣ ରାଣୀ ଅଧିକାଂଶ ସମୟ କେତେକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ରାଣୀ ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ରାନୀଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ରାନୀ ଏହି ଭିଡିଓରେ କହିଛନ୍ତି-‘ସୋସିଆଲ ମିଡିଆରେ ମୁଁ ଗତ କିଛି ଦିନ ତଳେ ଏକ ପୋଷ୍ଟ କରିଥିଲି ଆଉ ଏକ ଷ୍ଟାଟସ ବି ଦେଇଥିଲି । କିନ୍ତୁ ସେ ଷ୍ଟାଟସକୁ ନ ଦେଖି ଷ୍ଟାଟସକୁ ନ ପଢି କେତେକ ଗଲୁଆ, ଛତରଖିଆ କିଛି ଗଣମାଧ୍ୟମ ରାନୀ ପଣ୍ଡାକୁ ବିକ୍ରି କରି ତାଙ୍କ ବଉଁଶ ଚଳୁ ଛନ୍ତି । ସେ ୟୁଟ୍ୟୁବର ଯେଉଁ ସବୁ ଚ୍ୟାନେଲ କରିଛନ୍ତି ସେମାନେ ଲେଖିଛନ୍ତି ରାନୀ ପଣ୍ଡା ବାହା ହେଇଛି ।

ତମେ ଦେଖିଥିଲ ରାନୀ ପଣ୍ଡା ବାହା ହେଇଛି ମିଡିଆରେ ହାଇ ଲାଇଟ କରିଦେଇଛ । ମୁଁ ହାର୍ଡ ହାର୍ଡ କଥା କହିବି ପୁରା ଜାଗା ମୁଣ୍ଡରେ ବାଜିବ । ତମ ମାନଙ୍କ ମୁହଁକୁ ଟିକେ ଲଜ୍ୟା ନାହିଁ । ମୁଁ ଏତେ ତମ ମାନଙ୍କୁ ଗାଳି କରୁଛି ତା ପରେ ବି ତମେ ମାନେ ବିନା କାରଣରେ ମୋତେ ବଦନାମ କରୁଛ । ନିଜର ପବ୍ଲିସିଟି କରିବା ପାଇଁ ନିଜର ଟିଆରପି ବଢେଇବା ପାଇଁ ।

ତମେ ମାନେ ଦେଖିଥିଲ ମୁଁ ବାହା ହେଇଥିଲି । ମୁଁ ଆଜି ସାରା ଓଡିଶା ବାସୀଙ୍କୁ କ୍ଲିୟରକଟ କରିଦେଉଛି ଯେ, ନାହିଁ ଆଜ୍ଞା ରାନୀ ପଣ୍ଡା କେବଳ ଫଟୋ ଉଠାଇ ଛାଡି ଥିଲା ଗୋଟେ ଭିଡିଓ କରିଥିଲା ଗୋଟେ ଖୁସିରେ । ମୁଁ ବାହା ହେଇନି କି ହେବିନି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାନୀ ନିଜ ମନର କଥା କହିଛନ୍ତି । ରାନୀଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *