ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅସଲ ଜୀବନରେ ବହୁତ ଗର୍ବୀ ଅଟନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ହୀନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ହୀନା ଖାନ । ହୀନା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଅସଲ ଜୀବନରେ ହୀନା ବହୁତ ଗର୍ବୀ ଅଟନ୍ତି । ହିନ୍ଦୀ ଟିଭି ସିରିଏଲ ‘ୟେ ରିସତା କ୍ୟା କେହେଲାତା ହେ’ର ସୁଟିଙ୍ଗ ସମୟରେ ହୀନା କହିଥିଲେ ସେ ଏହି ସୋ କରି ଥକି ଯାଇଛନ୍ତି । ସେ ଏହି ସୋଟି ଛାଡି ଦେଲେ ବିଗବସରେ ବି ସେ ଅନେକ ଝଗଡା କରିଛନ୍ତି ।
ଅଙ୍କିତା ଲୋଖଣ୍ଡେ- ଅଙ୍କିତା ଟିଭି ଇଣ୍ଡଷ୍ଟ୍ରିରେ ଗୋଟିଏ ସୋ କରିଛନ୍ତି ଯାହା ବନ୍ଦ ହୋଇସାରିଛି ଏହି ସୋଟି ହେଉଛି ‘ପବିତ୍ର ରିସତା’ । ଏହି ସୋ କରି ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ହେଲେ ଏହି ସୋର ଅଭିନେତ୍ରୀ ଆଶା ନେଗୀଙ୍କ ସହ ଅଙ୍କିତାଙ୍କ ବିବାଦ ହୋଇଥିଲା । ଯାହାଫଳରେ ଆଶା ଏହି ସୋକୁ ଛାଡି ଦେଇଥିଲେ । ଅସଲ ଜୀବନରେ ଅଙ୍କିତା ବହୁତ ଗର୍ବୀ ଅଟନ୍ତି ।
ନିଆ ଶର୍ମା- ବନ୍ଧୁଗଣ ନିଆ ଶର୍ମା ନିଜ ହଟ୍ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଆ ସବୁଠାରୁ ଅଧିକ ଲୋକପ୍ରିୟତା ‘ଜମାଇ ରାଜା’ ସିରିଏଲ କରି ହାସଲ କରିଥିଲେ । ଏହି ସୋରେ ନିଆ ଓ ଅଭିନେତା ରବି ଦୁବେଙ୍କ ମଧ୍ୟରେ ବହୁତ ଥର କଳହ ହୋଇଥିଲା । ନିୟା ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ନିୟା ମଧ୍ୟ ବହୁତ ଗର୍ବୀ ଓ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ସେ କଥା କଥାରେ କଳାକାର ମାନଙ୍କ ଉପରେ ଚିଲାଇ ଥାନ୍ତି । ସେଥିପାଇଁ ଲୋକମାନେ ନିୟାଙ୍କ ସାମ୍ନାରେ କୌଣସି ଭୁଲ କରିନଥାନ୍ତି ।
ସାଇନି ଜୋଷି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ସାଇନି ଜୋଷି । ସାଇନି ଜୋଷି ଲୋକପ୍ରିୟ ସିରିଏଲ ‘ରାଧେ କ୍ରୀଷ୍ଣା’ରେ ଅଭିନୟ କରିଛନ୍ତି । ହେଲେ ତାଙ୍କ ବ୍ୟାଡ ବିହେବୀୟର ପାଇଁ ତାଙ୍କୁ ମୁଖ୍ୟ ଭୂମିକାରେ ରଖାଯାଉ ନଥିଲା ।
ଉରଫି ଜାଭେଦ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଉରଫି ଜାଭେଦ । ଉରଫି ସୋସିଆଲ ମିଡିଆରେ ନିଜ ବୋଲ୍ଟ ଅବତାର ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଉରଫି ନିଜ କୋଷ୍ଟାର ପାରସଙ୍କ ସହ ରିଲେସନରେ ରହିଥିଲେ ହେଲେ ଅସଲ ଜୀବନରେ ଉରଫି ବହୁତ ଗର୍ବୀ ଥିବାରୁ ପାରସ ତାଙ୍କ ଠାରୁ ଅଲଗା ହୋଇଗଲେ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।