ଭୁଲରେ ବି ନିଜ ବେଡ୍ ରୁମ୍ ରେ ଏମିତି ଲଗାନ୍ତୁ ନାହିଁ ଦପର୍ଣ ! ନଚେତ ଘଟିପାରେ ଭୟଙ୍କର ବିପଦ !

ବନ୍ଧୁଗଣ ଆମେ ଆମ ଆଖି ସାହାଜ୍ଯରେ ଦୁନିଆକୁ ଦେଖିପାରିଥାଉ । ହେଲେ ଆମ ଆଖି ସାହାଜ୍ଯରେ ନିଜେ ନିଜକୁ ସଂପୂର୍ଣ୍ଣ ରୂପେ ଦେଖିପାରିନଥାଉ । ତେବେ ନିଜକୁ ସଂପୂର୍ଣ୍ଣ ରୂପେ ଦେଖିବା ପାଇଁ ଆମେମାନେ ଆଇନା ଆଣି ନିଜ ଘରେ ଲଗାଇଥାଉ । ତେବେ ବନ୍ଧୁଗଣ ପ୍ରତ୍ଯେକଙ୍କ ଘରେ ଘରେ ଆଇନା ନିଶ୍ଚୟ ରହିଥାଏ । ଆଇନା ବା ଦର୍ପଣ ଆମ ନୀତିଦିନିଆ ଜୀବନରେ ଅତି ବ୍ୟବହାର୍ଜ୍ୟ ବସ୍ତୁ ପାଲଟିଯାଇଛି। ହେଲେ ଯେଉଁ ମାନେ ଘରେ ସବୁ ଅଇନା ରଖିଛନ୍ତି ।

ସେମାନଙ୍କୁ ଅଇନା ସହ ଜଡିତ କିଛି ବାସ୍ତୁ ନିୟମର ମଧ୍ୟ ପାଳନ କରିବାକୁ ପଡିଥାଏ । ଯାହା ଦ୍ଵାରା ସେମାନଙ୍କ ଉପରେ କୌଣସି ବି କୁପ୍ରଭାବ ପଡିନଥାଏ । ତେଣୁ ଘରେ ବାସ୍ତୁ ଅନୁସାରେ ଦର୍ପଣକୁ ସଠିକ ସ୍ଥାନ ତଥା ଦିଗରେ ଲଗାଇବା ଉଚିତ । କାରଣ ନକରାତ୍ମକ ଊର୍ଜାର ସାମ୍ନାରେ ରଖାଯାଇଥିବା ଦର୍ପଣ ସେହି ଊର୍ଜାକୁ ନିଜ ମଧ୍ୟରେ ସମର୍ପି ଦେଇଥାଏ । ଖରାପ ଶକ୍ତିର ପ୍ରଭାବରୁ ଆମ ମାନଙ୍କୁ ବଞ୍ଚାଇଥାଏ ।

ହେଲେ ଯଦି ଆଇନାକୁ ସକାରାତ୍ମକ ଊର୍ଜାରେ ରଖିଦିଆଯାଇଥାଏ । ତେବେ ତାହା ଘରର ସମସ୍ତ ସକାରାତ୍ମକ ଊର୍ଜାକୁ ନିଜ ଭିତରେ ସମର୍ପିତ କରିଦେଇଥାଏ । ତେବେ ଆଇନାକୁ ରଖିବାର ସଠିକ ସ୍ଥାନ ବିଷୟରେ ଜାଣି ରଖନ୍ତୁ । ତେବେ ଆଇନାକୁ ନିଜ ଘରର ବେଡ୍ ରୁମ୍ ଭିତରେ ରଖିବା ଉଚିତ ହୋଇନଥାଏ । କାରଣ ଯେତେବେଳେ ଆମେ ଶୋଇଥାଉ । ଆମ ସଂପୂର୍ଣ୍ଣ ଶରୀର ଆଇନାରେ ଦେଖାଯାଇଥାଏ ।

 

ଯାହା ବ୍ୟକ୍ତିର ଶରୀରରେ ଥିବା ସମସ୍ତ ସକାରାତ୍ମକ ଊର୍ଜା ଆଇନା ନିଜ ଭିତରକୁ ଟାଣିନେଇଥାଏ । ଯାହା ଦ୍ଵାରା ସେହି ଘରେ ରହୁଥିବା ବ୍ୟକ୍ତିର ସ୍ଵାସ୍ଥ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ମଧ୍ୟ ବେଡ୍ ରୁମରେ ଆଇନାକୁ ରଖିଥାନ୍ତି । ତେବେ ଶୋଇବା ସମୟରେ ଆଇନା ଉପରେ ଏକ ଦର୍ପଣ ଘୋଡାଇ ରଖିବା ନିହାତି ଉଚିତ ।

କାରଣ ରାତି ସମୟରେ ବେଡରେ ଶୋଉଥିବା ବ୍ୟକ୍ତି ଆଇନାର କାଚରେ ଦେଖାଯାଇଥାଏ । ଯାହାକି ବହୁତ ଅଶୁଭ ହୋଇଥାଏ । ତେବେ ଆଇନାରୁ ଲଗାତର ଭାବେ ବାହାରୁଥିବା କିରଣ କୌଣସି ବ୍ୟକ୍ତିର ଶରୀରରେ ଅଧିକ ସମୟ ପଡି ରହିବା ଉଚିତ ନୁହେଁ । ଏହା ବ୍ୟକ୍ତିକୁ ଦୁର୍ବଳ କରିଦେଇଥାଏ । ଯାହା ବ୍ୟକ୍ତିକୁ ସାଂଘାତିକ ବେମାରୀ ଆଡକୁ ମଧ୍ୟ ନେଇଯାଇଥାଏ ।

 

ତେଣୁ ନିଜ ବେଡରୁମରେ ଅଇନା ରଖୁଥିଲେ ରାତ୍ରି ସମୟରେ ସେଥିରେ ଦର୍ପଣ ଘୋଡାଇ ନିହାତି ରଖନ୍ତୁ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ନିହାତି ଭାବେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *