Niharika ଙ୍କ Performance ରେ ଖୁସି ହୋଇ ଗୁରୁ ଶାଶ୍ୱତ & Sritam ନିଜ ଆସନରୁ ଉଠି ଆସି ନାଚିଲେ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଅନେକ ଲୋକ ଫେମସ ହେବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ଦ୍ଵାରା ଫେମସ ହୋଇପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ ।

ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଆପଣ ମାନେ ସମସ୍ତେ ସିଦ୍ଧାର୍ଥ ଟିଭିର ରିଆଲିଟି ସୋ ‘ଦେବଦାସୀ’ ନିଶ୍ଚୟ ଦେଖିଥିବେ । ଏହି ରିଆଲିଟି ସୋରେ ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଏହି ସୋରେ ଅନେକ ଯୁବତୀ ଆସି ନିଜ ନୃତ୍ୟ ପଦର୍ଶନ କରୁଛନ୍ତି ଆଉ ସେଥିମଧ୍ୟରୁ ଜଣେ ହେଉଛନ୍ତି ନିହାରିକା ।

ଆପଣ ମାନେ ସମସ୍ତେ ନିହାରିକାଙ୍କ ଜବରଦସ୍ତ ନୃତ୍ୟ ପଦର୍ଶନ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ନିହାରିକାଙ୍କ ଏକ ନୃତ୍ୟ ପଦର୍ଶନ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ନିହାରିକା ଜଜ୍ ମାନଙ୍କ ସାମ୍ନାରେ ନୃତ୍ୟ ପଦର୍ଶନ କରୁଛନ୍ତି । ଏହି ସୋରେ ଶାଶ୍ଵତ ଓ ସୃତମ ଜଜ୍ ରୂପେ ନଜର ଆସୁଛନ୍ତି । ତେବେ ନିହାରିକାଙ୍କ ଜବରଦସ୍ତ ନାଚ ଦେଖି ଉଭୟ ଶ୍ଵାସତ ଓ ଶ୍ରିତମ ସ୍ଟେଜ ଉପରକୁ ଆସି ଡ୍ୟାନ୍ସ କରିଛନ୍ତି ।

ପ୍ରଥମେ ଶ୍ରିତମ ଓ ଶାଶ୍ଵତ ନିହାରିକାଙ୍କ ଡ୍ୟାନ୍ସ ଦେଖି ପ୍ରଶଂସା କରିଲେ ଓ ତା ପରେ ଉଭୟ ଜଜ୍ ସ୍ଟେଜ ଉପରକୁ ଆସି ନିହାରିକାଙ୍କ ସହ ନାଚିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *