ନବୀନ ନିବାସରେ CM Naveen Patnaik ଙ୍କୁ ଭେଟିଲେ Sura ଓ ତାଙ୍କ ପୁଅ, ରହିଛି ଏହି ବଡ କାରଣ…

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ନିଜ କୁନି ଛୁଆକୁ କୋଳଇ ଛନ୍ତି ଆଉ ନିଜ ସ୍ଵାମୀଙ୍କ ବିଷୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହି ଭିଡିଓକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଯୁବତୀ ଜଣକ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି, ମୋତେ ସବୁଦିନ ମାରୁଛି ଭାଉଜ ସହ ସମ୍ପର୍କ ରଖୁଛି ମୁଁ ବାରଣ କରିବାରୁ ମୋତେ ସବୁବେଳେ ମାରୁଛି । ଏମିତି କି ମାରି ମାରି ମୋ ଦେହ ହାତ ଫଟେଇ ଦେଲାଣି । ହଁ ଦର୍ଶକ ବନ୍ଧୁ ଶେଷରେ ନିର୍ଯାତନା ସହି ନପାରି ଥାନାର ଦ୍ଵାରସ୍ଥ ହୋଇଛନ୍ତି ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଟ ବେରଣା ଗାଁରେ ।

ସୂଚନା ଅନୁସାରେ ପାଟ ବେରଣା ଗାଁର କାଶୀନାଥ ବେହେରା ସାଗର ଗାଁର ପୁଷ୍ପଳତା ବେହରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ଵାମୀ କାଶୀନାଥ ସ୍ତ୍ରୀ ଉପରେ ନିର୍ଯାତନା କରିବା ଆରମ୍ଭ କରିଥିଲେ । ପୂର୍ବରୁ ମଧ୍ୟ ପୁଷ୍ପଳତା ରଣପୁର ଥାନାର ଦ୍ଵାରସ୍ଥ ହୋଇଥିଲେ ପୋଲିସ ହସ୍ତକ୍ଷେପ କରି ଉଭୟଙ୍କ ମଧ୍ୟରେ ଆପଶ ବୁଝାବଣା କରିଥିଲା ଫଳରେ ତାଙ୍କର ସଂସାର ଠିକ ଠାକ ଚାଲି ଥିଲା ।

କିଛି ଦିନ ପରେ ପୁଣି କାଶୀନାଥ ନିର୍ଯାତନା ଆରମ୍ଭ କରିଥିଲେ । ତେବେ ଏନେଇ ପୁଣି ପୁଷ୍ପାଲତା ଥାନାର ଦ୍ଵାରସ୍ଥ ହୋଇଛନ୍ତି । ପୁଷ୍ପାଲତାଙ୍କ କହିବା ମୁତାବକ ତାଙ୍କ ସ୍ଵାମୀ ତାଙ୍କ ଭାଉଜଙ୍କ ସହ ଖରାପ ସମ୍ପର୍କ ରଖିଛନ୍ତି । ସେ ସବୁବେଳେ ତାଙ୍କ ଭାଉଜଙ୍କ ସହ ଶୋଉଛନ୍ତି ଯଦି ପୁଷ୍ପାଲତା ଏନେଇ ତାଙ୍କୁ ବାରଣ କରୁଛନ୍ତି ତା ହେଲେ ସେ ପୁଷ୍ପାଲତାଙ୍କୁ ନିର୍ଯାତନା ଦେଉଛନ୍ତି ।

କେବଳ କାଶୀନାଥ ନୁହେଁ ଆଜ୍ଞା ପୁଷ୍ପାଲତାଙ୍କୁ ତାଙ୍କ ଶଶୁର ଘରର ସମସ୍ତ ଲୋକ ନିର୍ଯାତନା ଦେଉଛନ୍ତି ଏବଂ ମାରପିଟ କରୁଛନ୍ତି । ଏନେଇ ପୁଷ୍ପାଲତା ଗଣମାଧ୍ୟମ ଆଗରେ ନିଜର ବୟାନ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *