ମୁଖ୍ୟମନ୍ତ୍ରୀ Naveen Pattnaik ଙ୍କୁ ବହୁତ ଭଲ ପାଆନ୍ତି Bollywood ସିଙ୍ଗର Udit Narayan, ଗୀତରେ ଗୀତରେ ନବୀନଙ୍କ ପାଇଁ କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର ,ବନ୍ଧୁଗଣ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଜଣାଶୁଣା ମନ୍ତ୍ରୀ ଅଟନ୍ତି । । ସେ ହେଉଛନ୍ତି ବିଜୁ ଜନତା ଦଳର ସର୍ବୋଚ୍ଚ ନେତା । ତାଙ୍କର ଯେତେ ପ୍ରଶଂସା କରିଲେ ମଧ୍ୟ ତାହା କମ ହେବ । ତାଙ୍କ ଦ୍ୱାରା ନିଆ ଯାଇଥିବା ପ୍ରତ୍ୟେକ ପଦକ୍ଷେପ ଲୋକ ମାନଙ୍କୁ ନୂତନ ଆଶା ର ସଞ୍ଚାର ଦେଇଛି । ଗରିବ ବ୍ୟକ୍ତି ଙ୍କ ପାଇଁ ସେ ସାକ୍ଷାତ ଭଗବାନ ଅଟନ୍ତି । ଗରିବ ବ୍ୟକ୍ତି ମାନଙ୍କ ପାଇଁ ସେ ବିଭିନ୍ନ ପ୍ରକାର ଯୋଜନା ଗୁଡ଼ିକ ବନାଇଛନ୍ତି ।

ଯାହାଦ୍ୱାରା କୌଣସି ବ୍ୟକ୍ତି ଭୋକ ଉପାସ ରେ ନିଜର ଜୀବନ ବିତାଉ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଉଚ୍ଚକୋଟୀର ରାଜନୀତିଜ୍ଞ ଅଟନ୍ତି । ଜଣେ ଭଲ ରାଜନୀତିଜ୍ଞ ହେବା ସହିତ ତାଙ୍କ ମନରେ ମାନବିକତା ମଧ୍ୟ ଜୀବିତ ରହିଛି । ଏହି କାରଣରୁ ବଡ଼ ବଡ଼ କଳାକାର ମଧ୍ୟ ତାଙ୍କ ଫାନ୍ ଅଟନ୍ତି । ତେବେ ନିକଟରେ ବଲିଉଡ ର ପ୍ରଖ୍ୟାତ ଗାୟକ ଉଦିତ ନାରାୟଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଶଂସା କରିଥିଲେ ଏବଂ ତାଙ୍କ ଉଦ୍ଦେଶ୍ୟ ରେ ଏକ ସଂଗୀତ ରେ କଣ୍ଠଦାନ କରିଛନ୍ତି ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।ବନ୍ଧୁଗଣ କଣ୍ଠଶିଳ୍ପୀ ଉଦିତ ନାରାୟଣ ଙ୍କ ମୁହଁରେ ଶୁଣିବାକୁ ମିଳିଛି ନବୀନ ପଟ୍ଟନାୟକ ଙ୍କ ପ୍ରଶଂସା । ସେ କହିଛନ୍ତି ଯେ, ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହେଲେ ନମ୍ବର ୧ ମୁଖ୍ୟମନ୍ତ୍ରୀ ।  ତାଙ୍କ ଉଦ୍ଦେଶ୍ୟ ରେ ଏକ ଗୀତ ଗାଇ ଥିବାରୁ ସେ ସ୍ୱୟଂ କୁ ଧନ୍ୟମନେ କରିଛନ୍ତି ।

ଏହି ସଙ୍ଗୀତ ର ମ୍ୟୁଜିକ ଡ଼ାଇରେକ୍ଟର ହେଉଛନ୍ତି ଜାପାନୀ ଭାଇ ଏବଂ ଗୀତକାର ଅଟନ୍ତି ତପୁ ନାୟକ । ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଏଭଳି ଏକ ସୁନ୍ଦର ଗୀତ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଆମ ମୁଖ୍ୟମନ୍ତ୍ରୀ କେତେ ମାତ୍ରାରେ ଲୋକପ୍ରିୟ ଏବଂ ନିର୍ମଳ ଓ ସ୍ୱଚ୍ଛ ହୃଦୟ ର ଅଟନ୍ତି ଏହି ସମସ୍ତ କଥା ସେଥିରେ ବର୍ଣ୍ଣନା କରାଯାଇଛି । ଏହି ସଙ୍ଗୀତ ରେ କଣ୍ଠଦାନ କରିଛନ୍ତି ବିଖ୍ୟାତ କଣ୍ଠଶିଳ୍ପୀ ଉଦିତ ନାରାୟଣ । ତାଙ୍କ ସୁମଧୁର କଣ୍ଠ ଏହି ସଙ୍ଗୀତ ର ସୌନ୍ଦର୍ଯ୍ୟ ଆହୁରି ଅଧିକ ମାତ୍ରାରେ ବୃଦ୍ଧି କରିଛି ।

 

ସମସ୍ତ ଓଡ଼ିଶା ବାସୀ ଏହି ସଙ୍ଗୀତ ର ଅପେକ୍ଷା ରେ ଅଛନ୍ତି ଏବଂ ନିଜର ଉତ୍କଣ୍ଠା ଜାରି ରଖିଛନ୍ତି । ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫାନ୍ ଥିବେ ଏବଂ ତାଙ୍କ ଉଦ୍ଦେଶ୍ୟ ରେ ହେବାକୁ ଥିବା ସଙ୍ଗୀତ ର ଅପେକ୍ଷା ରେ ଥିବେ । ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ତେଣୁ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *