Naveen Pattnayak ଙ୍କ ପଛରେ ବସି Kartik Pandiyan ପ୍ରକୃତରେ ଗୋଡ଼ରେ କରୁଥିଲେ କ’ଣ ?

ନବୀନଙ୍କ ପଛରେ ବସି କାର୍ତ୍ତିକ ଗୋଡରେ କଣ କରୁଥିଲେ ? ତେବେ ବିଜେଡି ପକ୍ଷରୁ ଆୟୋଜିତ ଏକ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଭିକେ ପାଣ୍ଡିୟାନ ଓ ଅନ୍ୟାନ୍ୟ ନେତା ଓ କର୍ମକର୍ତ୍ତା ମାନେ ବସିଥିଲେ । ନବୀନ ପଟ୍ଟନାୟକଙ୍କ ଠିକ ପଛରେ କାର୍ତ୍ତିକ ପାଣ୍ଡିୟାନ ବସିଥିଲେ । ତେବେ ନିକଟରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ନବୀନ ପଟ୍ଟନାୟକଙ୍କ ପଛରେ ବସିଥିବା କାର୍ତ୍ତିକ ପାଣ୍ଡିୟାନ ନିଜ ଗୋଡରେ ନବୀନ ପଟ୍ଟନାୟକଙ୍କୁ ଗୋଇଠା ମାରୁଛନ୍ତି ।

ତେବେ ଭାଇରାଲ ହେଉଥିବା ଭିଡିଓରେ କେତେ ଦୂର ସତ୍ୟତା ଲୁଚି ରହିଛି ଏଠାରେ ଜାଣନ୍ତୁ । ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ପ୍ରକୃତରେ କାର୍ତ୍ତିକ ପାଣ୍ଡିୟାନ ନବୀନ ପଟ୍ଟନାୟକଙ୍କୁ ଗୋଇଠା ମାରୁନଥିଲେ । ବଂର ସେ ସ୍ଟେଜରେ ବସିବା ବେଳେ ଅନେକ ସମୟରେ ନିଜ ପାଦରୁ ସେ ଚପଲକୁ ଓହ୍ଲାଇ ରଖିଦେଇଥାନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ କାର୍ତ୍ତିକ ନିଜ ପାଦରୁ ଚପଲ କାଢି ସାଇଟରେ ରଖୁଥିଲେ ।

ହେଲେ କିଛି ବିରୋଦ୍ଧି ଲୋକ ସେହି ଭିଡିଓଟି ଅତି କଦର୍ଯ୍ୟ ଭାବେ ପରିବେଷଣ କରିଛନ୍ତି । ଯେଉଁଥିରେ ଭିଡିଓଟି କୁ ଏଭଳି ଭାବେ ଏଡିଟିଂ କରାଯାଇଛି । ଯେ ଯିଏ ଦେଖିବ ସିଏ ଭାବିବ ବୋଧ ହୁଏ । କାର୍ତ୍ତିକ ଯାହାଙ୍କୁ ନିଜର ଗୁରୁ ବୋଲି ଭାବି ସମ୍ମାନ ଦିଅନ୍ତି ବୋଲି ସବୁବେଳେ କହିଥାନ୍ତି । ସେ କିଭଳି ଭାବେ ସ୍ଟେଜରେ ବସି ପଛ ପଟୁ ନବୀନ ପଟ୍ଟନାୟକଙ୍କୁ ଗୋଇଠା ମାରିପାରିଲେ । ଉକ୍ତ ଭିଡିଓଟି କିଛି ଲୋକ ଏଡିଟିଙ୍ଗ କରି ଅତି କଦର୍ଯ୍ୟ ଭାବେ ପରିବେଷଣ କରିଛନ୍ତି ।

ସେଥିପାଇଁ ଏଭଳି କିଛି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଥିଲା । ହେଲେ ପ୍ରକୃତ ସତ୍ୟ କଣ ଆମେ ଆପଣଙ୍କ ସାମ୍ନାରେ ରଖିଲୁ । ଯେ କାର୍ତ୍ତିକ ପାଣ୍ଡିୟାନ ନବୀନ ପଟ୍ଟନାୟକଙ୍କ ପଛରେ ବସିଛନ୍ତି ସତ । ହେଲେ କାର୍ତ୍ତିକ ନିଜ ଗୋଡରେ ନବୀନଙ୍କୁ ଗୋଇଠା ମାରୁନାହାନ୍ତି । ବଂର ସେ ପାଦରୁ ଚପଲକୁ କାଢି ପାଦରେ ଚପଲକୁ ସାଇଟ କରି ରଖୁଦେଉଥିଲେ । ତେବେ ଭିକି ପାଣ୍ଡିୟାନଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କେତେ ମାତ୍ରାରେ ଭଲ ପାଇବା ଓ ସମ୍ମାନ ରହିଛି । ଏହି କଥା ବହୁ ସମୟରେ ଆମେ ମାନେ ଦେଖିବାକୁ ମଧ୍ୟ ପାଇଛୁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *