ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ହେଉଛନ୍ତି ଜଣେ ରାଜନୀତିଜ୍ଞ ଓ ସମାଜସେବୀ । ସେ ସବୁବେଳେ ନିଜ ସମାଜସେବା ଓ ନିଜ କଡା ବୟାନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ରାଜନୀତି ସହିତ ସୁର ଭାଇ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ସେ ଅନେକ ଓଡିଆ ଆଲବମ ଗୀତ ଗାଇଛନ୍ତି ଓ ଅନେକ ଆଲବମ ଗୀତରେ ଅଭିନୟ ମଧ୍ୟ କରିଛନ୍ତି ।
ତେବେ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ କିଛି ଲୋକ ଅପପ୍ରଚାର କରୁଥିବାର ଖବର ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ଏହି ଖବରକୁ ଆଖି ଆଗରେ ରଖି ସୁର ଭାଇ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ସୁର ଭାଇ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ସୁର ଭାଇଙ୍କ କହିବା ଅନୁଯାଇ-‘ମୁଁ ନବୀନ ବାବୁଙ୍କୁ କହିବାକୁ ଚାହୁଁଛି ଯଦି ତମର ପ୍ରକୃତ ହୋମ ଡିପାର୍ଟମେଣ୍ଟ ଷ୍ଟ୍ରଙ୍ଗ ଅଛି କିଏ ଏ ଗୁଲି ବାହାର କରିଛି’ । ଆଗକୁ ସେ କହିଛନ୍ତି-‘ଆପଣ ଜାଣି ନାହାନ୍ତି ଆମ ଫିଲିଙ୍ଗ । କାଲି ମୁ ଏକ ଗାଦିରେ ଅଛି ବିରାଟ ବାଲି ପାଟଣା ଏରିଆରେ ।
ହଠାତ ଗୋଟେ ଖବର ଗଲା ନବୀନ ପଟ୍ଟନାୟକ ଚାଲିଗଲେ । ଆମେ ଜିପ୍ ରେ ବସିଥାଉ ହଠାତ ମୁ ସ୍ତବ୍ଧ ହୋଇଗଲି ଆଗ ବସି ପେଇଲି । କାରଣ ଆଗେ ହେଉଛୁ ଆମେ ମ୍ୟାନ, ମଣିଷ । ଆମେ ଚାହୁଁଛୁ ନବୀନ ପଟ୍ଟନାୟକ ସେମିତି ରହୁ କାହିଁକି ଏମିତି ଗୁଜବ ଉଠିଲା’ । ଆଗକୁ ସେ କହିଛନ୍ତି-‘ଚାରି ଆଡେ ଗୋଟେ ବ୍ଯାପିଗଲା । ତା ପରେ ନବୀନ ବାବୁ ନିଜେ ରହିପାରିଲେ ନାହିଁ ନୀଳିଗରାଜଙ୍କୁ ଦର୍ଶନ କରିବାକୁ ଚାଲିଗଲେ ଭଲ କରିଛନ୍ତି ।
ନୀଳିଗରାଜ ତାଙ୍କୁ ପରମାୟ ଦିଅନ୍ତୁ । ହେଲେ ଯିଏ ଏ କଥା ବାହାର କରିଛି ତାକୁ ଶାସ୍ତି ମିଳିବା ଉଚିତ । ମଣିଷ ହିସାବରେ କଣ କାହାକୁ ଏମିତି ମାରିଦେବା ଉଚିତ । ଯିଏ ଏଇଟା ବାହାର କରିଛି ସରକାର ତାକୁ ବାହାର କରି ତାକୁ କଠୋର ଦଣ୍ଡ ଦିଅନ୍ତୁ’ । ଏହାକୁ ନେଇ ଆପଣଙ୍କ ମତ ଆମକୁ କମେନ୍ଟ କରନ୍ତୁ ଓ ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।