ନମସ୍କାର ବନ୍ଧୁଗଣ ତେବେ କାଲି ବାବୁସାନ୍ ମହାନ୍ତିଙ୍କୁ ପୁରିଛି ୩୩ ବର୍ଷ ୩୨ ବର୍ଷ ଜୀବନର ଅଭିଜ୍ଞତାକୁ ପଛରେ ପକାଇ ନୂଆ ଅଭିଜ୍ଞତା ସାଉଁଟିବା ପାଇଁ ବାବୁସାନ୍ ମହାନ୍ତି ଆଜି ସକାଳୁ ଉଠି ଗାଧେଇ ବାପା ମାଆଙ୍କୁ ଆଗେ ମୁଣ୍ଡିଆ ମାରିଛନ୍ତି କାରଣ ବାପା ମାଆ ଚଳନ୍ତି ଠାକୁର ବାପା ମାଆଙ୍କୁ ଆଜି କୁଣ୍ଢେଇ ଧରି ମହା ଆନନ୍ଦରେ ଆଜି ପ୍ରତିଶ୍ରୁତି ବି ଦେଇଛନ୍ତି ଯେ ତାଙ୍କର ଆଜି ସବୁ ଇଚ୍ଛାକୁ ସେ ପୂରଣ କରିବେ ।
ତେବେ ସେ ଏବେ ସୁନା ପିଲା ହେବେ କେବେବି ଦୃଷ୍ଟ ହେବେ ନାହିଁ ଘରକୁ ଯେବେ ସେ ଚେନ୍ନାଇରୁ ଆସିଥିଲେ ମାଆଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ ବାପାଙ୍କୁ ବି ସେ କଥା ଦେଇଥିଲେ ବାପାଙ୍କ ଦେହ ଖରାପ୍ ଆଉ ଏଭଳି ସେ କୌଣସି କାମ କରିବେ ନାହିଁ ଯାହାଦ୍ଵାରା ତାଙ୍କ ବାପା ମାଆ ତାଙ୍କ ପାଇଁ ଚିନ୍ତିତ ହେବେ ଆଜି ସେ ତାଙ୍କ ସ୍ତ୍ରୀ ତୃପ୍ତିଙ୍କୁ ଘରକୁ ନେଇ ଆସିବେ ପୁଅ ଗୁଆନ କୁ ନିଜ ହାତରେ ନେଇ ଆସିବେ ।
ତେବେ ବର୍ତ୍ତମାନ ଜେଜେବାପା ବାପା ଆଉ ନାତି ତିନିଜଣ ମିଶିକି ଖେଳିବେ ଆଉ ତାହା ସହିତ ସବୁ ସମସ୍ୟାର ସମାଧାନ ହୋଇଯିବ । ତୃପ୍ତିଙ୍କ ମଉସା ମାଉସୀଙ୍କୁ ଆଶ୍ଵାସନା ଦେବେ ବାବୁସାନ୍ ମହାନ୍ତି ଯେ ଏହି ଭୁଲ୍ ଆଉ ହେବନି ସେ ହେବେ ଜ୍ୱାଇଁ ନମ୍ବର୍ ୧ ଆଉ ସବୁ ଖୁସିକୁ ଅଜାଡ଼ି ଦେବେ ତୃପ୍ତିଙ୍କ ପାଦତଳେ ତୃପ୍ତି ତାଙ୍କ ଉପରେ ଅଭିମାନ କରିଛନ୍ତି ସତ ହେଲେ ତୃପ୍ତିଙ୍କ ପାଖରେ ରହିଛି ସୁନାର ହୃଦୟ ।
ତେବେ ସ୍ବାମୀଙ୍କୁ ସେହି ସୁନାର ହୃଦୟରେ ଆଜି କ୍ଷମା କରିଦେବେ ସ୍ଵାମୀ ଯେତେ ଆଦେ ଯେତେ ଖରାପ ହୋଇଥାନ୍ତୁ ନା କାହିଁକି ସବୁବେଳେ ସ୍ୱାମୀକୁ ପ୍ରେମ କରୁଥିବା ସ୍ତ୍ରୀଟି କ୍ଷମା ଦେଇଦିଏ ତାର ସ୍ୱାମୀକୁ ହେଲେ ତାଙ୍କ କ୍ଷମାର ପ୍ରତିଦାନ ଦେବାକୁ ପଡ଼ିବ ବାବୁସାନ୍ ମହାନ୍ତିଙ୍କୁ ଆଉ ବାବୁସାନ୍ ଆଜି ସେହି ପ୍ରତିଜ୍ଞା ହିଁ ତେବେ ତୃପ୍ତିଙ୍କୁ ଏବଂ ବାବୁସାନ୍ ଘରକୁ ଆଜି ଫେରିବେ ତାଙ୍କ ଘର ଲକ୍ଷ୍ମୀ ।
ତାଙ୍କ ଘର ଖୁସିରେ ପୁରି ଉଠିବ ବୋଲି ଶୁଣିବାକୁ ମିଳୁଛି କାରଣ ଏହାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି ପୂର୍ବ ରାତିରେ କାହିଁକିନା ଭଗଵାନ ବି ଜନ୍ମଦିନରେ ସମସ୍ତଙ୍କୁ କିଛି ନା କିଛି ଖୁସି ଦିଅନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।