ନନ୍ଦିନୀ ଦେଖାଇଲେ ପର୍ଶନାଲ ୱାଟସ ଆପ ଚାଟ, କହିଲେ ‘ଦେଖ…ଭାତ ସହିତ ଦେଇଛନ୍ତି ଆଚାର ଆଉ କହୁଛନ୍ତି…’ ଦେଖନ୍ତୁ Video ସେ କଣ କହୁଛନ୍ତି…

ବନ୍ଧୁଗଣ, ଆପଣ ମାନେ କିଛି ଦିନ ତଳେ ଘଟିଥିବା ଘଟଣା ସମ୍ବନ୍ଧରେ ବେସ ଭଲ ଭାବରେ ଜାଣିଥିବେ । ତେବେ ସୂଚନା ଅନୁଯାୟୀ ନନ୍ଦିନୀ ବଳରାମ ଙ୍କୁ ବିବାହ କରିଥିଲେ ଏବଂ ବିବାହର ୧ ଦିନ ପରେ ମନ୍ଦିର ରେ ମାନସିକ ଅଛି କହି ଶାଶୁଘରୁ ଫେରାର ହେଲେ । ଏବଂ ଏହାପରେ ମନ୍ଦିରରେ ଯାଇ ସେଠାରେ ନନ୍ଦିନୀ ର ଭେଣେଇ ତଥା ପରିବାର ଲୋକେ ସବୁ ମିଶି ବଳରାମ ଙ୍କୁ ମାଡ ମାରିଥିଲେ ବୋଲି ବଲରାମ ଙ୍କ ବାପା ଅଭିଯୋଗ କରିଥିଲେ ।

ଏହାପରେ ବର୍ତ୍ତମାନ ନନ୍ଦିନୀ ମୁହଁ ଖୋଲିଛନ୍ତି ସେ କହିଛନ୍ତି ଯେ ଯଦି ଶାଶୁଘର କହିବା ଅନୁଯାୟୀ ମୁଁ ଭି-ଡି-ଓ କଲ ରେ କଥା ହେଉଥିଲି ତେବେ ସେ ଅଟକାଇଲେ ନାହିଁ କ’ଣ ପାଇଁ ? ଏହା କଣ ସମ୍ଭବ ଗୋଟେ ଝିଅ ବିବାହ ର ଗୋଟେ ଦିନ ମଧ୍ୟ ହୋଇ ନଥିବ ଆଉ କାହା ସହ ନଗ୍ନ ଅବସ୍ଥାରେ କଥା ହେବ ? ନନ୍ଦିନୀ କିଛି ପର୍ଶନାଲ ଚାଟ ମଧ୍ୟ ଦେଖାଇଛନ୍ତି, ଏବଂ କହିଛନ୍ତି ଯେ ମୁଁ ଯେଉଁ କଥା କହୁଥିଲି ତାହା ସତ ଅଟେ ।

ସେ କହିଥିଲେ ଯେ ତାଙ୍କ ଶାଶୁ ଭାତ ସହିତ ଆଚାର ଖାଇବାକୁ ତାଙ୍କୁ ଦେଇଥିଲେ । ଏହା ସହିତ ତାଙ୍କ ୱାଟସଆପ ଚାଟ ରେ ସେ ଲେଖିଛନ୍ତି ଭାତ ଆଉ ଆଚାର ତାଙ୍କୁ ଖାଇବାକୁ ଦିଆଯାଇଅଛି । ଆଉ ଏହାପରେ ସେ ଲେଖିଛନ୍ତି ଯେ କାଲିଠାରୁ ସେ ଖାଇନାହିଁ, ଏହାପରେ ନନ୍ଦିନୀ ଲେଖିଛନ୍ତି ଯେ ମୁଁ ଯଦି ଜାଣିଥାନ୍ତି ସେ ଏମିତି ବୋଲି ତେବେ କେବେ ମଧ୍ୟ ରାଜି ହୋଇ ନଥାନ୍ତି ।

ସେ ଏହା ମଧ୍ୟ ଲେଖିଛନ୍ତି ଯେ “I Hate My Life” । ଆଉ ଲେଖିଛନ୍ତି ଯେ ସେ ତାଙ୍କର ପାସୱାର୍ଡ ଚେଞ୍ଜ କରିଦେଇଛନ୍ତି ଏବଂ ୱାଟସଆପ ରେ ଯେଉଁ ମେସେଜ କରିଥିଲେ ସେ ସବୁ କୁ ଡିଲେଟ କରିଦେବାକୁ ମଧ୍ୟ ଅନ୍ୟପଟୁ ତାଙ୍କୁ କେହି କହୁଛନ୍ତି । ଏହା ସହିତ ନନ୍ଦିନୀ କହିଛନ୍ତି ଯେ ସମସ୍ତେ ବଡ ବଡ କଥା କହୁଛନ୍ତି କିନ୍ତୁ କେଉଁ କାମକୁ ନୁହେଁ । ଏହା ସହିତ ସେ ଲେଖିଛନ୍ତି miss you ଲୋ । ଯାହାକୁ ମେସେଜ କରିଛନ୍ତି ସେ ନନ୍ଦିନୀ ର ଭଉଣୀ ବୋଲି ସେ କହିଛନ୍ତି ।

ତେବେ ଏହି ଘଟଣା କେତେ ସତ କେତେ ମିଛ ? ନନ୍ଦିନୀ ବର୍ତ୍ତମାନ କିଛି ପ୍ରମାଣ ତଥା ଫଟୋ ଦେଇଛନ୍ତି କିନ୍ତୁ ଅଜିମଧ୍ୟ ମୂଳ ପ୍ରଶ୍ନ ର ଉତ୍ତର ମିଳିନାହିଁ ଯେ ବାହାଘରର ଗୋଟିଏ ଦିନରେ କାହିଁକି ଆଡଜଷ୍ଟ ନ କରି ନନ୍ଦିନୀ ଏଭଳି ଚାଲିଗଲେ ଏବଂ ତାଙ୍କ ସ୍ଵାମୀ ଙ୍କୁ ମାଡ ମାରିବା ପଛର କାରଣ କ’ଣ ? ବର୍ତ୍ତମାନ ସୁଦ୍ଧା ମଧ୍ୟ ମୂଳକଥା ସ୍ପଷ୍ଟ ହୋଇନାହିଁ । ତେବେ ପ୍ରକୃତ ଦୋଷୀ କିଏ ତାହା ଜାଣିବା ବର୍ତ୍ତମାନ ଅପେକ୍ଷାର ବିଷୟ ପାଲଟିଛି ।

ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *