Karishma Kapoor ଓ Kajol ଙ୍କ ସମେତ ପ୍ରେମରେ ଅନ୍ଧ ହେଇ ଯାଇଥିଲେ 90 ଦଶକର ଏହି ସବୁ ହିରୋଇନ, କିନ୍ତୁ ମିଳିଲା ଧୋକା

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ଙ୍କୁ ଖୁବ ଭଲ ଭାବରେ ଜାଣିଥିବେ ଏଠି ସବୁବେଳେ କିଛି ନା କିଛି କଥା କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାଏ । ତେବେ ଏଠାରେ ଅଧିକ ସମୟ ପ୍ରେମ ଧୋକା ଏବଂ ପାଗଳାମି ର ଖବର ବହୁତ ଅଧିକ ପ୍ରଚାର ହୋଇଥାଏ । ତେବେ ବଲିଉଡରେ ନବେ ଦଶକର ଏଭଳି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଗୋଟିଏ ଅଭିନେତା ପାଇଁ ପାଗଳ ହୋଇ ଯାଇଥିଲେ ଏବଂ କିଛି ବି କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ଯାଇଥିଲେ । ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧ ପ୍ରଥମ ଅଭିନେତ୍ରୀ ହେଉଛନ୍ତି ମନୀଷା କୋଇରାଲା । ତେବେ ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ ମନୀଷା କୋଇରାଲା ନାନା ପାଟେକର ଙ୍କ ପ୍ରେମ ରେ ପଡି ଯାଇଥିଲେ । ତେବେ ତାଙ୍କ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ମଧ୍ୟ ହୋଇ ଯାଇଥିଲେ । ତେବେ ନାନା ପାଟେକର ଥିଲେ ଆଗରୁ ବିବାହିତ ଏବଂ ମନୀଷା ତାଙ୍କର ଦ୍ଵିତୀୟ ସ୍ତ୍ରୀ ହେବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ତେବେ କିନ୍ତୁ ନାନା ପାଟେକର ମନୀଷା ଙ୍କ ଏହି ସ୍ୱପ୍ନ କୁ ପୂରଣ କରିବାକୁ ଦେଇ ନଥିଲେ ।


୨ ଦ୍ଵିତୀୟ ରେ ହେଉଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ତେବେ ସୋନାଲି ହେଉଛନ୍ତି ବଲିଉଡ ର ଜଣେ ଲୋକପ୍ରିୟ ଏବଂ ସଫଳ ଅଭିନେତ୍ରୀ ତେବେ ସୋନାଲି ବଲିଉଡ ର ଅଭିନେତା ସୁନୀଲ ସେଠୀ ଙ୍କ ପ୍ରେମ ରେ ପଡି ଯାଇଥିଲେ । ତେବେ ସେ ସୁନୀଲ ଙ୍କ ପାଇଁ ନିଜ ଘର ମଧ୍ୟ ଛାଡିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । କିନ୍ତୁ ସୁନୀଲ ମଧ୍ୟ ଆଗରୁ ବାହା ହୋଇ ଯାଇଥିଲେ ଏବଂ ସୋନାଲି ଙ୍କ ଏହି ପ୍ରେମ ଅଧୁରା ରହି ଯାଇଥିଲା ।


୩ ତୃତୀୟ ଅଭିନେତ୍ରୀ ହେଉଛନ୍ତି ମାଧୁରୀ ଦୀକ୍ଷିତ । ତେବେ ବଲିଉଡ ର ଧକ ଧକ ଗାର୍ଲ ମାଧୁରୀ ଙ୍କ ନୃତ୍ୟ ପାଇଁ ସମସ୍ତେ ପାଗଳ ତେବେ ମାଧୁରୀ ମଧ୍ୟ ପ୍ରେମ ରେ ପଡି ଯାଇଥିଲେ ତେବେ ସେ ହେଉଛନ୍ତି ଅଭିନେତା ସଞ୍ଜୟ ଦତ୍ତ । ତେବେ ସେ ସଞ୍ଜୟ ଙ୍କ ପାଇଁ ପାଗଳ ଥିଲେ କିନ୍ତୁ ଯେତେବେଳେ ସଞ୍ଜୟ ଜେଲ ଯାଇଥିଲେ ତାପର ଠାରୁ ଦୁହେଁ ଅଲଗା ହୋଇ ଯାଇଥିଲେ ।


୪ ଚତୁର୍ଥ ରେ ହେଉଛନ୍ତି ରବିନା ଟଂଡନ । ତେବେ ବଲିଉଡ଼ ର ଜଣେ ସଫଳ ଅଭିନେତ୍ରୀ ଭାବରେ ରବିନା ବେଶ ପରିଚିତ । ତେବେ ରବିନା ନିଜର ସୁନ୍ଦର ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତେବେ ରବିନା ଅଭିନେତା ଅଜୟ ଙ୍କ ପ୍ରେମ ରେ ପାଗଳ ଥିଲେ କିନ୍ତୁ ସେ ଏଭଳି କିଛି କାମ କରିଦେଇ ଥିଲେ ଯାହା ପାଇଁ ତାଙ୍କ ପ୍ରେମ ଅଧା ରେ ରହି ଯାଇଥିଲା ।


୫ ପଞ୍ଚମ ରେ ହେଉଛନ୍ତି ରାଣୀ ମୁଖାର୍ଜୀ । ତେବେ ରାଣୀ ହେଉଛନ୍ତି ବଲିଉଡ ର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ । ତେବେ ରାଣୀ ଅଭିନେତା ଗୋବିନ୍ଦା ଙ୍କ ପ୍ରେମ ରେ ପଡି ଯାଇଥିଲେ ଏବଂ ଗୋବିନ୍ଦା ଙ୍କୁ ସେ ଅନେକ ଥର ପ୍ରେମ ନିବେଦନ କରିବା ସତ୍ତ୍ୱେ ସେ ରାଜି ହୋଇ ନଥିଲେ କାରଣ ସେ ଆଗରୁ ବିବାହିତ ହୋଇଯାଇ ଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *