ବନ୍ଧୁଗଣ ଦିନ ସାରା କାମ କରିବା ଦ୍ଵାରା ଶରୀରରେ ଥକାପଣ ଓ ଦୁର୍ବଳତା ଆସିଯାଏ । କିନ୍ତୁ ଏହା ଯଦି ଆପଣଙ୍କ ସହ ସବୁବେଳେ ହେଉ ଅଛି ତେବେ ତାହାକୁ ଅନାଦେଖା କରିବା କଥା ନୁହେଁ । କାରଣ ଶରୀରରେ କ୍ୟାଲସିୟମରେ ଅଭାବ ନାକେବଳ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ବରଂ ଆଜିକାଲି ଛୋଟ ପିଲାଙ୍କ ମଧ୍ୟରେ ଦେଖାଯିବାକୁ ଏହା ଲାଗିଲାଣି । ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଶରୀରରେ କେବେ କ୍ୟାଲସିୟମର ଅଭାବ ହେବ ନାହିଁ ତେବେ ଆପଣ ଭୁଲ ଭାବୁଛନ୍ତି ।
ଯଦି ଆପଣଙ୍କ ସବୁବେଳେ ଆଣ୍ଠୁ ଗଣ୍ଠିରେ ବିନ୍ଧା ହେଉଛି, ଅଣ୍ଟା ବିନ୍ଧା ହେଉଛି ଓ ଆପଣ ଅଧିକ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ବାହାରି ପାରୁ ନାହାନ୍ତି ତା ହେଲେ ଆପଣଙ୍କ ଦେହରେ କ୍ୟାଲସିୟମର ଅଭାବ ଅଛି । ତେବେ ବନ୍ଧୁଗଣ କ୍ୟାଲସିୟମ ଅଭାବ ହେବା ଦ୍ଵାରା ଭବିଷ୍ୟତରେ ଅନେକ ମାରାତ୍ମକ ରୋଗ ହୋଇପାରେ ।
ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପଚାର ନେଇ ଆସିଛୁ ଯାହାକୁ କରିବା ଦ୍ଵାରା ୯୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଏହି ଉପଚାରଟି ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ମାନେ ଅତି ସହଜରେ ନିଜ ଘର ରହି କରିପାରିବେ ।
ଏହି ଉପଚାର ପାଇଁ ଆପଣ ଏକ କପରେ ଧଳା ରାସୀ ନିଅନ୍ତୁ ଓ ଏହାକୁ ପେଶୀ ଗୁଣ୍ଡ କରିଦିଅନ୍ତୁ । ଧଳା ରାଶି ଶରୀରରେ କ୍ୟାଲସିୟମର ଅଭାବକୁ ଅତି ଶୀଘ୍ର ପୂରଣ କରିଥାଏ । ଆପଣ ମାନେ ସେହି ଧଳା ରାସୀକୁ ଗୁଣ୍ଡ କରି ଯେକୌଣସି କାଚ ଜାରରେ ରଖିପାରିବେ । ଏହା ପରେ ଆପଣ ଏକ ଗ୍ଳାସ ନର୍ମାଲ ପାଣି ନିଅନ୍ତୁ ଥଣ୍ଡା କିମ୍ବା ଗରମ ପାଣିର ଆବଶ୍ୟକତା ପଡିବ ନାହିଁ ।
ଆପଣ ମାନେ ନର୍ମାଲ ପାଣିରେ ଏକ ଚାମଚ ଧଳା ରାସୀ ଗୁଣ୍ଡ ମିଶାଇ ତାହାର ସେବନ କରନ୍ତୁ । ଏହା ସହିତ ଆପଣଙ୍କୁ ଆଉ ଗୋଟେ ଉପାୟ କରିବାକୁ ହେବ ଏହି ଉପାୟ ପାଇଁ ଆପଣଙ୍କୁ ଦରକାର ଆଲମଣ୍ଡ । ଆପଣ କିଛି ଆଲମଣ୍ଡ ନେଇ ପାଣିରେ ଭିଜେଇ ଦିଅନ୍ତୁ ଓ ଏହାକୁ ରାତି ସାରା ଭିଜେଇ ଦିଅନ୍ତୁ । ସକାଳେ ଆପଣ ଏହାର ଚୋପା ଛଡାଇ ଏକ ଗ୍ଳାସ କ୍ଷୀରରେ ଏହାକୁ ମିଶାଇ ସେବନ କରନ୍ତୁ ।
ବନ୍ଧୁଗଣ ଏହାକୁ ସେବନ କରିବା ଦ୍ଵାରା ଦିନ ସାରା ଆପଣଙ୍କୁ କେବେ ଥକା ଲାଗିବ ନାହିଁ । ତେଣୁ ଆପଣ ମାନେ ଚାହିଁଲେ ସକାଳ ସମୟରେ କ୍ଷୀର ଓ ଆଲମଣ୍ଡର ସେବନ କରିପାରିବେ ଓ ରାତିରେ ଧଳା ରାସୀ ଗୁଣ୍ଡ ସହ ପାଣିର ସେବନ । ଏହି ଦୁଇଟି ଉପଚାର କରିବା ଦ୍ଵାରା ଆପଣଙ୍କୁ ୯୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ ହେତୁ କୌଣସି ସମସ୍ୟା ହେବ ନାହିଁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।