ନବମରେ ପଢ଼ୁଥିବା ଛାତ୍ରୀର ସବୁ ସାରିଦେଲା ଟ୍ୟୁସନ ସାର, ଏବେ ଗର୍ଭବତୀ ! ଶୁଣନ୍ତୁ କଣ କହୁଛି ଏହି ଝିଅଟି…

ନବମ ଶ୍ରେଣୀରେ ପାଠ ପଢୁଥିଲା କିନ୍ତୁ ଦେଖିବାକୁ ଖୁବ ସୁନ୍ଦର ଥିଲା । ପାଠ ପଢେଇବାକୁ ମୋର ମନ ଲାଗୁ ନଥିଲା ସେଥିପାଇଁ ତ ଟ୍ୟୁସନ ସାର କହିଥିଲେ ତାକୁ ତୋର ପାଠ ପଢିବା ଦରକାର ନାହିଁ । ପରୀକ୍ଷାରେ ପାସ କରେଇବା ଦାୟିତ୍ଵ ମୋର ହେଲେ ମୁଁ ଯାହା କହିବି ସେଥିରେ ତୁ ରାଜି ହେବା ଦରକାର । ହଁ ଦର୍ଶକ ବନ୍ଧୁ ଗୁରୁ ନାଁରେ କଳଙ୍କ ଗୁରୁ ଗୁରେ ଅନ୍ଧାର ରୁରେ ଆଲୋକ ଯିଏ ଅନ୍ଧାରରୁ ଆଲୋକ ଦେଖାଏ ସେ ହେଉଛି ଗୁରୁ ।

କିନ୍ତୁ ଏ ଗୁରୁ ଗୁରୁ ନାଁରେ କଳଙ୍କ ଏ ଗୁରୁ ନବମ ଶ୍ରେଣୀର ଛାତ୍ରୀ ପେଟରେ ଛୁଆ ଦେଇଦେଇଛି । ଏ ଗୁରୁ ନବମ ଶ୍ରେଣୀର ଛାତ୍ରୀକୁ ଗର୍ଭବତୀ କରି ଦେଇଛି । ହଁ ଦର୍ଶକ ବନ୍ଧୁ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ଗୁରୁ ଦେବ ମହାଶ୍ଵେର ଆର ଯଥାର୍ଥ ପ୍ରାୟତଃ ସମସ୍ତେ ଜାଣନ୍ତି । କିନ୍ତୁ ବର୍ତ୍ତମାନ ଗୁରୁ ଶବ୍ଦର ଅର୍ଥ ବଦଳି ଯାଇଛି ଗୁରୁ ରା-କ୍ଷା-ଶ ପାଲଟି ଯାଇଛି । ଭଲ କରି ଦେଖି ଦିଅନ୍ତୁ ଏ ଧବ ଧବଳିଆ ଚେହେରାକୁ ଯିଏ ସ-ଇ-ତା-ନ ସାଜି ଯାଇଛି ।

ଝିଅ ବୟସର ଝିଅ ଟିକୁ ଦ-ଉଷ୍କ-ଅର୍ମ କରିଛି ଏ ରାକ୍ଷାଶ । ଦ-ଉଷ୍କ-ଅର୍ମ କରି ଝିଅକୁ ଗର୍ଭବତୀ କରି ଦେଇଛି । ହଁ ଦର୍ଶକ ବନ୍ଧୁ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଠାକୁର ମୁଣ୍ଡା ବ୍ଲକ ଅଞ୍ଚଳରେ । ଏଠାରେ ଥିବା ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତ ଜଡିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ସମୟ କ୍ରମେ ସେ ନିଜ ଘରେ କିଛି ପିଲାଙ୍କୁ ନେଇ ଟ୍ୟୁସନ ଆରମ୍ଭ କରିଥିଲେ ।

ହେଲେ ପାଠ ପଢାଉ ପଢାଉ ନବମ ଶ୍ରେଣୀ ଛାତ୍ରୀକୁ ଗର୍ଭବତୀ କରିଦେଲେ । ନାବାଳିକାକୁ ପରୀକ୍ଷାରେ ପାସ କରେଇଦେବାକୁ ବିଭିନ୍ନ ପ୍ରଲୋଭନ ଏବଂ ଧମକ ଚମକ ଦେଇ ଦ-ଉଷ୍କ-ଅର୍ମ କରିଥିବା ଅଭିଯୋଗ ହୋଇଛି । ନିଜେ ନାବାଳକା ଜଣକ ଗର୍ଭବତୀ ହେବା ପରେ ନିଜ ମାଆକୁ ସବୁ ସତ କଥା କହିଥିଲେ ଆଉ ଏହା ପରେ ମାଆ ଉକ୍ତ ନାବାଳିକାଙ୍କୁ ଧରି ଠାକୁର ମୁଣ୍ଡା ଥାନାରେ ପହଞ୍ଚି ଥିଲେ ।

ଆଉ ଥାନାରେ ରାକ୍ଷାଶ ଶିକ୍ଷକ ବିରୋଧରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *