ମୁଣ୍ଡର ରୁପିକୁ କେବଳ ଗୋଟିଏ ଦିନରେ ଦୂର କରିବାର ଜବରଦସ୍ତ ଉପାୟ, ଥରେ ନିଶ୍ଚୟ କରି ଦେଖନ୍ତୁ (Remove Dandruff)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଅନେକ ଲୋକଙ୍କ ମୁଣ୍ଡ ରେ ରୁପି ର ସମସ୍ୟା ଦେଝିବାକୁ ମିଳୁଛି । ତେବେ ମୁଣ୍ଡରେ ରୁପି ଉଠିବା ସମସ୍ୟା ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ପାଇଥାଉ । ମୁଣ୍ଡରୁ ଉଠୁଥିବା ଚମଡା କୁ ରୁପି ବା ଡେଣ୍ଡରପ ବୋଲି କହିଥାଉ ଏବଂ ଏହା ଏକ ସାଧାରଣ ଟର୍ମ ଅଟେ । ଏହା କୌଣସି ପ୍ରକାର ମେଡିକାଲ ଟର୍ମ ନୁହଁ , କାରଣ ମେଡିକାଲ ଟର୍ମରେ ଅନେକ ଗୁଡିଏ ରୋଗ ଅଛି ଯେଉଁଥିରେ ଚର୍ମରୁ ଚୋପା ଛାଡିବ ।

କିନ୍ତୁ ଗୋଟିଏ କଟନ ଟର୍ମରେ ଏଗୁଡିକ ଡେଣ୍ଡରପରେ ନିଆଯାଇଥାଏ । ତେବେ ସାଧାରଣତଃ ରୁପି ୨ ପ୍ରକାର ର ଦେଖା ଦିଏ ପ୍ରଥମ ଶୁଖିଲା ଧଳା ଗୁଣ୍ଡ ଗୁଣ୍ଡଦ୍ୱିତୀୟ ବଡ ତେଲିଆ ଆକାର ବକଳ ସଦୃଶ l ଏହା ସାଧରଣ ଶିତ ଦିନରେ ଅଧିକ ଦେଖା ଯାଇଥାଏ l ଏହା ବର୍ଷ ସାରା ଆମ ମୁଣ୍ଡ ରେ ରହିଥାଏ ମାତ୍ର ଶୀତ ଦିନରେ ଏହା ଅଧିକ ରୁ ଅଧିକ ଜଣା ପଡେ ଏବଂ କୁଣ୍ଡେଇ ମଧ୍ୟ ହୁଏ l

ଏହା କୁ ଅଣ ଦେଖା କଲେ ଏହା ଆହୁରି ବଢ଼ି ଥାଏ ତ ଏହାର ସଠିକ ଉପଚାର ସଠିକ ସମୟ ରେ କରିବା ଉଚିତ ନହେଲେ ପରେ ବହୁତ ଅସୁବିଧା ହୋଇପାରେ । ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟା ରୁ ମୁକ୍ତି କେମିତି ପାଇପାରିବ । ତେବେ ପ୍ରଥମେ ଆମେ ନିମ ପତ୍ରର ତେଲ ପ୍ରସ୍ତୁତ କରିବା ଏଥିପାଇଁ ଆପଣ ପ୍ରଥମେ ନିମ ପତ୍ର କୁ ଧୋଇ ତାର ପତ୍ର କୁ ଅଲଗା କରିବେ l

ଏହାକୁ ମେସିନ ରେ ବାଟି ନେବେ l ସେହି ବଟା କୁ କଡେଇ ରେ ତେଲ ଗରମ କରି ନଡ଼ିଆ ତେଲ ପକାଇ ଦେବା ଓ ତେଲ ତାତିଲେ ନିମ ପତ୍ର ବଟା କୁ ମିଶାଇ ଦେଇ ଟିକେ ସମୟ ରାନ୍ଧିବା l ଏହା ପରେ କାଢି ଦେଇ ଛାଣିଦେବା ଓ ଏକ ପାତ୍ର ରେ ରଖିଦେବା ଏବଂ ଏହାକୁ ଆପଣ ସାଧାରଣ ତେଲ ଯେପରି ଲଗାନ୍ତି ସେହି ଭଳି ଭଲ ଭାବରେ ମସାଜ କରି ଲଗାଇ ରାତିରେ ଶୁଅନ୍ତୁ ଏବଂ ସକାଳେ ସାମ୍ପୁ କରି ଦିଅନ୍ତୁ । ତେବେ ଏହା ଛଡା ଆପଣ ହେୟାର ମାସ୍କ ମଧ୍ୟ ପ୍ରସ୍ତୁତ କରି ବ୍ୟବହାର କରି ପାରିବେ ।


ତେବେ ଯେତେବେଳେ ବ୍ୟବହାର କରିବେ ନିମ ମିଶ୍ରଣ ରୁ କିଛି ମାତ୍ର ରେ ପାତ୍ର ରେ କାଢି ସେଇ ମିଶ୍ରଣ ଅନୁସାରେ ଦହି ମିଶେଇ ବ୍ୟବହାର କରିବେ କେଶ ରେ l କିଛି ଦିନରେ କେଶ ରୁ ରୁପି ସମସ୍ୟା ଦୂର ହୋଇ କେଶ ବଢିବାକୁ ଲାଗିବ । ତେବେ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *